Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସ ଭୋଟ୍‌ ବିଜେପିକୁ ଚାଲିଗଲା : ଜୟନ୍ତ ମହାନ୍ତି
ଆଜିର ଖବର

କଂଗ୍ରେସ ଭୋଟ୍‌ ବିଜେପିକୁ ଚାଲିଗଲା : ଜୟନ୍ତ ମହାନ୍ତି

July 24, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବହୁ ଚର୍ଚ୍ଚିତ ପାଟକୁରା ନିର୍ବାଚନ ଫଳାଫଳ ଘୋଷଣା ହୋଇଛି । ଏହି ବିଧାନସଭା ଆସନରେ ବିଜେଡ଼ି ବାଜିମାତ୍‌ କରିଛି । ବିଜେଡିର ପ୍ରାର୍ଥୀ ସାବିତ୍ରୀ ଦେବୀ ୧୭,୯୨୦ ଭୋଟ୍‌ରେ ବିଜୟୀ ହୋଇଛନ୍ତି । ସାବିତ୍ରୀ ଦେବୀଙ୍କୁ ୯୬,୦୧୭ଟି ଭୋଟ୍‌ ପାଇଥିବାବେଳେ ବିଜେପିର ବିଜୟ ମହାପାତ୍ର ୭୮,୦୯୭ଟି ଓ କଂଗ୍ରେସର ଜୟନ୍ତ ମହାନ୍ତି ୨୧୦୪ଟି ଭୋଟ୍‌ ପାଇଛନ୍ତି । ତେବେ  ପାଟକୁରା ନିର୍ବାଚନ ଫଳାଫଳକୁ ନେଇ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ପ୍ରତ୍ରିକିୟା ରଖିଛନ୍ତି । ଜନାଦେଶକୁ ନମ୍ରତାର ସହ ଗ୍ରହଣ କରି ନିର୍ବାଚନରେ ବିଫଳତା ପାଇଁ ନିଜକୁ  ଦାୟୀ କରିଛନ୍ତି ଜୟନ୍ତ । ଗତ ଥର ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଏଥର ଦଳର ପ୍ରଦର୍ଶନ ବେଶ୍‌ ଅନୁନ୍ନତ ରହିଛି ।  କଂଗ୍ରେସର ଭୋଟ୍‌ ବିଜେପିକୁ ଚାଲିଗଲା, ଦଳର ବିଫଳତା ପଦାରେ ପଡ଼ିଲା ବୋଲି କହିଛନ୍ତି ଜୟନ୍ତ । ପାଟକୁରା ନିର୍ବାଚନ ଫଳାଫଲ ତାଙ୍କୁ ଚକିତ କରିଛି । ତେବେ ଆଗାମୀ ସମୟରେ ଭୋଟ୍‌ ରାଜନୀତିରେ ରହିବେ କି ନାହିଁ ସେ ବିଷୟରେ ଚିନ୍ତା କରିବେ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ସକ୍ରିୟ କରନ୍ତୁ ଜିଓର 98-ଦିନର ପ୍ଲାନ: ପାଇବେ ଅନେକ ଲାଭ

August 20, 2026

ବ୍ୟାଙ୍କ ସମ୍ମୁଖରେ ମହିଳା ପରିଚାଳିକାଙ୍କୁ ଗୁଳି କରି ହତ୍ୟା କଲେ ସ୍ୱାମୀ: ଅଭିଯୁକ୍ତ ଫେରାର୍

August 20, 2026

ଜାମ୍ମୁ କାଶ୍ମୀର ପରେ ଲେହରେ ପହଞ୍ଚିଲେ ସର୍ଜିଓ ଗୋର୍: ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ

August 20, 2026

ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

August 20, 2026
Latest News

Raksha Bandhan: ଡାକ ବିଭାଗ ଆଣିଲା ସ୍ବତନ୍ତ୍ର ରାକ୍ଷୀ ବାକ୍ସ, ଭିତରେ ଥିବା ଭିଡିଓକୁ କ୍ଲିକ କରି ଦେଖନ୍ତୁ

August 20, 2026

ସକ୍ରିୟ କରନ୍ତୁ ଜିଓର 98-ଦିନର ପ୍ଲାନ: ପାଇବେ ଅନେକ ଲାଭ

August 20, 2026

ବ୍ୟାଙ୍କ ସମ୍ମୁଖରେ ମହିଳା ପରିଚାଳିକାଙ୍କୁ ଗୁଳି କରି ହତ୍ୟା କଲେ ସ୍ୱାମୀ: ଅଭିଯୁକ୍ତ ଫେରାର୍

August 20, 2026

ଜାମ୍ମୁ କାଶ୍ମୀର ପରେ ଲେହରେ ପହଞ୍ଚିଲେ ସର୍ଜିଓ ଗୋର୍: ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ

August 20, 2026

ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.