Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟର ସମସ୍ତ ସ୍କୁଲ ୧୮ ତାରିଖ ପରିବର୍ତ୍ତେ ଖୋଲିବ ଏହି ତାରିଖରେ, ସରକାର କଲେ ଘୋଷଣା
ଆଜିର ଖବର

ରାଜ୍ୟର ସମସ୍ତ ସ୍କୁଲ ୧୮ ତାରିଖ ପରିବର୍ତ୍ତେ ଖୋଲିବ ଏହି ତାରିଖରେ, ସରକାର କଲେ ଘୋଷଣା

June 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
school
ରାଜ୍ୟର ସମସ୍ତ ସ୍କୁଲ ୧୮ ତାରିଖ ପରିବର୍ତ୍ତେ ଖୋଲିବ ଏହି ତାରିଖରେ, ସରକାର କଲେ ଘୋଷଣା

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଖରା ଛୁଟି ଶେଷ ହେବାରେ ଲାଗିଛି। ଘୋଷଣା ଅନୁସାରେ ରାଜ୍ୟର ସମସ୍ତ ସ୍କୁଲ ୧୮ ତାରିଖରେ ଖୋଲିବାକୁ ଘୋଷଣା କରାଯାଇଥିଲା। ହେଲେ ସେଥିରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପରିବର୍ତ୍ତନ କରିଛି।

ନୂଆ ଘୋଷଣା ଅନୁସାରେ ଆସନ୍ତା ୨୦ ତାରିଖରେ ଖୋଲିବ ସବୁ ସ୍କୁଲ । ୧୮ ପରିବର୍ତ୍ତେ ୨୦ ତାରିଖରେ ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାର ଶିକ୍ଷାଧିକାରୀଙ୍କୁ ଚିଠି ଦିଆଯାଇଛି । ସ୍କୁଲ ଖୋଲିବା ପରେ ପୁଣି ମଧ୍ୟାହ୍ନ ଭୋଜନ ଦିଆଯିବ ବୋଲି କୁହାଯାଇଛି।

ସ୍କୁଲ ଛୁଟି
Share. Facebook Twitter LinkedIn Email WhatsApp Copy Link

Related Posts

ଗୁଗୁଲ୍ ଏବଂ ମେଟାର ବଢ଼ିଲା ସମସ୍ୟା: ସମନ୍ କଲା ED, ଜାଣନ୍ତୁ ପୂରା ମାମଲା

July 20, 2025

ଉତ୍ତରାଖଣ୍ଡରେ ୧ ଲକ୍ଷ କୋଟିର ନିବେଶ ଏବଂ ୧୨୭୧ କୋଟିର ରାଜ୍ୟ ଯୋଜନାର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ

July 20, 2025

କେନ୍ଦ୍ରପତ୍ର ତୋଳାଳି ଓ କର୍ମଚାରୀଙ୍କ ବିକାଶକୁ ସରକାର ଅଗ୍ରାଧିକାର ଦେଉଛନ୍ତି: ଜଙ୍ଗଲ ପରିବେଶ ଓ ଶ୍ରମ ମନ୍ତ୍ରୀ

July 20, 2025

ଭଦ୍ରକରେ ହିତାଧିକାରୀମାନଙ୍କୁ ରାସନ କାର୍ଡ ବିତରଣ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

July 20, 2025
Latest News

କିଏ ଏହି ସୁନ୍ଦରୀ ଯୁବତୀ ଜୟା କିଶୋରୀ, ଯାହାଙ୍କ ପ୍ରବଚନ ଶୁଣିବା ପାଇଁ ଭକ୍ତମାନେ ହୁଅନ୍ତି ପାଗଳ

July 20, 2025

ଭଦ୍ରକରେ ହିତାଧିକାରୀମାନଙ୍କୁ ରାସନ କାର୍ଡ ବିତରଣ କଲେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ

July 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.