Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚୀନ୍‌ରେ ଭୂସ୍ଖଳନ : 20 ମୃତ, 11 ଉଦ୍ଧାର
ଆଜିର ଖବର

ଚୀନ୍‌ରେ ଭୂସ୍ଖଳନ : 20 ମୃତ, 11 ଉଦ୍ଧାର

July 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚୀନ୍‌ରେ ଭୂସ୍ଖଳନ ଘଟି 20 ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହିତ ସମୁଦାୟ 23ଟି ଘର ଭୁଷୁଡି ପଡିଥିବା ବେଳେ ଏହା ମଧ୍ୟରୁ 11 ଜଣଙ୍କୁ ଉଦ୍ଧାର କରାଯାଇଛି । 25 ଜଣ ବ୍ୟକ୍ତି ବର୍ତ୍ତମାନ ସୁଦ୍ଧା ନିଖୋଜ ରହିଥିବା ଜଣାପଡିଛି । ଦକ୍ଷିଣ ପଶ୍ଚିମ ଚୀନ୍‌ର ଚାଇନା ରୋଜ୍‌ ଗ୍ରାମରେ ତିନିଦିନ ଧରି ପ୍ରବଳ ବର୍ଷା ଫଳରେ ଏହି ଘର ଗୁଡିକ ଭୁଷୁଡି ପଡିଛି । ଉଦ୍ଧାରକାରୀ ଦଳ ମୃତକଙ୍କ ମଧ୍ୟରେ ଦୁଇ ଜଣ ମହିଳା ଏବଂ ଜଣେ ଶିଶୁ ରହିଥିବା ପ୍ରକାଶ କରିଛନ୍ତି । ପ୍ରବଳ ବର୍ଷା ଫଳରେ ଚୀନ୍‌ରେ ବନ୍ୟା ପରସ୍ଥିତି ଆଶଙ୍କା ସୃଷ୍ଟି ହୋଇଛି । ଚୀନ୍‌ର ପାର୍ବତ୍ୟାଞ୍ଚଳରେ ବିଗତ ପାଞ୍ଚ ଦିନ ଧରି ପ୍ରବଳ ବର୍ଷା ହୋଇଥିବା ନେଇ ଚୀନ୍‌ ଗଣମାଧ୍ୟମ ପକ୍ଷରୁ ପ୍ରକାଶ କରାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପା ଦର

May 7, 2026

ଟର୍ବୁଲାନ୍ସ ଯୋଗୁଁ ବିମାନରେ ଆତଙ୍କ: ସୁରକ୍ଷିତ ଅବତରଣ କଲେ କ୍ୟାପ୍ଟେନ୍ ରାଜୀବ ପ୍ରତାପ ରୁଡି

May 7, 2026

ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

May 7, 2026
Latest News

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପା ଦର

May 7, 2026

ଟର୍ବୁଲାନ୍ସ ଯୋଗୁଁ ବିମାନରେ ଆତଙ୍କ: ସୁରକ୍ଷିତ ଅବତରଣ କଲେ କ୍ୟାପ୍ଟେନ୍ ରାଜୀବ ପ୍ରତାପ ରୁଡି

May 7, 2026

ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.