Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ : ରାଜ୍ୟସଭା ପରିତ୍ୟାଗ କଲେ ଜେଡିୟୁ ସଦସ୍ୟ
ଆଜିର ଖବର

ଟ୍ରିପଲ୍‌ ତଲାକ୍‌ ବିଲ୍‌ ଆଗତ : ରାଜ୍ୟସଭା ପରିତ୍ୟାଗ କଲେ ଜେଡିୟୁ ସଦସ୍ୟ

July 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ସଂସଦରେ ଉପର ସଦନ ରାଜ୍ୟସଭାରେ ଆଗତ ହୋଇଛି । ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍‌ଟିକୁ ସଂସଦରେ ଆଗତ କରାଇଛନ୍ତି । ବିଲ୍‌ ଆଗତ ହେବା ପରେ ପ୍ରତିବାଦରେ ଏନ୍‌ଡିଏର ସହଯୋଗୀ ଦଳ ଜନତା ଦଳ ୟୁନାଇଟେଡ୍‌ର ସମସ୍ତ ସଦସ୍ୟ ଗୃହରୁ ପଳାଇ ଯାଇଥିଲେ । ସେହିପରି ବିଜେପିର ଅନ୍ୟତମ ସହଯୋଗୀ ଦଳ ଏଆଇଡିଏମ୍‌କେ ମଧ୍ୟ ଏହି ବିଲ୍‌କୁ ବିରୋଧ କରିବ ବୋଲି ଜଣାପଡିଛି । ରାଜ୍ୟସଭାରେ ଜେଡିୟୁର 6 ଜଣ ସଦସ୍ୟୂ ରହିଥିବା ବେଳେ ଏଆଇଡିଏମ୍‌କେର 11 ସଦସ୍ୟ ରହିଛନ୍ତି । ଜେଡିୟୁ ନେତା ବଶିଷ୍ଠ ନାରାୟଣ ସିଂ କହିଛନ୍ତି ଟ୍ରିପଲ୍‌ ତଲାକ ଏକ ସାମାଜିକ ସମସ୍ୟା ଏବଂ ଏହି ଆଇନରେ ପରିବର୍ତ୍ତନ ଆବଶ୍ୟକ ।

Share. Facebook Twitter LinkedIn Email WhatsApp Copy Link

Related Posts

X ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା

May 7, 2026

ବିଜେପିରେ ଯୋଗଦେବେ ପ୍ରିୟଙ୍କା ଚତୁର୍ବେଦୀ?: ସ୍ପଷ୍ଟ କଲେ ଶିବସେନା (UBT) ନେତ୍ରୀ

May 7, 2026

ବିଜୟଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ: ସରକାର ଗଠନ ପାଇଁ ଟିଭିକେ ସମ୍ମୁଖରେ ସର୍ତ୍ତ ରଖିଲେ ରାଜ୍ୟପାଳ

May 7, 2026

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026
Latest News

X ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା

May 7, 2026

ବିଜେପିରେ ଯୋଗଦେବେ ପ୍ରିୟଙ୍କା ଚତୁର୍ବେଦୀ?: ସ୍ପଷ୍ଟ କଲେ ଶିବସେନା (UBT) ନେତ୍ରୀ

May 7, 2026

ବିଜୟଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ: ସରକାର ଗଠନ ପାଇଁ ଟିଭିକେ ସମ୍ମୁଖରେ ସର୍ତ୍ତ ରଖିଲେ ରାଜ୍ୟପାଳ

May 7, 2026

ବିହାରରେ ସମ୍ରାଟଙ୍କ କ୍ୟାବିନେଟ୍ ବିସ୍ତାର: ମନ୍ତ୍ରୀ ହେଲେ ନୀତିଶଙ୍କ ପୁଅ

May 7, 2026

ଶତକ ହାସଲ କରି ଇତିହାସ ରଚିଲେ କୁପର୍ କନୋଲି: ଭାଙ୍ଗିଲେ ଡି କକ୍‌ଙ୍କ ୧୦ ବର୍ଷର ପୁରୁଣା ରେକର୍ଡ  

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.