Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ ଓ ୟୁକେ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଏବେ ନ୍ୟୁଜଲାଣ୍ଡ ସହିତ ଆରମ୍ଭ ହେଲା କଥାବାର୍ତ୍ତା
ଆଜିର ଖବର

ଭାରତ ଓ ୟୁକେ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଏବେ ନ୍ୟୁଜଲାଣ୍ଡ ସହିତ ଆରମ୍ଭ ହେଲା କଥାବାର୍ତ୍ତା

July 27, 2025No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଭାରତ ଓ ୟୁକେ
ଭାରତ ଓ ୟୁକେ ମଧ୍ୟରେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଏବେ ନ୍ୟୁଜଲାଣ୍ଡ ସହିତ ଆରମ୍ଭ ହେଲା କଥାବାର୍ତ୍ତା

India & New Zealand FTA: ଭାରତ ୟୁକେ ସହିତ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରେ ଭାରତ ବର୍ତ୍ତମାନ ଆଇ ଏକ ଐତିହାସିକ ରାଜିନାମା କରିବାକୁ ଯାଇଛି। ତାହା ହେଲା ସେହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ନ୍ୟୁଜିଲାଣ୍ଡ ସହିତ କରିବାକୁ ଯାଉଛି। ଏ ନେଇ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ନୂଆଦିଲ୍ଲୀରେ ଆୟୋଜିତ ହୋଇଯାଇଛି।

ଏହି ଆଲୋଚନା ସଫଳ ହେବା ସହିତ ମୁକ୍ତ ବାଣିଜ୍ୟ ଚୁକ୍ତି ଆଗକୁ ନେବା ପାଇଁ ରାସ୍ତା ଖୋଲିଛି। ତେବେ ଏହି ଐତିହାସିକ ପଦକ୍ଷେପ ପାଇଁ ଆଉ କେତୋଟି ପର୍ଯ୍ୟାୟ ଆଲୋଚନା ରହିଛି। ବର୍ତ୍ତମାନ  ତୃତୀୟ ପର୍ଯ୍ୟାୟ ଆଲୋଚନା ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ବାଣିଜ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଦ୍ୱିତୀୟ ପର୍ଯ୍ୟାୟର ଆଲୋଚନାଗୁଡିକ କାର୍ଯ୍ୟକାରୀ କରିବା ପାଇଁ ଭର୍ଚୁଆଲ୍ ବୈଠକ ମଧ୍ୟ ଜାରି ରହିବ। ମେ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ସମୟରେ ଯେଉଁ ଆଲୋଚନା ହୋଇଥିଲା ତାହାର କାର୍ଯ୍ୟକାରୀତା ପାଇଁ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ଜୁଲାଇ 14-25 ପର୍ଯ୍ୟନ୍ତ କରାଯାଇଥିଲା।

ଏଥିରେ ସାମଗ୍ରୀ ଏବଂ ସେବା ବାଣିଜ୍ୟ, ନିବେଶ, ଦେଶର ନୀତି ନିୟମ, କଷ୍ଟମ୍ ପ୍ରକ୍ରିୟା, ବ୍ୟବସାୟ କରିବାର ସହଜତା, ବୈଷୟିକ ପ୍ରତିବନ୍ଧକ, ସାନିଟାରୀ ଏବଂ ଫାଇଟୋସାନିଟାରୀ ପଦକ୍ଷେପ ଏବଂ ଆର୍ଥିକ ସହଯୋଗ ସମେତ ଅନେକ ପ୍ରମୁଖ କ୍ଷେତ୍ରରେ ଫଳପ୍ରଦ ଆଲୋଚନା ହୋଇଛି।

ଏହି ଆଲୋଚନାକୁ କାର୍ଯ୍ୟକାରୀ କରିବା ପାଇଁ ଉଭୟ ଦେଶ ମଧ୍ୟରେ ଆଗ୍ରହ ସୃଷ୍ଟି ହୋଇଛି। ଏହି ଅଗ୍ରଗତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ମଧ୍ୟରେ ଆର୍ଥିକ ସମ୍ପର୍କକୁ ଆହୁରି ଘନିଷ୍ଠ କରିବା ପାଇଁ ମାର୍ଚ୍ଚ ମାସରେ ହୋଇଥିବା ଆଲୋଚନାର ଏହା ପ୍ରତିଫଳନ।

୨୦୨୪-୨୫ ଆର୍ଥିକ ବର୍ଷରେ ନ୍ୟୁଜିଲାଣ୍ଡ ସହିତ ଭାରତର ଦ୍ୱିପାକ୍ଷିକ ବାଣିଜ୍ୟ ୧.୩ ବିଲିୟନ ଡଲାରରେ ପହଞ୍ଚିଛି। ଏହା ପୂର୍ବ ଆର୍ଥିକ ବର୍ଷ ତୁଳନାରେ ୪୮.୬ ପ୍ରତିଶତ ବୃଦ୍ଧି ଘଟିଛି। ଏହା ଆର୍ଥିକ ସହଭାଗୀତାର ବର୍ଦ୍ଧିତ ସମ୍ଭାବନାର ଏକ ଉଦାହରଣ ହୋଇପାରିଛି। 

ମାର୍ଚ୍ଚ ୧୬ ତାରିଖରେ ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଏବଂ ନ୍ୟୁଜିଲାଣ୍ଡ ବାଣିଜ୍ୟ ଏବଂ ନିବେଶ ମନ୍ତ୍ରୀ ଟଡ୍ ମ୍ୟାକଲିଙ୍କ ମଧ୍ୟରେ ଏକ ବୈଠକ ସମୟରେ FTA ଆରମ୍ଭ କରାଯାଇଥିଲା।

ପିୟୁଷ ଗୋଏଲ୍
Share. Facebook Twitter LinkedIn Email WhatsApp Copy Link

Related Posts

ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଲେ ନୀତା ଅମ୍ବାନୀ

November 27, 2025

୧ କୋଟି ୩୭ ଲକ୍ଷରୁ ଅଧିକ ପହଞ୍ଚିଲା କେରଳରେ SIR ପାଇଁ ଡିଜିଟାଇଜଡ୍ ଗଣନା ଫର୍ମ ସଂଖ୍ୟା

November 27, 2025

ସେନା ମୁଖ୍ୟଙ୍କ ବିଷୟରେ ମିଥ୍ୟା ଭିଡିଓକୁ ଅସ୍ୱୀକାର କଲେ ସରକାର 

November 27, 2025

ଫାର୍ମା ଉଦ୍ୟୋଗ ପାଇଁ ଆଧୁନିକ ସୁରକ୍ଷା ଏବଂ କଲ୍ୟାଣ ଢାଞ୍ଚାକୁ ସୁଦୃଢ଼ ​​କରୁଛି ଶ୍ରମ ସଂହିତା

November 27, 2025
Latest News

President in Odisha Assambly: ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

November 27, 2025

ଦୃଷ୍ଟିହୀନ ମହିଳା କ୍ରିକେଟ୍ ଦଳକୁ ଅଭିନନ୍ଦନ ଜଣାଇଲେ ନୀତା ଅମ୍ବାନୀ

November 27, 2025

ହାଇଦ୍ରାବାଦରେ ସ୍କାଏରୁଟର ଇନଫିନିଟି କ୍ୟାମ୍ପସକୁ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

November 27, 2025

୧ କୋଟି ୩୭ ଲକ୍ଷରୁ ଅଧିକ ପହଞ୍ଚିଲା କେରଳରେ SIR ପାଇଁ ଡିଜିଟାଇଜଡ୍ ଗଣନା ଫର୍ମ ସଂଖ୍ୟା

November 27, 2025

ସେନା ମୁଖ୍ୟଙ୍କ ବିଷୟରେ ମିଥ୍ୟା ଭିଡିଓକୁ ଅସ୍ୱୀକାର କଲେ ସରକାର 

November 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.