Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରେୟସ୍ ଆୟରଙ୍କ ପ୍ରେମରେ ପାଗଳ ବିଗ୍ ବସ୍ ୧୮ର ଏହି ପ୍ରତିଯୋଗୀ: ବିବାହ କରିବାକୁ କରିଛନ୍ତି ଯୋଜନା
ଆଜିର ଖବର

ଶ୍ରେୟସ୍ ଆୟରଙ୍କ ପ୍ରେମରେ ପାଗଳ ବିଗ୍ ବସ୍ ୧୮ର ଏହି ପ୍ରତିଯୋଗୀ: ବିବାହ କରିବାକୁ କରିଛନ୍ତି ଯୋଜନା

June 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବିଗ୍ ବସ୍ ୧୮ରୁ ଲୋକପ୍ରିୟ ହୋଇଥିବା ଇଡନ୍ ରୋଜ୍ ଭାରତୀୟ କ୍ରିକେଟର୍ ଶ୍ରେୟସ୍ ଆୟରଙ୍କୁ ବିବାହ କରିବା ବିଷୟରେ କହିଛନ୍ତି। ଯଦିଓ ଇଡନ୍ ଏପର୍ଯ୍ୟନ୍ତ କୌଣସି ବଲିଉଡ୍ ଫିଲ୍ମରେ ଦେଖାଯାଇନାହାଁନ୍ତି, ସେ ଇଭେଣ୍ଟ୍ ଏବଂ ସାର୍ବଜନୀନ ଭାବରେ ନଜର ଆସିଥାଆନ୍ତି। ଇଡନ୍ ସମ୍ପ୍ରତି ଏକ ସାକ୍ଷାତକାର ସମୟରେ କହିଥିଲେ ଯେ, ସେ ଆୟରଙ୍କ ପ୍ରେମରେ ପାଗଳ। ସେ କହିଥିଲେ ଯେ, ସେ ଆୟରଙ୍କୁ ବହୁତ ପସନ୍ଦ କରନ୍ତି। ଇଡନ୍ ଏପରି ମଧ୍ୟ କହିଥିଲେ ଯେ, ସେ ତାଙ୍କ ମନରେ ଆୟରଙ୍କୁ ନିଜର ସ୍ୱାମୀ ବୋଲି ମାନିଛନ୍ତି।

ଆୟରଙ୍କ ପ୍ରତି ଇଡନ୍ ଏତେ ପାଗଳ ଯେ, ସେ ନିଜକୁ ଆୟରଙ୍କ ଦୁଇ ପିଲାଙ୍କ ମାଆ ମଧ୍ୟ ମାନିଛନ୍ତି। ଇଡନ୍ ସୋସିଆଲ ମିଡିଆରେ ବହୁତ ସକ୍ରିୟ। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରନ୍ତି। ଇଡନ୍ ଙ୍କ ଇନଷ୍ଟାଗ୍ରାମରେ ୧୦ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି। ଇଡନ୍ ଙ୍କ ଏହି ବୟାନ ସମ୍ପର୍କରେ ଏପର୍ଯ୍ୟନ୍ତ କ୍ରିକେଟର୍ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ, କିନ୍ତୁ ଏହା ସ୍ପଷ୍ଟ ହୋଇଛି ଯେ, ଆୟରଙ୍କୁ ଇଡନ୍ ବହୁତ ଭଲ ପାଆନ୍ତି।

ଆଇପିଏଲ-୨୦୨୫ ରେ ପଞ୍ଜାବ କିଙ୍ଗସର ଅଂଶ ଥିଲେ। ତାଙ୍କୁ ଦଳ ୨୬.୭୫ କୋଟି ଟଙ୍କାରେ କିଣିଥିଲା। ଆୟରଙ୍କୁ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ଦିଆଯାଇଥିଲା। ଆୟର ୧୧ ବର୍ଷ ପରେ ଉତ୍କୃଷ୍ଟ ଅଧିନାୟକତ୍ୱ ସହିତ ଦଳକୁ ଆଇପିଏଲ ଫାଇନାଲରେ ପହଞ୍ଚାଇଥିଲେ। ଆୟର ଅଧିନାୟକତ୍ୱ ସହିତ ଚମତ୍କାର ବ୍ୟାଟିଂ ମଧ୍ୟ କରିଥିଲେ। ଆୟର ୧୭ ମ୍ୟାଚରେ ୫୦.୩୩ ହାରରେ ୬୦୪ ରନ କରିଥିଲେ। ଏହି ସମୟରେ ତାଙ୍କର ଷ୍ଟ୍ରାଇକ ରେଟ୍ ପ୍ରାୟ ୧୭୬ ଥିଲା। ଏହି ସିଜନରେ ଆୟର ୬ ଅର୍ଦ୍ଧଶତକ ହାସଲ କରିଥିଲେ।

indian cricket team punjab kings shreyas iyer
Share. Facebook Twitter LinkedIn Email WhatsApp Copy Link

Related Posts

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025
Latest News

‘ଆମେ ନିଶ୍ଚିତ ଜିତିବୁ’: ଭୋଟ ଦେବା ପୂର୍ବରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କ ବଡ ଦାବି

September 9, 2025

ପ୍ରଥମ ସପ୍ତାହାନ୍ତରେ ‘ଦି ବେଙ୍ଗଲ୍ ଫାଇଲ୍ସ’ର ଆୟ ୧୧୧% ବୃଦ୍ଧି, ଜାଣନ୍ତୁ ସବୁକିଛି

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଗ୍ରହଣ ଜାରୀ, ତେବେ ଜଣେ ପ୍ରାର୍ଥୀ ଜିତିବାକୁ କେତେ ଭୋଟ ଆବଶ୍ୟକ

September 9, 2025

ରାଜ୍ୟରେ ସକ୍ରିୟ ରହିଛି ମୌସୁମୀ ବାୟୁ: ୧୩ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା

September 9, 2025

ଉପରାଷ୍ଟ୍ରପତି ନିର୍ବାଚନ: ପ୍ରଧାନମନ୍ତ୍ରୀ ମୋଦି ଦେଲେ ଭୋଟ୍

September 9, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.