Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜୁଲାଇ ୧୫ ରୁ ଦୁଇ ଚକିଆ ଯାନବାହାନ ଉପରେ ଲାଗିବ କି ଟୋଲ୍ ଟିକସ?: ସ୍ପଷ୍ଟ କଲେ ନୀତିନ ଗଡକରୀ
ଆଜିର ଖବର

ଜୁଲାଇ ୧୫ ରୁ ଦୁଇ ଚକିଆ ଯାନବାହାନ ଉପରେ ଲାଗିବ କି ଟୋଲ୍ ଟିକସ?: ସ୍ପଷ୍ଟ କଲେ ନୀତିନ ଗଡକରୀ

June 26, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ, ଆଗାମୀ ଦିନରେ ମୋଦି ସରକାର ଜାତୀୟ ରାଜପଥ ବ୍ୟବହାର କରୁଥିବା ଦୁଇ ଚକିଆ ଯାନରୁ ମଧ୍ୟ ଟୋଲ୍ ଟିକସ ଆଦାୟ କରିବେ। ଏବେ ନୀତିନ ଗଡକରୀ ଏହା ଉପରେ ସ୍ପଷ୍ଟ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, କିଛି ଗଣମାଧ୍ୟମ ସଂସ୍ଥା ଦୁଇ ଚକିଆ ଯାନ ଉପରେ ଟୋଲ୍ ଟିକସ ଲାଗୁ କରିବା ବିଷୟରେ ଭ୍ରାମକ ଖବର ପ୍ରସାରଣ କରୁଛନ୍ତି। ଏପରି କୌଣସି ନିଷ୍ପତ୍ତି ପ୍ରସ୍ତାବିତ ନୁହେଁ। ଦୁଇ ଚକିଆ ଯାନ ପାଇଁ ଟୋଲ୍ ଉପରେ ସମ୍ପୂର୍ଣ୍ଣ ଛାଡ଼ ଜାରି ରହିବ।

କ’ଣ ଦାବି କରାଯାଉଥିଲା?:

ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ, କେନ୍ଦ୍ର ସରକାର ଦୁଇଚକିଆ ଯାନ ଚାଳକଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛନ୍ତି, ଯାହା ଅନୁଯାୟୀ ସେମାନଙ୍କୁ ୧୫ ଜୁଲାଇ, ୨୦୨୫ ଠାରୁ ଜାତୀୟ ରାଜପଥ ବ୍ୟବହାର କରିବା ପାଇଁ ଟୋଲ୍ ଟ୍ୟାକ୍ସ ଦେବାକୁ ପଡିବ। ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ, ନୂତନ ନିୟମ ଅନୁଯାୟୀ, ଦୁଇଚକିଆ ଯାନଗୁଡ଼ିକୁ FASTag ମାଧ୍ୟମରେ ଟୋଲ୍ ଟ୍ୟାକ୍ସ ଦେବାକୁ ପଡିବ ଏବଂ ନିୟମ ଉଲ୍ଲଂଘନ କଲେ ଦୁଇ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯିବ। ତଥାପି ଏବେ କେନ୍ଦ୍ର ମନ୍ତ୍ରୀ ଏ ବିଷୟରେ ସ୍ପଷ୍ଟୀକରଣ ଦେଇଛନ୍ତି ଏବଂ ରିପୋର୍ଟଗୁଡ଼ିକୁ ଅସ୍ୱୀକାର କରାଯାଇଛି।

ଅଗଷ୍ଟ ୧୫ ରୁ ମାସିକ ପାସ୍:

ଉଲ୍ଲେଖ ଯୋଗ୍ୟ ଯେ, କେନ୍ଦ୍ର ସରକାର ନିକଟରେ ଚାଳକମାନଙ୍କୁ ଆଶ୍ୱସ୍ତି ଦେଇ ଏକ ବଡ଼ ଘୋଷଣା କରିଥିଲେ। ସରକାର ବାର୍ଷିକ ପାସ୍ ବିଷୟରେ ଘୋଷଣା କରିଥିଲେ। ଏହା ଅଧୀନରେ ଚାଳକମାନେ ୩୦୦୦ ଟଙ୍କା ମୂଲ୍ୟର ଏକ ଫାଷ୍ଟାଗ୍ ପାଇପାରିବେ, ଯାହା ସକ୍ରିୟ ହେବା ତାରିଖରୁ ଗୋଟିଏ ବର୍ଷ କିମ୍ବା ୨୦୦ ଟ୍ରିପ୍ ପାଇଁ ବୈଧ ହେବ। ଏହି ପାସ୍ ଅଗଷ୍ଟ ୧୫ ତାରିଖ ୨୦୦୫ ରୁ କାର୍ଯ୍ୟକାରୀ ହେବ।

national highway Nitin Gadkari Toll Tax
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ଦ୍ୱାରା ଜନଜାତିୟ ଗୌରବ ଦିବସ ପାଳନ

November 14, 2025

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

November 14, 2025

ବିହାରରେ କଂଗ୍ରେସକୁ ପଛରେ ପକାଇଲେ ଓୱେସି, ଫଳାଫଳ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 14, 2025

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମେ ୨୨୦୦ ବିଦ୍ୟାଳୟ

November 14, 2025
Latest News

ପୂର୍ବତଟ ରେଳପଥ ଦ୍ୱାରା ଜନଜାତିୟ ଗୌରବ ଦିବସ ପାଳନ

November 14, 2025

ନୂଆପଡା ଉପ ନିର୍ବାଚନ: ଇତିହାସ ରଚିଲା ବିଜେପି, ୮୩ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ଜିତିଲେ ଜୟ ଢୋଲକିଆ

November 14, 2025

ଓମ୍ଫେଡ୍ ପକ୍ଷରୁ ସମବାୟ ସପ୍ତାହ ପାଳିତ

November 14, 2025

ବିହାରରେ କଂଗ୍ରେସକୁ ପଛରେ ପକାଇଲେ ଓୱେସି, ଫଳାଫଳ ଜାଣିଲେ ହେବେ ଆଶ୍ଚର୍ଯ୍ୟ

November 14, 2025

ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ଯୋଜନାର ‘ଲୋଗୋ’ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ, ପ୍ରଥମେ ୨୨୦୦ ବିଦ୍ୟାଳୟ

November 14, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.