Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ତତଲା ତେଲ କଡେଇରେ ପଡିଗଲେ ହାସ୍ୟ ଅଭିନେତା ହାଡୁ, ସମ ହସପିଟାଲରେ ଭର୍ତ୍ତି
ଆଜିର ଖବର

ତତଲା ତେଲ କଡେଇରେ ପଡିଗଲେ ହାସ୍ୟ ଅଭିନେତା ହାଡୁ, ସମ ହସପିଟାଲରେ ଭର୍ତ୍ତି

June 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
hadu
ତତଲା ତେଲ କଡେଇରେ ପଡିଗଲେ ହାସ୍ୟ ଅଭିନେତା ହାଡୁ, ସମ ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର: ଏକ ତତଲା କଡେଇରେ ପଡି ଗୁରୁତର ହୋଇପଡିଛନ୍ତି ହାସ୍ୟ ଅଭିନେତା ହାଡୁ ଓରଫ ଭକ୍ତ ପ୍ରହଲ୍ଲାଦ ଚରଣ ପଟ୍ଟନାୟକ। ଗତକାଲି ରାତିରେ ତାଙ୍କ ଘରେ ଭୋଜି ପାଇଁ ରୋଷେଇ ହେଉଥିବା ବେଳେ ଏହି ଅଘଟଣ ଘଟିଯାଇଛି। ଅସାବଧାନତା ଯୋଗୁଁ ସେ ତତଲା ତେଲ କଡେଇରେ ପଡିଯାଇଥିଲେ।

ଫଳରେ ତାଙ୍କର ମୁହଁ, ହାତ ସମେତ ଶରୀର ବିଭିନ୍ନ ଅଂଶ ପୋଡି ଯାଇଛି। ତାଙ୍କୁ ତୁରନ୍ତ ସମ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ବର୍ତ୍ତମାନ ଆଇୟୁସି ରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ଜଣାପଡିବା ପରେ ଓଡିଆ ଚଳଚିତ୍ର ଜଗତରେ ଆଶୁ ଆରୋଗ୍ୟ କାମନା କରାଯାଇଛି। ହାଡୁ ଓଡିଆ ଚଳଚିତ୍ର ସହିତ ବିଭିନ୍ନ ଟେଲିଭିଜନ କାର୍ଯ୍ୟକ୍ରମରେ ହାସ୍ୟ ଅଭିନେତା ଭାବେ ଅଭିନୟ କରିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଜାଗର ଯାତ୍ରାରେ ଭକ୍ତିମୟ ରଣପୁର: ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜିଉଠିଲା ମନ୍ଦିର ପରିସର

February 15, 2026

ଲୋକ ମହୋତ୍ସବ “ବର୍ଣ୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଧୁମଧାମରେ ଉଦଯାପିତ

February 15, 2026

ଓଡ଼ିଶା ପୋଲିସର ଅପରେସନ ‘ସାଇବର କବଚ’: ୬ ଗିରଫ, ୫୧ ଟି ଆଇନଗତ ନୋଟିସ୍

February 15, 2026

ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ସହ ଇଣ୍ଡଷ୍ଟ୍ରିଆଲ ହବ୍ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର ପ୍ରଧାନ

February 15, 2026
Latest News

ଜାଗର ଯାତ୍ରାରେ ଭକ୍ତିମୟ ରଣପୁର: ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜିଉଠିଲା ମନ୍ଦିର ପରିସର

February 15, 2026

ଲୋକ ମହୋତ୍ସବ “ବର୍ଣ୍ଣାଳୀ” ଓ ପଲ୍ଲିଶ୍ରୀ ମେଳା ଧୁମଧାମରେ ଉଦଯାପିତ

February 15, 2026

ରଙ୍କନାଥ ମନ୍ଦିରରେ ନୂତନ ପ୍ରବଚନ ମଣ୍ଡପକୁ ଉଦଘାଟନ କଲେ ଆଇନ ମନ୍ତ୍ରୀ

February 15, 2026

ଓଡ଼ିଶା ପୋଲିସର ଅପରେସନ ‘ସାଇବର କବଚ’: ୬ ଗିରଫ, ୫୧ ଟି ଆଇନଗତ ନୋଟିସ୍

February 15, 2026

ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ସହ ଇଣ୍ଡଷ୍ଟ୍ରିଆଲ ହବ୍ ପ୍ରତିଷ୍ଠା ହେବ: ଧର୍ମେନ୍ଦ୍ର ପ୍ରଧାନ

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.