Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ନୂଆ ସାଙ୍ଗ, ସଂସଦ ଭବନରେ ସାଙ୍ଗକୁ ଧରି ଖୁସି ହେଲେ ମୋଦୀ
ଆଜିର ଖବର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଲା ନୂଆ ସାଙ୍ଗ, ସଂସଦ ଭବନରେ ସାଙ୍ଗକୁ ଧରି ଖୁସି ହେଲେ ମୋଦୀ

July 23, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
PM MODI PLAYING WITH A BABY IN HIS OFFICE
PM MODI PLAYING WITH A BABY IN HIS OFFICE

ଆଜି ସଂସଦ ଭବନରେ ଥିବା ପ୍ରଧାନମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏକ ନୂଆ କଥା ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଛୁଆ ଧରି ବେଶ୍ କିଛି ସମୟ ଖେଳିବାକୁ ଲାଗିଲେ। ତାଙ୍କ ଖାତାପତ୍ର ଘାଣ୍ଟିବା ସହିତ ପିଲାଟି ବେଶ୍ କିଛି ସମୟ ମୋଦୀଙ୍କ ସହିତ ବିତାଇଥିଲା। ଆଉ ମୋଦୀ ମଧ୍ୟ ପିଲାକୁ ଧରି ବେଶ୍ ଗେଲ ମଧ୍ୟ କଲେ। ସେତିକି ନୁହେଁ ପ୍ରଧାନମନ୍ତ୍ରୀ ପିଲାଟି ପାଇ କିପିର ଖୁସି ହେଲେ ତାହାର ଫଟୋ ମଧ୍ୟ ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କଲେ। ଏହାକୁ ନେଇ ବର୍ତ୍ତମାନ ସାରା ଦେଶରେ ଚାଲିଛି ଚର୍ଚ୍ଚା। ପ୍ରଶ୍ନ ଉଠିଛି ସେହି ପିଲାଟି କିଏ। ଯିଏ କି ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଭାଙ୍ଗି ଭିତରକୁ ପଶିପାରିଲା। ସେପିଲାଟି ଆଉ କେହି ନୁହେଁ, ସେ ହେଉଛି ବିଜେପି ସାଂସଦ ସତ୍ୟନାରାୟଣ ଜାଟିୟାଙ୍କ ନାତି। ସତ୍ୟନାରାୟଣ ଉଜ୍ଜୟନ ଲୋକସଭା ଆସନର ସାଂସଦ ଅଛନ୍ତି। ତାଙ୍କ ପରିବାର ମୋଦୀଙ୍କୁ ସାକ୍ଷାତ କରିବା ପାଇଁ ସମୟ ନେଇଥିଲେ। ମୋଦୀ ସଂସଦ ଭବନକୁ ଆସିବା ପାଇଁ ସମୟ ଦେଇଥିଲେ। ସେମାନଙ୍କ ସହିତ ତାଙ୍କର 3 ବର୍ଷର ନାତି ମଧ୍ୟ ଅତିଥୀ ତାଲିକାରେ ଥିଲା।

BABY Modi thesamikhsya
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଖ୍ୟାତ ଜାତୀୟତାବାଦୀ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ

May 27, 2026

ପୁରୀରୁ ଗିରଫ ହେଲେ ମମତା ବାନାର୍ଜୀଙ୍କ ବିଧାୟକ: ଜାଣନ୍ତୁ କାରଣ

May 27, 2026

ଏହି ରାଜନୈତିକ ଦଳର ବଡ ଘୋଷଣା: ଆଗାମୀ ନିର୍ବାଚନରେ ୩୩% ଆସନରେ ଲଢ଼ିବେ ମହିଳା

May 27, 2026

“ପର୍ଦ୍ଦାଫାସ୍ ହେଲା ରାହୁଲ ଗାନ୍ଧୀଙ୍କ ଏଜେଣ୍ଡା”: ସୁପ୍ରିମକୋର୍ଟଙ୍କ ରାୟ ପରେ ବିଜେପିର ପ୍ରଥମ ପ୍ରତିକ୍ରିୟା

May 27, 2026
Latest News

ପୁରୀରେ ବ୍ରିକ୍ସ ସମ୍ମିଳନୀ: ଓଡ଼ିଶାର ବିଶ୍ୱ ମଞ୍ଚରେ ଗୌରବମୟ ପରିଚୟ

May 27, 2026

ପ୍ରଖ୍ୟାତ ଜାତୀୟତାବାଦୀ ନାଟ୍ୟକାର ପରଶୁରାମ ହରିଚନ୍ଦନଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ

May 27, 2026

ରାସନ ସମ୍ପର୍କରେ ମୋଦି କ୍ୟାବିନେଟ୍ ର ବଡ଼ ନିଷ୍ପତ୍ତି: ସିଧାସଳଖ ୮୦ କୋଟି ଲୋକଙ୍କୁ କରିବ ପ୍ରଭାବିତ

May 27, 2026

ପୁରୀରୁ ଗିରଫ ହେଲେ ମମତା ବାନାର୍ଜୀଙ୍କ ବିଧାୟକ: ଜାଣନ୍ତୁ କାରଣ

May 27, 2026

ଏହି ରାଜନୈତିକ ଦଳର ବଡ ଘୋଷଣା: ଆଗାମୀ ନିର୍ବାଚନରେ ୩୩% ଆସନରେ ଲଢ଼ିବେ ମହିଳା

May 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.