Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଣ୍ଣାଟକରେ ଆସ୍ଥା ଭୋଟ ଜିତିଲେ ୟେଦ୍ୟୁରପ୍ପା
ଆଜିର ଖବର

କର୍ଣ୍ଣାଟକରେ ଆସ୍ଥା ଭୋଟ ଜିତିଲେ ୟେଦ୍ୟୁରପ୍ପା

July 29, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କର୍ଣ୍ଣାଟକ ରାଜନୀତିରେ ସବୁଦିନେ କିଛି ନା କିଛି ରୋଚକ ମୋଡ଼ ଦେଖିବାକୁ ମିଳିଥାଏ । ତେବେ କର୍ଣ୍ଣାଟକରେ ଆସ୍ଥା ଭୋଟ୍‌ରେ ଜିତିଛନ୍ତି ନୂତନ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପା । ଆଜି କର୍ଣ୍ଣାଟକ ବିଧାନସଭରେ ବିଏସ୍‌ ୟେଦୁରପ୍ପା ବହୁମତ ପ୍ରମାଣ ଦେଇଛନ୍ତି । ସଂଖ୍ୟା ଗଣତିରେ ଆଗରେ ରହିଥିଲେ ୟେଦୁ ସରକାର । ତେବେ କର୍ଣ୍ଣାଟକରେ ଜେଡିଏସ୍‌ ଓ କଂଗ୍ରେସର ମେଣ୍ଟ ସରକାର ଆସ୍ଥା ଭୋଟରେ ହାରି ସରକାର ଭାଙ୍ଗିଥିବାବେଳେ ୟେଦୁରପ୍ପା କିନ୍ତୁ ବାଚନିକ ଭୋଟ୍‌ରେ ଜିତି ବହୁମତର ପ୍ରମାଣ ଦେଇଛନ୍ତି । ଗତକାଲି ୧୪ଜଣ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି କେ. ଆର ରମେଶ କୁମାର । ଏମାନଙ୍କ ମଧ୍ୟରେ କଂଗ୍ରେସର ୧୧ ଜଣ ଥିବାବେଳେ ଜେଡିଏସର ୩ ଜଣ ଅଛନ୍ତି । ଆଗରୁ ୩ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ ବାଚସ୍ପତି । କର୍ଣ୍ଣାଟକରେ ଏହି ବିଧାୟକଙ୍କ ବିଦ୍ରୋହ ଯୋଗୁଁ କୁମାରସ୍ୱାମୀ ସରକାରଙ୍କ ପତନ ଘଟିଥିଲା । ଏହା ପରେ ବିଜେପି ନେତୃତ୍ୱଧୀନ ୟେଦୁୟରପ୍ପା ସରକାର କ୍ଷମତାସୀନ ହୋଇଛନ୍ତି । କର୍ଣ୍ଣାଟକ ବିଧାନସଭାର ମୋଟ୍ ଆସନ ସଂଖ୍ୟା ୨୨୪ । ତେବେ ୧୭ ବିଧାୟକ ଅଯୋଗ୍ୟ ଘୋଷଣା ପରେ ଏବେ କର୍ଣ୍ଣାଟକ ବିଧାନସଭାର ଆସନ ସଂଖ୍ୟା ୨୦୭କୁ ଖସିଆସିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମହାଳୟା, କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

September 21, 2025

ଚିପ୍ସ ହେଉ କି ଜାହାଜ, ଆମେ ସେଗୁଡ଼ିକୁ କେବଳ ଭାରତରେ ନିର୍ମାଣ କରିବା ଉଚିତ: ପ୍ରଧାନମନ୍ତ୍ରୀ

September 21, 2025

ଆଜି ସେପ୍ଟେମ୍ବର ୨୧ ତାରିଖ ରବିବାର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2025

PM to Visit Odisha: ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ବୈଠକ କରି କହିଲେ..

September 20, 2025
Latest News

ଆଜି ମହାଳୟା, କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

September 21, 2025

ଚିପ୍ସ ହେଉ କି ଜାହାଜ, ଆମେ ସେଗୁଡ଼ିକୁ କେବଳ ଭାରତରେ ନିର୍ମାଣ କରିବା ଉଚିତ: ପ୍ରଧାନମନ୍ତ୍ରୀ

September 21, 2025

ଆଜି ସେପ୍ଟେମ୍ବର ୨୧ ତାରିଖ ରବିବାର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ

September 21, 2025

PM to Visit Odisha: ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ରହ୍ମପୁର ଗସ୍ତ ନେଇ ମୁଖ୍ୟ ଶାସନ ସଚିବ ବୈଠକ କରି କହିଲେ..

September 20, 2025

Fertilizer Crisis: ସାର ସଙ୍କଟ ନେଇ କମ୍ପିଲା ବିଧାନସଭା, ବିଜେଡି କଲା ହଟ୍ଟଗୋଳ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.