Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସର କମାଣ ଯୁବ ନେତୃତ୍ବ ହାତରେ ରହିବା ଦରକାର – ଶଶୀ ଥରୁର୍‌
ଆଜିର ଖବର

କଂଗ୍ରେସର କମାଣ ଯୁବ ନେତୃତ୍ବ ହାତରେ ରହିବା ଦରକାର – ଶଶୀ ଥରୁର୍‌

July 28, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
କଂଗ୍ରେସ ନେତା ଶଶି ଥରୁର
କଂଗ୍ରେସ ନେତା ଶଶି ଥରୁରଙ୍କ ଗାଡ଼ି ଉପରକୁ ଆକ୍ରମଣ: ସୁରକ୍ଷା କର୍ମୀ ଏବଂ ଡ୍ରାଇଭର ଆହତ

କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। କଂଗ୍ରେସର ନୂତନ ଅଧ୍ୟକ୍ଷକୁ ନେଇ କଂଗ୍ରେସ ବରିଷ୍ଠ ନେତା ଶଶୀ ଥରୁର୍‌ ନିଜର ମତ ରଖିଛନ୍ତି। ଶଶୀ କହିଛନ୍ତି ଯେ, ରାହୁଲ୍‌ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ପରେ କଂଗ୍ରେସ ନେତୃତ୍ବ କିଏ ନେବ, ଏନେଇ କିଛି ସ୍ପଷ୍ଟତା ନଥିବାରୁ ଏହା ଦଳକୁ କ୍ଷତି ପହଞ୍ଚାଉଛି । ତେବେ କଂଗ୍ରେସରେ କାର୍ଯ୍ୟସମିତି ଦଳର ସମସ୍ତ ମହତ୍ତ୍ବପୂର୍ଣ୍ଣ ପଦବୀ ପାଇଁ ନିର୍ବାଚନ କରିବା ହିଁ ଏକମାତ୍ର ସଠିକ୍‌ ରାସ୍ତା ହେବ ବୋଲି କହିଛନ୍ତି ଶଶୀ। ଏହି ଅବସରରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍‌ ଅମରିନ୍ଦ ସିଂହଙ୍କ ଆକଳନକୁ ମଧ୍ୟ ସମର୍ଥନ କରିଛନ୍ତି । ଏପରି ସମୟରେ କଂଗ୍ରେସ କମାଣ ଜଣେ ଯୁବ ନେତୃତ୍ବଙ୍କ ହାତରେ ରହିବା ଦରକାର ବୋଲି କହିଛନ୍ତି ଶଶୀ। ତେବେ କଂଗ୍ରେସ ଅଧ୍ୟକ୍ଷ ପଦର ଉପଯୁକ୍ତ ପ୍ରାର୍ଥୀ ହେବା ପାଇଁ ପ୍ରିୟଙ୍କା ଗାନ୍ଧି ହିଁ ପ୍ରବଳ ଦାବିଦାର ବୋଲି କହିଛନ୍ତି ଶଶୀ ଥରୁରୁ୍‌। ଏବେ ଦଳ ଯେଉଁ ପରିସ୍ଥିତି ଦେଇ ଗତି କରୁଛି, ଏହି ସମୟରେ ଦଳକୁ ଜଣେ ଯୁବ ନେତୃତ୍ୱ ଆବଶ୍ୟକ ବୋଲି ସେ କହିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଏବେ ଦଳର ହାଇକମାଣ୍ଡ ଦାୟିତ୍ୱ ଦେବା ଉଚିତ ବୋଲି ସେ ମତ ଦେଇଛନ୍ତି। ଏହାପୂର୍ବରୁ କଂଗ୍ରେସ ବିଭିନ୍ନ ବରିଷ୍ଠ ନେତା ପ୍ରିୟଙ୍କାଙ୍କୁ ଅଧ୍ୟକ୍ଷ କରିବା ପାଇଁ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଭୟଙ୍କର ସିରିଜ୍ ଦୁର୍ଘଟଣା, ଶିଶୁ ଓ ମହିଳାଙ୍କ ସମେତ ୧୩ ଆହତ

June 19, 2026

ଭିଜିଲାନ୍ସ ଜାଲରେ ମହିଳା ଜେଇ

June 19, 2026

ସ୍ଲୋଭାକିଆ ରାଷ୍ଟ୍ରପତିଙ୍କୁ ପିତଳ ଡୋକ୍ରା ମୃଗ ସେଟ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ

June 19, 2026

ଷ୍ଟେସନ୍ ମାଷ୍ଟରଙ୍କୁ ସଶକ୍ତ କରିବା ଦିଗରେ ରେଳମନ୍ତ୍ରୀଙ୍କ ସମୀକ୍ଷା ବୈଠକ

June 19, 2026
Latest News

ଭୟଙ୍କର ସିରିଜ୍ ଦୁର୍ଘଟଣା, ଶିଶୁ ଓ ମହିଳାଙ୍କ ସମେତ ୧୩ ଆହତ

June 19, 2026

ଭିଜିଲାନ୍ସ ଜାଲରେ ମହିଳା ଜେଇ

June 19, 2026

ସ୍ଲୋଭାକିଆ ରାଷ୍ଟ୍ରପତିଙ୍କୁ ପିତଳ ଡୋକ୍ରା ମୃଗ ସେଟ୍ ଉପହାର ଦେଲେ ପ୍ରଧାନମନ୍ତ୍ରୀ

June 19, 2026

ଷ୍ଟେସନ୍ ମାଷ୍ଟରଙ୍କୁ ସଶକ୍ତ କରିବା ଦିଗରେ ରେଳମନ୍ତ୍ରୀଙ୍କ ସମୀକ୍ଷା ବୈଠକ

June 19, 2026

“ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟ ଏବଂ ମର୍ମାହତ”: ଟ୍ରମ୍ପଙ୍କୁ ମିଛୁଆ କହି କଡ଼ା ଜବାବ ଦେଲେ ମେଲୋନି

June 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.