Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ : ରାଜ୍ୟସଭା ପରିତ୍ୟାଗ କଲେ ଜେଡିୟୁ ସଦସ୍ୟ
ଆଜିର ଖବର

ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ : ରାଜ୍ୟସଭା ପରିତ୍ୟାଗ କଲେ ଜେଡିୟୁ ସଦସ୍ୟ

July 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ସଂସଦରେ ଉପର ସଦନ ରାଜ୍ୟସଭାରେ ଆଗତ ହୋଇଛି । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍‌ଟିକୁ ସଂସଦରେ ଆଗତ କରାଇଛନ୍ତି । ବିଲ୍‌ ଆଗତ ହେବା ପରେ ପ୍ରତିବାଦରେ ଏନ୍‌ଡିଏର ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ୍‌ର ସମସ୍ତ ସଦସ୍ୟ ଗୃହରୁ ପଳାଇ ଯାଇଥିଲେ । ସେହିପରି ବିଜେପିର ଅନ୍ୟତମ ସହଯୋଗୀ ଦଳ ଏଆଇଡିଏମ୍‌କେ ମଧ୍ୟ ଏହି ବିଲ୍‌କୁ ବିରୋଧ କରିବ ବୋଲି ଜଣାପଡିଛି । ରାଜ୍ୟସଭାରେ ଜେଡିୟୁର 6 ଜଣ ସଦସ୍ୟୂ ରହିଥିବା ବେଳେ ଏଆଇଡିଏମ୍‌କେର 11 ସଦସ୍ୟ ରହିଛନ୍ତି । ଜେଡିୟୁ ନେତା ବଶିଷ୍ଠ ନାରାୟଣ ସିଂ କହିଛନ୍ତି ଟ୍ରିପଲ୍‌ ତଲାକ ଏକ ସାମାଜିକ ସମସ୍ୟା ଏବଂ ଏହି ଆଇନରେ ପରିବର୍ତ୍ତନ ଆବଶ୍ୟକ ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025

ଝାରସୁଗୁଡ଼ାରେ ଅଷ୍ଟମ ପୋଷଣ ମାସ ଓ ‘ମାଙ୍କ ନାମରେ ଗଛ ଟିଏ ୨.୦’ କାର୍ଯ୍ୟକ୍ରମ

September 21, 2025

ଦାଦାସାହେବ ଫାଲକେ ପୁରସ୍କାର ପାଇବେ ମୋହନଲାଲ

September 21, 2025

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ଆସନ୍ତା ୨୬ ଯାଏଁ ବର୍ଷା ସମ୍ଭାବନା

September 21, 2025
Latest News

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025

ଝାରସୁଗୁଡ଼ାରେ ଅଷ୍ଟମ ପୋଷଣ ମାସ ଓ ‘ମାଙ୍କ ନାମରେ ଗଛ ଟିଏ ୨.୦’ କାର୍ଯ୍ୟକ୍ରମ

September 21, 2025

ଦାଦାସାହେବ ଫାଲକେ ପୁରସ୍କାର ପାଇବେ ମୋହନଲାଲ

September 21, 2025

ବଙ୍ଗୋପସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ଯୋଗୁ ଆସନ୍ତା ୨୬ ଯାଏଁ ବର୍ଷା ସମ୍ଭାବନା

September 21, 2025

ଆଜି ମହାଳୟା, କାହିଁକି ପିତୃପୁରୁଷଙ୍କ ଦିଆଯାଇଥାଏ ଶ୍ରାଦ୍ଧ?

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.