ନୂଆଦିଲ୍ଲୀ: ଭାରତୀୟ ବିମାନ କମ୍ପାନୀ ଏୟାର ଇଣ୍ଡିଆର ବିମାନଗୁଡ଼ିକରେ ଲଗାତାର ସମସ୍ୟାର ସମ୍ମୁଖୀନ ହେଉଛି। ଏହି ସମୟରେ ଏୟାର ଇଣ୍ଡିଆ ଆଜି ଦିଲ୍ଲୀରୁ ପ୍ୟାରିସକୁ ଆଉ ଏକ ବିମାନ ବାତିଲ କରିଛି। କମ୍ପାନୀ କହିଛି ଯେ, ବିମାନରେ କିଛି ସମସ୍ୟା ଦେଖାଦେଇଛି, ଯାହା ଯୋଗୁଁ ବିମାନ ବାତିଲ କରାଯାଇଛି। airindia Breaking News delhi
Pariksha Pe Charcha 2026: ଜାନୁଆରୀରେ ହେବ ପରୀକ୍ଷା ପେ ଚର୍ଚ୍ଚା, ଜାଣନ୍ତୁ କେମିତି କରିବେ ପଂଜିକରଣDecember 6, 2025
India Russia Bilateral Talk: 2030 ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟକୁ 100 ବିଲିୟନ ଡଲାରକୁ ବୃଦ୍ଧି ପ୍ରତିଶ୍ରୁତିDecember 6, 2025