Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Vigilance Raid: ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ୧୧୫ ଟି ପ୍ଲଟ
ଆଜିର ଖବର

Vigilance Raid: ଡିଏଫଓଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ୧୧୫ ଟି ପ୍ଲଟ

July 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Vigilance Raid
ଡିଏଫଓଙ୍କ ଘରେ ଭିଜିଲାନ୍ସ କଲା ଚଢାଉ, ଖୋଳତାଡ ପରେ ଜଣାପଡିଲା ତାଙ୍କର ରହିଛି ୧୧୫ ଟି ପ୍ଲଟ

Vigilance Raid: ସେ ହେଉଛନ୍ତି ଡିଏଫଓ, ହେଲେ ତାଙ୍କ ଏବଂ ସଂପର୍କୀୟଙ୍କ ନାମରେ ରହିଛି ୧୧୫ ଟି ପ୍ଲଟ। ସେହିପରି ଏକ କୁବେରପତିଙ୍କ ଘରେ ଆଜି ଚଢାଉ କରିଛି ଭିଜିଲାନ୍ସ। ଏହି ଚଢାଉବେଳେ ଏତେଗୁଡିଏ ପ୍ଲଟର କାଗଜ ପତ୍ର ବାହାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତେବେ ସେହି କୁବେରପତି ଡିଏଫଓଙ୍କ ନାମ ହେଲା ନିତ୍ୟାନନ୍ଦ ନାୟକ। ସେ କେନ୍ଦୁଝର କେନ୍ଦୁପତ୍ର ଡିଏଫଓ ଭାବେ କାର୍ଯ୍ୟ କରୁଛନ୍ତି।

ଆଜି ଭିଜିଲାନ୍ସ ତାଙ୍କର ଆୟ ବର୍ହିଭୂତ ସଂପତ୍ତି ଥିବା ଅଭିଯୋଗରେ ଚଢାଉ କରିଥିଲେ। ଏହି ଚଢାଉ ବେଳେ ଭିଜିଲାନ୍ସ ନିତ୍ୟାନନ୍ଦଙ୍କ ନାମରେ ୫୩ଟି, ତାଙ୍କ ପତ୍ନୀଙ୍କ ନାମରେ ୪୨ଟି, ଦୁଇ ପୁଅଙ୍କ ନାମରେ ୧୬ଟି ଏବଂ ଝିଅଙ୍କ ନାମରେ ୪ଟି ପ୍ଲଟ୍‌ ରହିଛି। ଏହା ସହ, ଅନୁଗୁଳ ତୁରଙ୍ଗାରେ ୯ ହଜାର ବର୍ଗଫୁଟର ଏକ ଚାରି ମହଲା କୋଠା ମଧ୍ୟ ରହିଛି। ତଦନ୍ତ ସମୟରେ ୧ ଲକ୍ଷ ୧୯ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି। ତେବେ ତଦନ୍ତ ଜାରୀ ରହିଥିବାରୁ ସମସ୍ତ ତଥ୍ୟ ମିଳିପାରି ନାହିଁ।

BJP Ads
dfo Vigilance Raid
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

ବହୁଚର୍ଚ୍ଚିତ ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଗିରଫ

November 2, 2025

ନୂଆପଡା ଉପନିର୍ବାଚନ ପ୍ରଚାରରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ, ଜାଣନ୍ତୁ କେବେ

November 2, 2025

ଆଜିଠାରୁ ପଞ୍ଚୁକ ବ୍ରତ, ଏଥର ପାଞ୍ଚଦିନ ନୁହେଁ ଚାରିଦିନ ପାଳନ, ଆଜି ବଡ ଏକାଦଶୀ

November 2, 2025
BJP Ads
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

“କୌଣସି ହିଂସା ଗ୍ରହଣୀୟ ନୁହେଁ”: ଦୁଲାରଚାନ୍ଦ ହତ୍ୟା ମାମଲାରେ ସିଇସି ଙ୍କ ଚେତାବନୀ

November 2, 2025

ବହୁଚର୍ଚ୍ଚିତ ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଗିରଫ

November 2, 2025

ନୂଆପଡା ଉପନିର୍ବାଚନ ପ୍ରଚାରରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ, ଜାଣନ୍ତୁ କେବେ

November 2, 2025

ଆଜିଠାରୁ ପଞ୍ଚୁକ ବ୍ରତ, ଏଥର ପାଞ୍ଚଦିନ ନୁହେଁ ଚାରିଦିନ ପାଳନ, ଆଜି ବଡ ଏକାଦଶୀ

November 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.