Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ଆଜିର ଖବର

ଭୁବନେଶ୍ୱରରେ ନିର୍ମିତ ପ୍ରଧାନମନ୍ତ୍ରୀଙ୍କ ଚକୋଲେଟ୍‌ ପ୍ରତିମୂର୍ତ୍ତିକୁ ସେୟାର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

August 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Dharmendra Pradhan shares statue photo of PM
Dharmendra Pradhan shares statue photo of PM made from chocolate

ଭୁବନେଶ୍ୱରସ୍ଥିତ କ୍ଲବ ଚକୋଲେଟ୍ ର ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଚକୋଲେଟ୍‌ ପ୍ରତିମୂର୍ତ୍ତି ତିଆରି କରିଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଚକୋଲେଟ ପ୍ରତିମୂର୍ତ୍ତିକୁ ସାମାଜିକ ଗଣମାଧ୍ୟମରେ ସେୟାର କରି ପ୍ରଶଂସା କରିଛନ୍ତି। ଏହି ମୂର୍ତ୍ତି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ବ ପ୍ରତି ଏକ ସମ୍ମାନ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱ ପ୍ରତି ଏହିଭଳି କୁଶଳୀ, ଅଭିନବ ଏବଂ ଭାବପୂର୍ଣ୍ଣ ସମ୍ମାନ ପ୍ରଦର୍ଶନକୁ କେନ୍ଦ୍ରମନ୍ତ୍ରୀ ପ୍ରଶଂସା କରିଛନ୍ତି।

BJP Ads
dharmendra pradhan made from chocolate statue photo of PM
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରାଚୀନ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା ଆରମ୍ଭ: ଓଡ଼ିଶାରେ ରହିଛି ଏହି ଗଛ

November 3, 2025

ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଯାନ୍ତ୍ରିକ ତ୍ରୁଟି: ମଙ୍ଗୋଲିଆରେ କଲା ଅବତରଣ

November 3, 2025

ଦେଶରେ କେବଳ ଚାରୋଟି ବ୍ୟାଙ୍କ ରହିବ କି?: ବଡ଼ ମିଶ୍ରଣ ଯୋଜନା ପାଇଁ ଚାଲିଛି ପ୍ରସ୍ତୁତି

November 3, 2025

ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ 444 କୋଟିରୁ ଅଧିକ ଟଙ୍କା ଜାରି କଲେ କେନ୍ଦ୍ର ସରକାର

November 3, 2025
BJP Ads
Latest News

ପ୍ରାଚୀନ ଉଦ୍ଭିଦର ମାନବ ଶରୀର ଉପରେ ବିଷାକ୍ତ ପ୍ରଭାବକୁ ନେଇ ଗବେଷଣା ଆରମ୍ଭ: ଓଡ଼ିଶାରେ ରହିଛି ଏହି ଗଛ

November 3, 2025

ସାନ ଫ୍ରାନ୍ସିସ୍କୋରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ବିମାନରେ ଯାନ୍ତ୍ରିକ ତ୍ରୁଟି: ମଙ୍ଗୋଲିଆରେ କଲା ଅବତରଣ

November 3, 2025

ଦେଶରେ କେବଳ ଚାରୋଟି ବ୍ୟାଙ୍କ ରହିବ କି?: ବଡ଼ ମିଶ୍ରଣ ଯୋଜନା ପାଇଁ ଚାଲିଛି ପ୍ରସ୍ତୁତି

November 3, 2025

ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ 444 କୋଟିରୁ ଅଧିକ ଟଙ୍କା ଜାରି କଲେ କେନ୍ଦ୍ର ସରକାର

November 3, 2025

ଏହି ବଲିଉଡ ଗାୟକଙ୍କୁ ବିବାହ କରିବାକୁ ଯାଉଛନ୍ତି ସ୍ମୃତି ମନ୍ଧାନା, ବିବାହ ତାରିଖ ସ୍ଥିର!

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.