Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭାରେ ପାସ୍ ହେଲା ଟ୍ରିପିଲ ତଲାକ ବିଲ୍, ସପକ୍ଷରେ 99ଟି ଭୋଟ ଏବଂ ବିପକ୍ଷରେ 84 ଭୋଟ ମିଲିଲା
ଆଜିର ଖବର

ରାଜ୍ୟସଭାରେ ପାସ୍ ହେଲା ଟ୍ରିପିଲ ତଲାକ ବିଲ୍, ସପକ୍ଷରେ 99ଟି ଭୋଟ ଏବଂ ବିପକ୍ଷରେ 84 ଭୋଟ ମିଲିଲା

July 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Triple Talaq Bill gets nod of Parliament, RS passes it with 99 voting for & 84 against
Triple Talaq Bill gets nod of Parliament, RS passes it with 99 voting for & 84 against

ଆଜି ରାଜ୍ୟ ସଭାରେ ବହୁ ବିବାଦୀୟ ଟ୍ରିପିଲ୍ ତଲାକ ବିଲ ପାରିତ ହୋଇଛି। ଏହି ବିଲ ପାଶ ହୋଇଥିବା ଭୋଟିଂରେ ସପକ୍ଷରେ 99 ଟି ଭୋଟ ଏବଂ ବିପକ୍ଷରେ 84ଟି ଭୋଟ ମିଳିଥିଲା। ମୁସିଲମ ମହିଳା ବିଲ 2019କୁ ରାଜ୍ୟସଭାରେ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଆଗତ କରିଥିଲେ। ଏହାପରେ ଡିଭିଜନ ହୋଇ ଭୋଟ ଗ୍ରହଣ କରାଯାଇଥିଲା। ପୂର୍ବରୁ ଏହି ବିଲ୍ ରାଜ୍ୟସଭାରେ ଗୃହିତ ହୋଇପାରି ନ ଥିଲା। ସେତେବେଳେ ଏହା ସପକ୍ଷରେ ମାତ୍ର 84ଟି ଭୋଟ ମିଳିଥିବା ବେଳେ ବିରୋଧରେ 100 ଖଣ୍ଡ ଭୋଟ ମିଳିଥିଲା। ଫଳରେ ସେତେବେଳେ ବିଲ୍ କୁ ଷ୍ଟାଡିଂ କମିଟକୁ ପଠାଇଦିଆଯାଇଥିଲା। ଏହି ବିଲ୍ ଲୋକସଭାରେ ପୂର୍ବରୁ ପାଶ ହୋଇଯାଇଥିଲା। ଏହି ବିଲ୍ ଆଗତ ହେବା ପରେ ରାଜ୍ୟସଭାର ବିରୋଧୀ ଦଳର ନେତା ଗୁଲାମନବୀ ଆଜାଦ ବିରୋଧ କରିଥିଲେ। ସେ କହିଥିଲେ ଯେ, ବିରୋଧୀ ଦଳ ଏହି ବିଲ୍ ରେ କେତେକ ସଂଶୋଧନ ଆଣିବାକୁ ଚାହୁଁଥିଲେ ହେଲେ ସରକାର ତାହା କରାଇଦେଲେ ନାହିଁ। ସେଥିପାଇଁ କଂଗ୍ରେସ ଏହି ବିଲ୍ କୁ ବିରୋଧ କରିବ ବୋଲି ଘୋଷଣା କରିଥିଲେ। ଏହି ବିଲ୍ କୁ ବିଜେଡି ତରଫରୁ ସମର୍ଥନ ଦିଆଯାଇଥିଲା।

BJD BJP cong Rabisankar rajyasabha TripleTalaq
Share. Facebook Twitter LinkedIn Email WhatsApp Copy Link

Related Posts

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

ଓଡ଼ିଶା ଓମେନ୍ ଇନ୍ ମିଡିଆର ବୃତ୍ତିଗତ ଦାୟିତ୍ୱ ଓ ବ୍ୟକ୍ତିଗତ ସୁଖର ସନ୍ତୁଳନ ଉପରେ ଆଲୋଚନା

March 16, 2026

ଓଡ଼ିଶା ଲଳିତ କଳା ଏକାଡେମୀର ୬୬ତମ ପ୍ରତିଷ୍ଠା ଦିବସ ପାଳିତ

March 16, 2026

ସାଂସଦ ନିଶୁଳ୍କ ସ୍ବାସ୍ଥ୍ୟ ଶିବିରକୁ ଉଦ୍ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ

March 16, 2026
Latest News

ରାଜ୍ୟସଭା ନିର୍ବାଚନ ପାଇଁ ଆରମ୍ଭ ହେଲା ମତଦାନ, ବିଧାନସଭାରେ ବିଧାୟକମାନେ ଦେଉଛନ୍ତି ଭୋଟ

March 16, 2026

କଟକ ଏସସିବି ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ, କହିଲେ….

March 16, 2026

କଟକ ମେଡିକାଲ ଅଗ୍ନିକାଣ୍ଡ ଘଟଣା, ମୃତକଙ୍କ ପରିବାର ବର୍ଗଙ୍କୁ ୨୫ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା

March 16, 2026

କଟକ ମେଡିକାଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ମୃତ, ସଂଖ୍ୟା ବଢିବା ଆଶଙ୍କା

March 16, 2026

ଆଫଗାନିସ୍ତାନ ଉପରେ ପାକିସ୍ତାନୀର ବିମାନ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

March 16, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.