Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମିଳିଲାନି ମହାପରାୟଣ ଗାଡ଼ି, ଟ୍ରାକ୍ଟରରେ ବୁହା ହେଲା ମୃତଦେହ
ଆଜିର ଖବର

ମିଳିଲାନି ମହାପରାୟଣ ଗାଡ଼ି, ଟ୍ରାକ୍ଟରରେ ବୁହା ହେଲା ମୃତଦେହ

July 27, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ରେଢ଼ାଖୋଲ (କନ୍ଦର୍ପ ବେହେରା): ମୃତ୍ୟୁ ପରେବି ମିଳିଲାନି ସମ୍ମାନ। ମିଳିଲାନି ମହାପ୍ରୟାଣ ଗାଡି କି ଶବ ବାହକ ଗାଡ଼ି। ଶେଷରେ ଟ୍ରାକ୍ଟର ଡାଲାରେ ବୁହା ହେଲା ମୃତଦେହ। ସମ୍ବଲପୁର ଜିଲ୍ଲା, ନାକଟିଦେଉଳ ବ୍ଲକ, ଗିରିଶ୍ଚନ୍ଦ୍ରପୁର ପଂଚାୟତ, ବୁରୁବୁଡା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

ସୂଚନା ଅନୁସାରେ କିସିଣ୍ଡା ଗାଁର ୭୫ବର୍ଷୀୟ ବୃଦ୍ଧ ନାରାୟଣ ନାୟକ, ପାଖ ବୁରୁବୁଡ଼ା ଗାଁରେ ଜଣଙ୍କ ଘରେ ରହି ମୁଢ଼ି ବିକ୍ରୀକରି ଚଳୁଥିଲେ। ହଠାତ ଘରେ ଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା, ମୃତ୍ୟୁ ଖବର ପାଇ କିସିଣ୍ଡା ଗାଁରୁ ନାରାୟଣଙ୍କ ପରିବାର ଲୋକେ ବୁରୁବୁଡା ଗାଁକୁ ଆସିଥିଲେ ହେଲେ ବୁରୁବୁଡା ଗାଁରେ ଶବଦାହ ପାଇଁ ସମସ୍ୟା ହେବାରୁ ୫କି.ମି ଦୂର ନିଜ ଗାଁ କିସଣ୍ଡା ରେ ଶବ ଶତ୍କାର ପାଇଁ ପରିବାର ଲୋକେ ଚାହିଁଲେ। ସ୍ଥାନୀୟ ଗିରିଶ୍ଚନ୍ଦ୍ରପୁର ସରପଚଂ ମହାପରାୟଣ ଗାଡି, ଶବବାହାକ ଗାଡିକୁ ଯୋଗାଯୋଗ କରିଥିଲେ ହେଲେ ମିଳିଲାନି ଗାଡି।

ଶେଷରେ ମୃତ ପରିବାରର ଲୋକଙ୍କ ସହାୟତାରେ ଏକ ଟ୍ରାକ୍ଟର ଡାଲାରେ ମୃତଦେହକୁ ପକାଇ, ୫କି.ମି ଦୂରରେ ଥିବା କିସିଣ୍ଡା ଗାଁ ଶ୍ମଶାନ ଘାଟରେ ଶବ ଦାହ କରିଥିଲେ ପରିବାର ଲୋକେ। ଏହି ଅଂଚଳଟି ସମ୍ବଲପୁର ଓ ରେଢାଖୋଲ ଠାରୁ ଦୂରରେ ରହୁଥିବାରୁ ଏଠାରେ ଏକ ଶବ ବାହାକ ଗାଡିର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।

ଅଭାବନୀୟ ଘଟଣା ମହାପରାୟଣ ଗାଡ଼ି
Share. Facebook Twitter LinkedIn Email WhatsApp Copy Link

Related Posts

ମଞ୍ଚେଷ୍ଟର ଟେଷ୍ଟ ଡ୍ର ପରେ ବିସିସିଆଇର ବଡ଼ ପଦକ୍ଷେପ, ଦଳରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି, ନୂଆ ଖେଳାଳିକୁ ସୁଯୋଗ

July 28, 2025

ଅଗଷ୍ଟ ୨୮ ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ବଲାଙ୍ଗିର ଜିଲ୍ଲାରେ ଧାର୍ଯ୍ୟ ହେଲା ଲଗ୍ନ

July 28, 2025

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟତର ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି

July 28, 2025

କଟକ ଓଏମପି ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ନିର୍ମାଣ ହେବ ଏଲିଭେଟେଡ କରିଡର: ସାଂସଦ କଲେ ବଡ ଘୋଷଣା

July 28, 2025
Latest News

ମଞ୍ଚେଷ୍ଟର ଟେଷ୍ଟ ଡ୍ର ପରେ ବିସିସିଆଇର ବଡ଼ ପଦକ୍ଷେପ, ଦଳରୁ ବାଦ ପଡ଼ିଲେ ଏହି ଷ୍ଟାର ଖେଳାଳି, ନୂଆ ଖେଳାଳିକୁ ସୁଯୋଗ

July 28, 2025

ଅଗଷ୍ଟ ୨୮ ରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ: ବଲାଙ୍ଗିର ଜିଲ୍ଲାରେ ଧାର୍ଯ୍ୟ ହେଲା ଲଗ୍ନ

July 28, 2025

ଉପରାଷ୍ଟ୍ରପତି ନିର୍ବାଚନ ଯେତିକି ନିକଟତର ହେଉଛି, ବିଜେଡିର ଚିନ୍ତା ସେତିକି ବଢୁଛି

July 28, 2025

କଟକ ଓଏମପି ଛକଠାରୁ କନ୍ଦରପୁର ପର୍ଯ୍ୟନ୍ତ ନିର୍ମାଣ ହେବ ଏଲିଭେଟେଡ କରିଡର: ସାଂସଦ କଲେ ବଡ ଘୋଷଣା

July 28, 2025

CAA ଅନୁଯାୟୀ କେତେ ଲୋକଙ୍କୁ ମିଳିଛି ଭାରତୀୟ ନାଗରିକତା?: RTI ରୁ ବଡ଼ ଖୁଲାସା

July 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.