Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲଘୁଚାପ ପ୍ରଭାବରେ ଆହୁରି 3 ଦିନ ବର୍ଷା ସମ୍ଭାବନା
ଆଜିର ଖବର

ଲଘୁଚାପ ପ୍ରଭାବରେ ଆହୁରି 3 ଦିନ ବର୍ଷା ସମ୍ଭାବନା

July 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆନ୍ଧ୍ର-ଓଡିଶା ଉପକୂଳରେ ସୃଷ୍ଟ ଅବପାତ ଲଘୁଚାପର ରୂପ ନେଇଛି । ଫଳରେ ଗତକାଲିଠାରୁ ରାଜ୍ୟରେ ବର୍ଷା ଲାଗି ରହିଛି । ଗତକାଲି ଠାରୁ ମୌସୁମୀ ପୁଣି ସକ୍ରିୟ ହୋଇ ଉଠିଛି । ମନସୁନ ଟ୍ରପ ଲାଇନ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଆରମ୍ଭ ହୋଇଛି । ବିଶେଷ କରି ଉତର ଓ ଆଭ୍ୟନ୍ତରୀଣ ଓଡିଶାର ଏହାର ପ୍ରଭାବ ଅଧିକ ରହିବ । ଆହୁରି ତିନି ବର୍ଷା ବର୍ଷା ଲାଗି ରହିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି । ବର୍ଷା ପ୍ରଭାବରେ ଆଜି ସକାଳ 5ଟା ସୁଧା ପୁରୀରେ ସର୍ବାଧିକ 87 ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ 51 ମିମି, ଗୋପାଳପୁରରେ 26 ମିମି ଓ ଚାନ୍ଦବାଲିରେ 31 ମିମି ବର୍ଷା ରେକର୍ଡ ହୋଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

Reliance FMCG ର ବ୍ୟବସାୟ ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ; ଇଷା ଆମ୍ବାନୀ

June 19, 2026

ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 19, 2026

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026

Jio IPO: ଜିଓ ଆଇପିଓ ନେଇ ଘୋଷଣା କଲେ ମୁକେଶ ଆମ୍ବାନୀ, ଆସିବ ୨୭ କୋଟି ସେୟାରର ନୂଆ ଇସ୍ୟୁ

June 19, 2026
Latest News

Reliance FMCG ର ବ୍ୟବସାୟ ୨୦୩୦ ସୁଦ୍ଧା ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ; ଇଷା ଆମ୍ବାନୀ

June 19, 2026

ଭାରତୀୟ ରେଳପଥ ପକ୍ଷରୁ ବଡ଼ ନିଷ୍ପତ୍ତି: ଏହି ଏକ୍ସପ୍ରେସ ଟ୍ରେନରେ ସଂଯୋଗ ହେଲା ଅତିରିକ୍ତ କୋଚ୍

June 19, 2026

ରାଇରଙ୍ଗପୁରରେ ପହଞ୍ଚିଲେ ରାଷ୍ଟ୍ରପତି, ପାଗ ଖରାପ ଯୋଗୁଁ କଲାଇଲୁଣ୍ଡାରୁ ସଡକ ପଥରେ ଆସିଲେ

June 19, 2026

Jio AI Roadmap: ଆକାଶ ଅମ୍ବାନୀ କହିଲେ କଲ୍, ବ୍ୟବସାୟ ଏବଂ କୃଷି ପର୍ଯ୍ୟନ୍ତ ପହଞ୍ଚିବ ଏଆଇ

June 19, 2026

ଏବେ IPLରେ ପ୍ରବେଶ କରିବେ ଯୁବରାଜ ସିଂହ: ଏହି ଦଳର ହେବେ ‘କୋଚ୍’

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.