Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଭୁବନେଶ୍ଵର ଓ ନୟାଗଡ଼ର ୧୦ ଟି ସ୍ଥାନରେ ଚଢାଉ ଜାରି
ଆଜିର ଖବର

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଭୁବନେଶ୍ଵର ଓ ନୟାଗଡ଼ର ୧୦ ଟି ସ୍ଥାନରେ ଚଢାଉ ଜାରି

July 29, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନ-୩ ର ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କର ଆୟ ବହିଃର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ୧୦ ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉରେ ୭ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ଜଣେ ଏସଆଇ, ୧୧ ଜଣ ଏଏସଆଇ ଏବଂ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। 

ଯେଉଁ ସ୍ଥାନରେ ଚଢାଉ ଜାରୀ ରହିଛି ସେଗୁଡିକ ହେଲା:-

୧- ଭୁବନେଶ୍ଵରସ୍ଥିତ ନୀଳାଦ୍ରିବିହାରରେ ତିନି ମହଲା ଅଟ୍ଟାଳିକା

୨- ଭୁବନେଶ୍ଵରସ୍ଥିତ କସ୍ମୋପୋଲିସ, ଫ୍ଲାଟ ନମ୍ବର ଇ-୦୮୩, ଅଷ୍ଟମ ମହଲା

୩- ଭୁବନେଶ୍ଵରସ୍ଥିତ ପାହଳର ସିମ୍ଫୋନି ମଲ, ୧୬ ନମ୍ବର ଦୋକାନ

୪- ନୟାଗଡସ୍ଥିତ ଜଗନ୍ନାଥପ୍ରସାଦ ପୈତୃକ ଘର

୫- ଭୁବନେଶ୍ଵରର ଆର ଆଣ୍ଡ ବି ଡିଭିଜନ-୩ ର ଅଫିସ

୬- ଭୁବନେଶ୍ଵରସ୍ଥିତ ପଟିଆର ସମ୍ପର୍କୀୟଙ୍କ ଘର

୭- ନୟାଗଡ ସ୍ଥିତ ସବାଜୀନଗର ସମ୍ପର୍କୀୟଙ୍କ ଘର

୮- ଭୁବନେଶ୍ଵରସ୍ଥିତ କସ୍ମୋପୋଲିସ, ଫ୍ଲାଟ ନମ୍ବର ଏଚ-୧୬୪, ୧୬ ତମ ମହଲା

୯- ଭୁବନେଶ୍ଵରସ୍ଥିତ ଡୁମୁଡୁମା

୧୦- ଭୁବନେଶ୍ଵରସ୍ଥିତ ଜାଗମରାର ଏମ/ଏସ ଏଏସଏନ ଇନ୍ଫ୍ରାଷ୍ଟ୍ରକଚର ପିଭିଲିଃ ରେ ଚଢାଉ କରାଯାଇଛି।

ଓଡିଶା ଭିଜିଲାନ୍ସ ରାଜ କିଶୋର ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ଜନଜାତିଙ୍କ ବୀରତ୍ବର ଗାଥା ଉଜ୍ଜୀବିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ: ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ

November 16, 2025

ରାଶିଫଳ: ଆଜି ନଭେମ୍ବର ୧୬ ତାରିଖ ରବିବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

November 16, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025
Latest News

ଜନଜାତିଙ୍କ ବୀରତ୍ବର ଗାଥା ଉଜ୍ଜୀବିତ ରଖିବା ଆମ ସମସ୍ତଙ୍କ କର୍ତ୍ତବ୍ୟ: ମନ୍ତ୍ରୀ ଶ୍ରୀଯୁକ୍ତ ହରିଚନ୍ଦନ

November 16, 2025

ରାଶିଫଳ: ଆଜି ନଭେମ୍ବର ୧୬ ତାରିଖ ରବିବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

November 16, 2025

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025

ବାଦ ପଡିଲେ ଆନ୍ଦ୍ରେ ରସେଲଙ୍କ ସମେତ ଅନେକ ମହଙ୍ଗା ଖେଳାଳି, ଦେଖନ୍ତୁ KKR ର ରିଟେନସନ୍ ତାଲିକା

November 15, 2025

ମହାଗଠବନ୍ଧନର ପରାଜୟ ପରେ ଉଦ୍ଧବ ଠାକରେଙ୍କ ଦଳର ଆସିଲା ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ….

November 15, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.