Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ଜେଲ୍‌ରୁ ମୁକୁଳି ପାରନ୍ତି ସାରଥୀ!
ଆଜିର ଖବର

ଆଜି ଜେଲ୍‌ରୁ ମୁକୁଳି ପାରନ୍ତି ସାରଥୀ!

July 25, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବହୁ ଚର୍ଚ୍ଚିତ ସାରଥି ବାବା ଓରଫ ସନ୍ତୋଷ ରାଉଳ ଆଜି ଜେଲରୁ ମୁକୁଳି ପାରନ୍ତି । ଆଜି ସାରଥିଙ୍କ ଜାମିନ ନେଇ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟରେ ଅନୁମତି ମିଳିଛି । ଦୁଇ ଦିନ ପୂର୍ବରୁ ହାଇକୋର୍ଟରେ କେନ୍ଦ୍ରାପଡ଼ା ବାରିମୂଳ ଆଶ୍ରମରେ ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ଦେବା ମାମଲାରେ ଶୁଣାଣୀ ହୋଇଥିଲା । ହାଇକୋର୍ଟରେ ସାରଥି ବାବାଙ୍କ ସର୍ତ୍ତମୂଳକ ଜାମିନ ମଞ୍ଜୁର ହେବା ପରେ ତାକୁ କେନ୍ଦ୍ରାପଡ଼ା ଏସଡିଜେଏମ କୋର୍ଟକୁ ଜାମିନ କାଗଜପତ୍ର ପାଇଁ ପଠାଯାଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସାରଥିଙ୍କ ଓକିଲ କେନ୍ଦ୍ରାପଡ଼ା କୋର୍ଟରେ କାଗଜପତ୍ର ଦାଖଲ କରିଥିଲେ । ଆଜି ସେଠାରେ ଆତ୍ମଘୋଷିତ ସାରଥିଙ୍କ ଜାମିନ ପାଇଁ ଅନୁମତି ମିଳିଛି । 2 ଜଣ ଜାମିନଦାରଙ୍କ ଦ୍ୱାରା ହାଇକୋର୍ଟଙ୍କ ସର୍ତ୍ତପୂରଣ କରିବା ପରେ ସାରଥିଙ୍କୁ ଜାମିନ ମିଳିଛି । କୋର୍ଟଙ୍କ ବିନା ଅନୁମତିରେ ସାରଥି ଅଥବା ସନ୍ତୋଷ ରାଉଳ ସହର ବାହାରକୁ ଯାଇପାରିବେ ନାହିଁ । ଏହା ସହ ବିନା ଅନୁମତିରେ ସେ କୈାଣସି ସଭାସମିତି କରିପାରିବେ ନାହିଁ ବୋଲି ହାଇକୋର୍ଟଙ୍କ ସର୍ତ୍ତ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

Reliance FMCG ର ବ୍ୟବସାୟ ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ; ଇଷା ଆମ୍ବାନୀ

June 19, 2026

ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 19, 2026

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026

Jio IPO: ଜିଓ ଆଇପିଓ ନେଇ ଘୋଷଣା କଲେ ମୁକେଶ ଆମ୍ବାନୀ, ଆସିବ ୨୭ କୋଟି ସେୟାରର ନୂଆ ଇସ୍ୟୁ

June 19, 2026
Latest News

Reliance FMCG ର ବ୍ୟବସାୟ ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ; ଇଷା ଆମ୍ବାନୀ

June 19, 2026

ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 19, 2026

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, ପାଗ ଖରାପ ଯୋଗୁଁ କଲାଇଲୁଣ୍ଡାରୁ ସଡକ ପଥରେ ଆସିଲେ

June 19, 2026

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.