Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବଚ୍ଚନ ପାଣ୍ଡେର ଫାଷ୍ଟ ଲୁକ୍‌ ରିଲିଜ୍‌ : ଅକ୍ଷୟଙ୍କ ଜବରଦସ୍ତ ଲୁକ୍‌
ଆଜିର ଖବର

ବଚ୍ଚନ ପାଣ୍ଡେର ଫାଷ୍ଟ ଲୁକ୍‌ ରିଲିଜ୍‌ : ଅକ୍ଷୟଙ୍କ ଜବରଦସ୍ତ ଲୁକ୍‌

July 26, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ ଅଭିନେତା ଅକ୍ଷୟ କୁମାର ଚଳିତ ବର୍ଷ ଗୋଟିଏ ପରେ ଗୋଟିଏ ଫିଲ୍ମରେ ବ୍ୟସ୍ତ ଅଛନ୍ତି । ଅଗଷ୍ଟ ୧୫ରେ ଅକ୍ଷୟଙ୍କ ‘ମିଶନ୍‌ ମଙ୍ଗଲ୍‌’ ରିଲିଜ୍‌ ହେବାକୁ ରହିଛି । ଏହି ଫିଲ୍ମର ଜବରଦସ୍ତ ଟ୍ରେଲର୍‌ ଆସିଥିବାବେଳେ ଅକ୍ଷୟଙ୍କର ଆଉ ଏକ ଫିଲ୍ମର ଫାଷ୍ଟ ଲୁକ୍ ସାମ୍ନାକୁ ଆସିଛି । ଏହି ଲୁକରେ ଅକ୍ଷୟଙ୍କୁ ଚିହ୍ନିବା ଏବେ ମୁସ୍କିଲ ହୋଇ ପଡିଛି । ଅକ୍ଷୟ କୁମାର ଗଳାରେ ମୋଟା ଚେନ, କଳା ଲୁଙ୍ଗି ପିନ୍ଧିଛନ୍ତି । ତାଙ୍କ ମଥାରେ ଚନ୍ଦନ ଟିକା ଲାଗିଛି। ସେ ବଚ୍ଚନ ପାଣ୍ଡେର ପ୍ରଥମ ଲୁକ ସେୟାର କରି ଲେଖିଛନ୍ତି କି, ସାଜିଦ ନାଡିଆଦାଓ୍ବାଲାଙ୍କ  ଆଗାମୀ ଫିଲ୍ମ, ଫରହାଦ ସାମଜୀଙ୍କ ନିର୍ଦ୍ଦେଶନାରେ ବଚ୍ଚନ ପାଣ୍ଡେ ହୋଇ ୨୦୨୦ର କ୍ରିଶମାସ୍ ରେ ଆସୁଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପା ଦର

May 7, 2026

ଟର୍ବୁଲାନ୍ସ ଯୋଗୁଁ ବିମାନରେ ଆତଙ୍କ: ସୁରକ୍ଷିତ ଅବତରଣ କଲେ କ୍ୟାପ୍ଟେନ୍ ରାଜୀବ ପ୍ରତାପ ରୁଡି

May 7, 2026

ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

May 7, 2026
Latest News

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026

ଆଜି ମହଙ୍ଗା ହେଲା ସୁନା: ଜାଣନ୍ତୁ ରୂପା ଦର

May 7, 2026

ଟର୍ବୁଲାନ୍ସ ଯୋଗୁଁ ବିମାନରେ ଆତଙ୍କ: ସୁରକ୍ଷିତ ଅବତରଣ କଲେ କ୍ୟାପ୍ଟେନ୍ ରାଜୀବ ପ୍ରତାପ ରୁଡି

May 7, 2026

ପିଏ ହତ୍ୟା ମାମଲା ନେଇ ମୁହଁ ଖୋଲିଲେ ଶୁଭେନ୍ଦୁ ଅଧିକାରୀ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.