Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବ୍ରହ୍ମପୁରରେ ଦୁଷ୍କର୍ମ ଅଭିଯୋଗରେ ବିଜେପି ନେତା ଗିରଫ, ରାଜନୀତି ସରଗରମ
ଆଜିର ଖବର

ବ୍ରହ୍ମପୁରରେ ଦୁଷ୍କର୍ମ ଅଭିଯୋଗରେ ବିଜେପି ନେତା ଗିରଫ, ରାଜନୀତି ସରଗରମ

June 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Bramhapur
ବ୍ରହ୍ମପୁରରେ ଦୁଷ୍କର୍ମ ଅଭିଯୋଗରେ ବିଜେପି ନେତାଙ୍କୁ ଗିରଫ, ରାଜନୀତି ସରଗରମ

ଭୁବନେଶ୍ବର: ଗତକାଲି ଦୁଷ୍କର୍ମ ଅଭିଯୋଗରେ ବ୍ରହ୍ମପୁରରୁ ଗିରଫ ହୋଇଥିବା ଭବାନୀ ଶଙ୍କର ଦାସ ବିଜେପି ନେତା। ସେ ବିଜେପିର ନେତା ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କର ହାତ ରହିଛି। ଯାହାକୁ ନେଇ ବ୍ରହ୍ମପୁର କାହିଁକି ସାରା ରାଜ୍ୟର ରାଜନୀତିର ବେଶ ସରଗରମ ହୋଇପଡିଛି। ନିକଟରେ ସେହି ବ୍ରହ୍ମପୁରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ଏବେ ପୁଣି ସେହିପରି ଅଭିଯୋଗ ପରେ ରାଜ୍ୟରେ ଆଇନ ବ୍ୟବସ୍ଥା ସ୍ଥିତି କଣ ତାହା ସ୍ପଷ୍ଟ ଅନୁମେୟ କରି ହେଉଛି।

ଗତକାଲି ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୁଲିସ ବିଶ୍ଵହିନ୍ଦୁ ପରିଷଦର ସଦସ୍ୟ ତଥା ବିଜେପି ନେତା ଏବଂ ବାଜପେୟ କ୍ଲିନିକ ମାଲିକ ଭବାନୀ ଶଙ୍କର ଦାଶଙ୍କୁ ଗିରଫ କରିଛି। ଜଣେ ୧୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ପରେ ପୋଲିସ ଗିରଫ କରିଛି। ଉଭୟଙ୍କ ଡାକ୍ତରୀ ମାଇନା ବ୍ରହ୍ମପୁର ଏମକେସିଜି ହସପିଟାଲରେ କରାଯାଇଛି। ଦୁଷ୍କର୍ମ ର ଶିକାର ହୋଇଥିବା ନାବାଳିକା ଖ୍ରୀଷ୍ଟିଆନ ବୋଲି ଜଣାପଡିଛି। ଏହି ଘଟଣାର ତଦନ୍ତ ଦାୟିତ୍ବ ନେଇଛନ୍ତି ବ୍ରହ୍ମପୁର ଟାଉନ ଏସଡିପିଓ।

ତେବେ ଏହାକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ ସାମାଜିକ ଗଣମାଧ୍ୟମରେ ତୁମ୍ବିତୋଫାନ ଆରମ୍ଭ କରିସାରିଲେଣି। ଏପରିକି ଖୁବ ଶିଘ୍ର ଉଭୟ ଦଳ ରାଜରାସ୍ତାକୁ ଓହ୍ଲାଇବେ ବୋଲି ପ୍ରସ୍ତୁତ ହେଉଥିବା ଜଣାପଡିଛି। ତା ପୂର୍ବରୁ ରାଜ୍ୟରେ ନାରୀ ନିର୍ଯ୍ୟାତନା ବୃଦ୍ଦି ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଉପରେ ଅନୁଧ୍ୟାନ କରିବାରେ ଲାଗିଛି କଂଗ୍ରେସ। ଦଳର ଏକ କେନ୍ଦ୍ରୀୟ ଟିମ ବିଭିନ୍ନ ଘଟଣା ସ୍ଥଳ ଅନୁଧ୍ୟାନ କରିବାରେ ଲାଗିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରମ୍ଭା ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

January 14, 2026

ODIରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ୍ ହେଲେ ବିରାଟ କୋହଲି: ରୋହିତ ଶର୍ମାଙ୍କୁ କ୍ଷତି

January 14, 2026

ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

January 14, 2026

ମକର ସଂକ୍ରାନ୍ତି ଅବସରରେ ହରିଦ୍ୱାରରେ ଜମିଲା ଭିଡ଼: ବୁଡ଼ ପକାଇଲେ ଶ୍ରଦ୍ଧାଳୁ

January 14, 2026
Latest News

ରମ୍ଭା ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

January 14, 2026

ODIରେ ବିଶ୍ୱର ନମ୍ବର-୧ ବ୍ୟାଟସମ୍ୟାନ୍ ହେଲେ ବିରାଟ କୋହଲି: ରୋହିତ ଶର୍ମାଙ୍କୁ କ୍ଷତି

January 14, 2026

ଥାଇଲ୍ୟାଣ୍ଡରେ ବଡ଼ ଦୁର୍ଘଟଣା! ଚଳନ୍ତା ଟ୍ରେନ୍ ଉପରେ ଖସିଲା କ୍ରେନ୍, ୧୯ ମୃତ, ୮୦ ରୁ ଅଧିକ ଆହତ

January 14, 2026

ମକର ସଂକ୍ରାନ୍ତିରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଏକ ଶ୍ଲୋକ ଲେଖିଲେ ପ୍ରଧାନମନ୍ତ୍ରୀ

January 14, 2026

ମକର ସଂକ୍ରାନ୍ତି ଅବସରରେ ହରିଦ୍ୱାରରେ ଜମିଲା ଭିଡ଼: ବୁଡ଼ ପକାଇଲେ ଶ୍ରଦ୍ଧାଳୁ

January 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.