Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଜପତିରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆଇନ ମନ୍ତ୍ରୀ
ଆଜିର ଖବର

ଗଜପତିରେ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଆଇନ ମନ୍ତ୍ରୀ

August 6, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ଗଜପତି: ଆଜି ଗଜପତି ଜିଲ୍ଲା ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ମାନ୍ୟବର ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ତଥା ଜିଲ୍ଲାର ପ୍ରଭାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ‌।

ଓଡ଼ିଶାର ଦୁର୍ଗମ ଅଞ୍ଚଳର ସର୍ବାଙ୍ଗୀନ ବିକାଶ ପାଇଁ ଆକାଂକ୍ଷୀ ଜିଲ୍ଲା ଓ ବ୍ଲକ କାର୍ଯ୍ୟକ୍ରମ (ADP/ABP) ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।ଏହି ଯୋଜନାକୁ ଅଧିକ କ୍ରିୟାଶୀଳ କରିବା ସହିତ ୬ଟି ମୁଖ୍ୟ ସୂଚକାଙ୍କରେ ପରିପୂର୍ଣ୍ଣତା ଆଣିବା ପାଇଁ ‘ସମ୍ପୂର୍ଣ୍ଣତା ଅଭିଯାନ’ ଏକ ବିଶେଷ ପଦକ୍ଷେପ ଭାବେ ଆରମ୍ଭ ହୋଇଛି।

ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଆର୍ଥିକ ସମାବେଶ, ମୌଳିକ ସୁବିଧା ଓ ଦକ୍ଷତା ବିକାଶ ଭଳି ମୂଳଭୂତ କ୍ଷେତ୍ରଗୁଡ଼ିକରେ ଏହି ଅଭିଯାନ ଉଲ୍ଲେଖନୀୟ ପରିବର୍ତ୍ତନ ଆଣିଛି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ହରିଚ଼ନ୍ଦନ ମତବ୍ୟକ୍ତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ପାରଳାଖେମୁଣ୍ଡି ବିଧାୟକ ରୁପେଶ କୁମାର ପାଣିଗ୍ରାହୀ, ଗଜପତି ଜିଲ୍ଲାର ଜିଲ୍ଲାପାଳ ସୁଶ୍ରୀ ମଧୁମିତା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି.ତିରୁପତି ରାଓ, ପାରଳାଖେମୁଣ୍ଡି ପୌରପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି କେ.ନାଗାରାଜୁ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଶଙ୍କର କେରକେଟା, ଅତିରିକ୍ତ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ପୃଥ୍ୱୀରାଜ ମଣ୍ଡଳଙ୍କ ସମେତ ଅନ୍ୟାନ୍ୟ ଅଧିକାରୀବୃନ୍ଦ ଉପସ୍ଥିତ ଥିଲେ।

ଗଜପତି ଜିଲ୍ଲା ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ପୃଥ୍ୱୀରାଜ ହରିଚନ୍ଦନ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ
Share. Facebook Twitter LinkedIn Email WhatsApp Copy Link

Related Posts

୬ଟି ମ୍ୟାଚରେ ୫ଟି ଶତକ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଭାରତୀୟ କ୍ରିକେଟର ଏହି ନୂଆ ତାରକା

January 8, 2026

ରାସ୍ତା କଡ଼କୁ ଖସି ମୋଟରସାଇକେଲ ଆରୋହୀ ମୃତ

January 8, 2026

ବାଂଲାଦେଶରେ ଝୁଲନ୍ତା ଅବସ୍ଥାରେ ମିଳିଲା ୧୨ ବର୍ଷୀୟା ହିନ୍ଦୁ ଛାତ୍ରୀଙ୍କ ମୃତଦେହ: ଦୁଇ ସନ୍ଦିଗ୍ଧ ଅଟକ

January 8, 2026

ଅମ୍ବରନାଥ ମହାନଗର ନିଗମ ନିର୍ବାଚନ: ବିଜେପିର ଖେଳରେ କଂଗ୍ରେସ ମୁକ୍ତ, ସିନ୍ଦେ ଗୋଷ୍ଠୀକୁ ବଡ କ୍ଷତି 

January 8, 2026
Latest News

୬ଟି ମ୍ୟାଚରେ ୫ଟି ଶତକ: ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ଭାରତୀୟ କ୍ରିକେଟର ଏହି ନୂଆ ତାରକା

January 8, 2026

ରାସ୍ତା କଡ଼କୁ ଖସି ମୋଟରସାଇକେଲ ଆରୋହୀ ମୃତ

January 8, 2026

ବାଂଲାଦେଶରେ ଝୁଲନ୍ତା ଅବସ୍ଥାରେ ମିଳିଲା ୧୨ ବର୍ଷୀୟା ହିନ୍ଦୁ ଛାତ୍ରୀଙ୍କ ମୃତଦେହ: ଦୁଇ ସନ୍ଦିଗ୍ଧ ଅଟକ

January 8, 2026

ଅମ୍ବରନାଥ ମହାନଗର ନିଗମ ନିର୍ବାଚନ: ବିଜେପିର ଖେଳରେ କଂଗ୍ରେସ ମୁକ୍ତ, ସିନ୍ଦେ ଗୋଷ୍ଠୀକୁ ବଡ କ୍ଷତି 

January 8, 2026

IPAC କାର୍ଯ୍ୟାଳୟରେ ED ର ଚଢାଉ: ମମତା ବାନାର୍ଜୀ ଏବଂ ବିଜେପି ମଧ୍ୟରେ ମୁହାଁମୁହିଁ ପରିସ୍ଥିତି

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.