Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସେପ୍ଟମ୍ବର ୭ ତାରିଖ ରବିବାରରେ ଲାଗିବ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ସମୟ
ଆଜିର ଖବର

ସେପ୍ଟମ୍ବର ୭ ତାରିଖ ରବିବାରରେ ଲାଗିବ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ସମୟ

September 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସେପ୍ଟମ୍ବର ୭ ତାରିଖ
ସେପ୍ଟମ୍ବର ୭ ତାରିଖ ରବିବାରରେ ଲାଗିବ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ କେତେବେଳେ

ଭୁବନେଶ୍ବର: ଚଳିତ ବର୍ଷର ଦ୍ବିତୀୟ ଚନ୍ଦ୍ର ଗ୍ରହଣ ସଂଗଠିତ ହେବାକୁ ଯାଉଛି। ଯାହା ସେପ୍ଟେମ୍ବର ୭ ତାରିଖ ରବିବାର ଦିନ ଲାଗିବ। ଏହି ଦିନ ହେଉଛି ଭାଦ୍ରବ ପୂର୍ଣ୍ଣିମା। ଏହି ପୂର୍ଣିମା ଦିନ ଚନ୍ଦ୍ର ଗ୍ରହଣ ସଂଗଠିତ ହେଉଛି। ତେବେ ଏହି ଚନ୍ଦ୍ର ଗ୍ରହଣ ଭାରତରେ ସଂପୂର୍ଣ୍ଣ ଦୃଶ୍ୟମାନ ହେଉଛି। ତେବେ ଏଥର ଚନ୍ଦ୍ର ଆକାଶରେ ରକ୍ତ ପରି ଲାଲ ରଂଗ ଧାରଣ କରିବେ। ତେବେ ଜ୍ୟୋତିଷଙ୍କ ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ନିମ୍ନ ସମୟ ଅନୁସାରେ ଲାଗିବ।

ଚନ୍ଦ୍ର ଗ୍ରହଣ ତାରିଖ– ସେପ୍ଟେମ୍ବର ୭ ତାରିଖ ରବିବାର

ଚନ୍ଦ୍ର ଗ୍ରହଣ ଲାଗିବା ସମୟ ଆରମ୍ଭ– ସେପ୍ଟେମ୍ବର ୭ ତାରିଖ ରାତି ୮ ଟା ୫୮ ମିନିଟ

ଚନ୍ଦ୍ର ଗ୍ରହଣ ଶେଷ ହେବା ସମୟ– ସେପ୍ଟେମ୍ବର ୮ ତାରିଖ ରାତି ୧ ଟା ୨୬ ମିନିଟ

ଚନ୍ଦ୍ର ଗ୍ରହଣ ଲାଗିବା ପୁରା ସମୟ–  ୪ ଘଣ୍ଟା ୨୮ ମିନିଟ୍

ଚନ୍ଦ୍ର ଗ୍ରହଣ ମୁଖ୍ୟ ସମୟ( ରକ୍ତ ଚନ୍ଦ୍ର)- ରାତି ୧୧ ଟା ଠାରୁ ରାତି ୧୨ ଟା ୨୨ ମିନିଟ

ଏହି ଚନ୍ଦ୍ର ଗ୍ରହଣ ପୂର୍ଣ୍ଣ ଗ୍ରାସ ଚନ୍ଦ୍ର ଗ୍ରହଣ ହୋଇଥିବାରୁ ଏହି ଭାରତର ସମସ୍ତ ଅଞ୍ଛଳରେ ଦୃଶ୍ୟମାନ ହେବ। ତେବେ ଚନ୍ଦ୍ର କିଛି ସମୟ ଲାଗି ରକ୍ତ ପରି ଲାଲ ଦେଖାଯିବ। ତେବେ ଏହାକୁ ଖାଲି ଆଖିରେ ଦେଖିବାକୁ ବାରଣ କରାଯାଇଛି।

Lunar Eclipse LunarEclipse2025 ଚନ୍ଦ୍ର ଗ୍ରହଣ ରକ୍ତ ଚନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କୁ ଛାଡିଦେଲେ ଭାରତରେ ଦ୍ବିତୀୟ ସର୍ବାଧିକ ଜମି ଆଉ କାହା ପାଖରେ ଅଛି ???

September 1, 2025

ଓଡିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

September 1, 2025

ସେପ୍ଟେମ୍ବର ପହିଲା ସୋମବାରରେ ଏହି ପାଞ୍ଚୋଟି ରାଶି ରୁହନ୍ତୁ ସାବଧାନ, ନଚେତ..

September 1, 2025

ଭୁବନେଶ୍ବରରେ ଗଣେଶ ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ, ଚାରି ଆହତ, ପୋଲିସ ମୁତୟନ

August 31, 2025
Latest News

ସରକାରଙ୍କୁ ଛାଡିଦେଲେ ଭାରତରେ ଦ୍ବିତୀୟ ସର୍ବାଧିକ ଜମି ଆଉ କାହା ପାଖରେ ଅଛି ???

September 1, 2025

ଓଡିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

September 1, 2025

ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ସାମିଲ ହେଲା ପ୍ରାୟ ୨ ହଜାର ଇ-ସରକାରୀ ସେବା

September 1, 2025

ସେପ୍ଟମ୍ବର ୭ ତାରିଖ ରବିବାରରେ ଲାଗିବ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ସମୟ

September 1, 2025

ସେପ୍ଟେମ୍ବର ପହିଲା ସୋମବାରରେ ଏହି ପାଞ୍ଚୋଟି ରାଶି ରୁହନ୍ତୁ ସାବଧାନ, ନଚେତ..

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.