Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆକ୍ସନ ମୋଡ୍‌ରେ ୟେଦ୍ୟୁସରକାର : ଟିପୁ ସୁଲତାନ ଜୟନ୍ତୀ ପାଳନ ଉପରେ ଲଗାଇଲେ ରୋକ୍‌
ଆଜିର ଖବର

ଆକ୍ସନ ମୋଡ୍‌ରେ ୟେଦ୍ୟୁସରକାର : ଟିପୁ ସୁଲତାନ ଜୟନ୍ତୀ ପାଳନ ଉପରେ ଲଗାଇଲେ ରୋକ୍‌

July 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦ୍ୟୁୟରପ୍ପା ଏବେ ଆକ୍ସନ ମୋଡ୍‌ରେ । ୟେଦ୍ୟୁରପ୍ପାଙ୍କ କର୍ଣ୍ଣାଟକ ସରକାର କନ୍ନଡ ଓ ସଂସ୍କୃତି ବିଭାଗ ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନ ନ ହେବା ନେଇ ନିର୍ଦ୍ଦେଶ ଦେଇଛନ୍ତି।  ବିଜେପି ବିଧାୟକ ବୋପାୟା ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ ରାଜ୍ୟରେ ଟିପୁସୁଲତାନ ଜୟନ୍ତୀ ଉତ୍ସବ କରିବା ଉପରେ ରୋକ୍‌ ଲଗାଇବାକୁ ଦାବି କରିଥିଲେ । ଏହା ପୂର୍ବରୁ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ୍‌ ସରକାର ଥିବା ସମୟରେ ଏହି ସମାରୋହ ବଡ଼ ଆଡମ୍ବର ସହକାରେ ପାଳନ ହୋଇଛି । ପୂର୍ବରୁ ରାଜ୍ୟରେ ଟିପୁ ସୁଲତାନ ଜୟନ୍ତୀ ପ୍ରସଙ୍ଗ ନେଇ ରାଜ୍ୟ ରାଜନୀତି ବେଶ୍‌ ଗରମ ରହିଛି । ବିଜେପି ସବୁବେଳେ ଏହି ପ୍ରସଙ୍ଗକୁ ବିରୋଧ କରି ଆସିଛି । ୧୮ଶ ଶତାବ୍ଦୀର ମୈସୁର ଶାସକ ଟିପୁ ସୁଲତାନଙ୍କ ଜୟନ୍ତୀ ପ୍ରତି ବର୍ଷ ନଭେମ୍ବର ୧୦କୁ ପାଳନ କରାଯାଇଥାଏ । କିନ୍ତୁ ରାଜ୍ୟରେ ବିଜେପି ସରକାର ଶାସନ କ୍ଷମତାକୁ ଆସିବା ପରେ ଏହି ମହୋତ୍ସବ ପାଳନ ନେଇ ରୋକ୍‌ ଲଗାଯାଇଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026

ଶସ୍ତା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଅଗଷ୍ଟ 20 ରେ କେତେ ରହିଛି ମୂଲ୍ୟ?

August 20, 2026

ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର: ରହସ୍ୟ ଘେରରେ ମୃତ୍ୟୁ

August 20, 2026

ରାଜ୍ୟ ରାଜପଥରେ ୩ ଫୁଟର ପାଣି

August 20, 2026
Latest News

ଏବେ ଲୋକସଭା ଆସନ ପାଇଁ ବଡ଼ ନିଷ୍ପତ୍ତି ନେଲା କଂଗ୍ରେସ: ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ପ୍ରସ୍ତାବ ପାସ୍

August 20, 2026

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026

ଶସ୍ତା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଅଗଷ୍ଟ 20 ରେ କେତେ ରହିଛି ମୂଲ୍ୟ?

August 20, 2026

ବେଣ୍ଟ ଜଙ୍ଗଲରୁ ଅଜଣା ବ୍ୟକ୍ତିଙ୍କ ଗଳିତ କଙ୍କାଳ ଉଦ୍ଧାର: ରହସ୍ୟ ଘେରରେ ମୃତ୍ୟୁ

August 20, 2026

ରାଜ୍ୟ ରାଜପଥରେ ୩ ଫୁଟର ପାଣି

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.