Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୫୫ତମ ‘ମନ୍‌କୀ ବାତ୍‌’ କାର୍ଯ୍ୟକ୍ରମରେ ବିଜ୍ଞାନ, ସ୍ବଚ୍ଛତା, ଜଳ ସଂରକ୍ଷଣକୁ ଗୁରୁତ୍ବ ଦେଲେ ମୋଦି
ଆଜିର ଖବର

୫୫ତମ ‘ମନ୍‌କୀ ବାତ୍‌’ କାର୍ଯ୍ୟକ୍ରମରେ ବିଜ୍ଞାନ, ସ୍ବଚ୍ଛତା, ଜଳ ସଂରକ୍ଷଣକୁ ଗୁରୁତ୍ବ ଦେଲେ ମୋଦି

July 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ ଜରିଆରେ ସମଗ୍ର ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ମାସର ଶେଷ ରବିବାର ପ୍ରଧାନମନ୍ତ୍ରୀ ନିଜର ମନ କି ବାତ୍ ପ୍ରକାଶ କରିଥାନ୍ତି । ତେବେ ଦୀର୍ଘ ୫ ବର୍ଷ ଧରି ମୋଦୀଙ୍କର ଏହି କାର୍ଯ୍ୟକ୍ରମ ଚାଲି ଆସୁଛି । ଏହି କ୍ରମରେ ଆଜି ମୋଦିଙ୍କର ୫୫ତମ ମନ୍‌ କୀ ବାତ୍‌ କାର୍ଯ୍ୟକ୍ରମ ପ୍ରସାରଣ ହୋଇଛି । ଏହି କାର୍ଯ୍ୟକ୍ରମ ଜରିଆରେ ଗତ ଥର ପରି ମଧ୍ୟ ଏଥର ଜଳ ସଂରକ୍ଷଣକୁ ଜୋର୍‌ ଦେଇଛନ୍ତି  ମୋଦି । କ୍ୟାନସରକୁ ଜିତି ବିଜୟୀ ହୋଇଥିବା ଶିଶୁଙ୍କୁ ପ୍ରଶଂସା  କରିଛନ୍ତି ମୋଦି । ଚନ୍ଦ୍ରାୟନ ୨ର ସଫଳ ପ୍ରକ୍ଷେପଣକୁ ବର୍ଣ୍ଣନା କରିବା ସହିତ ବିଜ୍ଞାନ ହିଁ ବିକାଶର ଉଚିତ୍‌ ମାର୍ଗ ବୋଲି କହିଛନ୍ତି । ସେହିପରି ସ୍ବଚ୍ଛତା ବିଷୟରେ ମଧ୍ୟ ଅଭିଲେଖ ରଖିଛନ୍ତି । ଏହି ଅବସରରେ ସ୍ୱଚ୍ଛତା ଜନ ଭାଗୀଦାରରେ ଆଗକୁ ବଢୁଛି । ଆମ ସମାଜରେ ୱେଷ୍ଟ ଟୁ ୱେଲଥ୍ କଲଚର୍ ଡେଭଲପ ହେବା ଉଚିତ୍ ବୋଲି କହିଛନ୍ତି ମୋଦି । ସେହିପରି  କାଶ୍ମୀରରେ ବ୍ୟାକ ଟୁ ଭିଲେଜ୍ କାର୍ଯ୍ୟକ୍ରମକୁ ପ୍ରଶଂସା ମଧ୍ୟ କରିଛନ୍ତି ମୋଦି ।

Share. Facebook Twitter LinkedIn Email WhatsApp Copy Link

Related Posts

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026

ପଞ୍ଜାବରେ ବିଜେପିର ରାଜନୈତିକ ରଣନୀତି, ଗାଁରୁ ବିଧାନସଭା ଆସନ ଯାଏଁ ହେବ ଅଭିଯାନ

September 10, 2026
Latest News

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026

ଓରାଙ୍ଗଉଟାନ ଉଦ୍ଧାର ଘଟଣା: ସବିଶେଷ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ

September 10, 2026

୩୫ ବର୍ଷର ଜମି ଜଟିଳତାର ଅନ୍ତ: କେ-୭ ପ୍ଲଟ୍‌ ନେଇ ୨ଶହରୁ ଅଧିକ ମାମଲାର ଫଇସଲା

September 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.