Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଲୁକା କଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ
ଆଜିର ଖବର

ବାଲୁକା କଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

August 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆଁ ଖାଇ ବାଲୁକା କଳା
Sudarsan Patnaik's sand art on Nuakhai.

ଭୁବନେଶ୍ଵର: ଆଜି ହେଉଛି କୃଷିଭିତ୍ତିକ ଗଣପର୍ବ ନୂଆଖାଇ। ଏହି ଅବସରରେ ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ସମୁଦ୍ର କୂଳରେ ବାଲୁକା କଳା ମାଧ୍ୟମରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମା ସମଲେଶ୍ୱରୀଙ୍କ ପାଖରେ ଏ ବର୍ଷ ଭଲ ଅମଳ ସାଙ୍ଗକୁ ଚାଷୀଭାଇମାନଙ୍କ ସୁଖ ସମୃଦ୍ଧି ସେ କାମନା କରିଛନ୍ତି।

କୃଷିଭିତ୍ତିକ ଗଣପର୍ବ ନୂଆଖାଇ ପୁରୀ ସମୁଦ୍ର କୂଳ ବାଲୁକା କଳା ରାଜ୍ୟବାସୀଙ୍କୁ ଶୁଭେଚ୍ଛା ସୁଦର୍ଶନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଉଚ୍ଚ ଶୁଳ୍କର ଆଘାତ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି, ଆଶ୍ଚର୍ଯ୍ୟ ହେବେ ଟ୍ରମ୍ପ

August 28, 2025

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025
Latest News

ଉଚ୍ଚ ଶୁଳ୍କର ଆଘାତ ମଧ୍ୟରେ ଭାରତ ପାଇଁ ଆଶ୍ୱସ୍ତି, ଆଶ୍ଚର୍ଯ୍ୟ ହେବେ ଟ୍ରମ୍ପ

August 28, 2025

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.