Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ସକାଳ ୯ଟାରୁ ‘ଜୀ ରାଇଟର୍ସ ରୁମ୍’ ଭୁବନେଶ୍ୱରରେ – ଓଡ଼ିଆ ଲେଖକଙ୍କ ପାଇଁ ଅନନ୍ୟ ସୁଯୋଗ
ଆଜିର ଖବର

ଆଜି ସକାଳ ୯ଟାରୁ ‘ଜୀ ରାଇଟର୍ସ ରୁମ୍’ ଭୁବନେଶ୍ୱରରେ – ଓଡ଼ିଆ ଲେଖକଙ୍କ ପାଇଁ ଅନନ୍ୟ ସୁଯୋଗ

August 3, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଭାରତର ପ୍ରମୁଖ ମନୋରଞ୍ଜନ ନେଟୱାର୍କ, ଜୀ ଏଣ୍ଟରଟେନମେଣ୍ଟ ଏଣ୍ଟରପ୍ରାଇଜେସ୍ ଲିମିଟେଡ୍ ନିଜର ଏକ ନୂଆ ପଦକ୍ଷେପ ‘ଜୀ ରାଇଟର୍ସ ରୁମ୍’ ଯୋଗେ ଦେଶର ଉଦୀୟମାନ ଲେଖକମାନଙ୍କ ପାଇଁ ଏକ ଅଦ୍ୱିତୀୟ ମଞ୍ଚ ଦେଉଛନ୍ତି। ଏହି ଦେଶବ୍ୟାପୀ ପ୍ରତିଭା ସନ୍ଧାନ ଓଡ଼ିଶାରେ ୩ ଅଗଷ୍ଟ ୨୦୨୫, ରବିବାର ଦିନ ଶ୍ରୀ ଜୟଦେବ ଶିକ୍ଷା କେନ୍ଦ୍ର, ପଟିଆ, ଭୁବନେଶ୍ୱରରେ ଅନୁଷ୍ଠିତ ହେବ।

ସକାଳ ୯ଟାରୁ ଆରମ୍ଭ ହେଉଥିବା ଏହି କାର୍ଯକ୍ରମ, ଯେଉଁଥିରେ ଲେଖନ ଦକ୍ଷତା ଓ କାହାଣୀ କହିବା ଶୈଳୀ ପ୍ରଦର୍ଶନ କରିବାକୁ ୩ ଘଣ୍ଟାର ଏକ ଲିଖିତ ପରୀକ୍ଷା ଅନ୍ତର୍ଭୁକ୍ତ ରହିଛି। ଯେକୌଣସି ୧୮ ବର୍ଷ ବୟସ ଉପରେ ବ୍ୟକ୍ତି ଓଡ଼ିଆ, ହିନ୍ଦୀ କିମ୍ବା ଇଂରାଜୀ ଭାଷାରେ ଲେଖିବା କ୍ଷମତା ଥିଲେ ଅଂଶଗ୍ରହଣ କରିପାରିବେ। ଏହି ଲେଖା ସବୁ ନିଜ ଉପରେ, ନିଜର କଳ୍ପନା ଓ କାହାଣୀ ଦ୍ୱାରା ଏକ ଅଭିନବ ଅଭିଜ୍ଞତା ରୂପେ ପରିଣତ ହୋଇଥିବା ଆବଶ୍ୟକ।

‘ଜୀ ରାଇଟର୍ସ ରୁମ୍,’ ଦ୍ଵାରା ଆମ ଲକ୍ଷ୍ୟ ହେଉଛି ନିଜ ଦେଶର ସ୍ୱର ତଥା ଶବ୍ଦକୁ ଏକ ପ୍ରକୃଷ୍ଠ ମଞ୍ଚ। ଏହି ପଦକ୍ଷେପ ଦ୍ୱାରା ବିଜୟୀ ଲେଖକମାନେ ଜୀ’ର ଟେଲିଭିଜନ, ଓଟିଟି ଏବଂ ଫିଲ୍ମ ପ୍ଲାଟଫର୍ମରେ ସୃଜନଶୀଳ ଟିମ୍ ସହିତ କାମ କରିବାର ଅମୂଲ୍ୟ ସୁଯୋଗ ପାଇପାରିବେ।

ପଞ୍ଜିକରଣ ପାଇଁ www.zeewritersroom.com ବା କଲ୍ କରନ୍ତୁ: ୯୦୦୭୯୦୯୭୨୨

ଲେଖକ ନୂଆ ହୁଅନ୍ତୁ କିମ୍ବା ଅନୁଭବୀ, ସମସ୍ତଙ୍କ ପାଇଁ ଏହି ମଞ୍ଚ ନିଜର ସ୍ୱପ୍ନ ପୂରଣର ଦେବ ଅବସର। ଆସନ୍ତୁ, ଆପଣଙ୍କ କାହାଣୀ ସହିତ ଆଗକୁ ବଢ଼ନ୍ତୁ ଏବଂ ଏହି ନିଶୁଳ୍କ ସୁଯୋଗକୁ ଉପଯୋଗ କରନ୍ତୁ।

ଭୁବନେଶ୍ୱର
Share. Facebook Twitter LinkedIn Email WhatsApp Copy Link

Related Posts

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025

ଗୋରୁ ବୋଝେଇ ଗାଡ଼ିକୁ ଧରିଲା ବଜରଙ୍ଗ ଦଳ: ବାଣପୁର ଥାନାରେ ମାମଲା ରୁଜୁ

August 24, 2025

୨୦୨୫ର ସବୁଠାରୁ ବଡ଼ ବିଜୟ: ଦକ୍ଷିଣ ଆଫ୍ରିକାକୁ ରେକର୍ଡ ବ୍ୟବଧାନରେ ପରାସ୍ତ କଲା ଅଷ୍ଟ୍ରେଲିଆ

August 24, 2025
Latest News

ସର୍ବଭାରତୀୟ ବାଚସ୍ପତି ସମ୍ମିଳନୀକୁ ଉଦଘାଟନ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

August 24, 2025

ଆମେ କେବଳ କ୍ରମିକ ପରିବର୍ତ୍ତନ ନୁହେଁ, ଏକ ବିରାଟ ଲମ୍ଫ ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ: ପ୍ରଧାନମନ୍ତ୍ରୀ

August 24, 2025

ଗମ୍ଭାରୀମୁଣ୍ଡାରେ ରୋଟାରୀ କ୍ଲବ୍ ପକ୍ଷରୁ ମାଗଣା ଚକ୍ଷୁ ଓ ସ୍ୱାସ୍ଥ୍ୟ ଶିବିର

August 24, 2025

ରଙ୍କନାଥ ଦେବ ପିଠର ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଆଇନ ମନ୍ତ୍ରୀ

August 24, 2025

ବିଧାୟକ ପ୍ରକାଶ ସେଠୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କାହିଁକି କହିଲେ ‘ଇଙ୍ଗିଲସ ଏମଏଲଏ’

August 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.