Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଉପରାଷ୍ଟ୍ରପତି ବା ରାଜ୍ୟସଭା ଉପାଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ୧୭ଟି ବିରେଧୀ ଦଳ ଲେଖିଲେ ପତ୍ର : ବିଲ୍‌ ଉପରେ ଆଲୋଚନା ନିମନ୍ତେ ଦାବି
ଆଜିର ଖବର

ଉପରାଷ୍ଟ୍ରପତି ବା ରାଜ୍ୟସଭା ଉପାଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ୧୭ଟି ବିରେଧୀ ଦଳ ଲେଖିଲେ ପତ୍ର : ବିଲ୍‌ ଉପରେ ଆଲୋଚନା ନିମନ୍ତେ ଦାବି

July 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ରାଜ୍ୟସଭାରେ ଆଗତ ହେଉଥିବା ସମସ୍ତ ବିଲ୍‌ ଗୁଡିକ ଉପରେ ଆଲୋଚନା ହେଉନଥିବା ଅଭିଯୋଗ କରି ୧୭ ବିରୋଧୀ ଦଳର ନେତା ଉପ ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କିଆ ନାଇଡୁଙ୍କୁ ଏକ ପତ୍ର ଲେଖିଛନ୍ତି। ୧୭ ରାଜନୈତିକ ଦଳ ପକ୍ଷରୁ ଏକତ୍ର ଦସ୍ତଖତ କରାଯାଇଛି। ଦସ୍ତଖତ କରିଥିବା ୧୭ ରାଜନୈତିକ ଦଳ ମଧ୍ୟରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ, ବହୁଜନ ସମାଜ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ତେଲୁଗୁ ଦେଶମ ପାର୍ଟି, ସିପିଆଇ ଏବଂ ସିପିଆଇଏମ୍‌ର ମୁଖ୍ୟଙ୍କ ଦସ୍ତଖତ ରହିଛି। ୧୪ ତମ ଲୋକସଭାରେ ୬୦ ପ୍ରତିଶତ ବିଲ୍‌ ଉପରେ ସର୍ବଦଳୀୟ ଆଲୋଚନା ହୋଇଥିବା ବେଳେ ୧୫ ତମ ଲୋକସଭାରେ ୭୧ ପ୍ରତିଶତ ବିଲ୍‌ ଉପରେ ଆଲୋଚନା କରାଯାଇଥିଲା। ମାତ୍ର ଚଳିତ ଲୋକସଭାରେ ୧୪ଟି ବିଲ୍‌ ପାରିତ ହୋଇ ଯାଇଥିଲେ ମଧ୍ୟ ମାତ୍ର ୨୬ ପ୍ରତିଶତ ବିଲ୍‌ ଉପରେ ଆଲୋଚନା କରାଯାଇଛି। ଏହି ଘଟଣା ଉପରେ ଏକ ସର୍ବଦଳୀୟ ବୈଠକ ତଥା ଆଲୋଚନା ପାଇଁ ଆବେଦନ କରିଛନ୍ତି ବିରୋଧୀ ଦଳ।

Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.