Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ, ହସପିଟାଲରେ ଭର୍ତ୍ତି
ଆଜିର ଖବର

ଓଡିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

September 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଆ ସଂଗୀତ ନିର୍ଦ୍ଦେଶକ
ଓଡିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

ଭୁବନେଶ୍ବର: ପ୍ରଖ୍ୟାତ ଓଡିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଗୁରୁତର ଅସୁସ୍ଥ ହୋଇପଡିଛନ୍ତି। ତାଙ୍କୁ କଟକର ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଛି। ସେ ପୂର୍ବରୁ କିଡିନ ଜନିତ ରୋଗରେ ପିଡିତ ଥିଲେ। ସେ ନେଇ ସେ ଚିକିତ୍ସିତ ହେଉଥିଲେ। ହେଲେ ହଠାତ ଗଣେଶ ପୂଜା ଦିନ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି।

ଅଭିଜିତ ମଜୁମଦାର ଓଡିଆ ଚଳଚିତ୍ର ଜଗତର ଜଣେ ପ୍ରତିଷ୍ଠିତ ସଂଗୀତ ନିର୍ଦ୍ଦେଶକ। ସେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୫୦ ରୁ ଅଧିକ ଚଳଚିତ୍ରରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କ ଅସୁସ୍ଥ ଖବର ପ୍ରଚାରିତ ହେବା ପରେ ଓଲିଉଡ ଜଗତରେ ଶିଘ୍ର ଆରୋଗ୍ୟ କାମନା କରାଯାଇଛି।

Abhijit Majumdar ଅଭିଜିତ ମଜୁମଦାର ଓଡିଆ ସଂଗୀତ ନିର୍ଦ୍ଦେଶକ
Share. Facebook Twitter LinkedIn Email WhatsApp Copy Link

Related Posts

ସରକାରଙ୍କୁ ଛାଡିଦେଲେ ଭାରତରେ ଦ୍ବିତୀୟ ସର୍ବାଧିକ ଜମି ଆଉ କାହା ପାଖରେ ଅଛି ???

September 1, 2025

ସେପ୍ଟମ୍ବର ୭ ତାରିଖ ରବିବାରରେ ଲାଗିବ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ସମୟ

September 1, 2025

ସେପ୍ଟେମ୍ବର ପହିଲା ସୋମବାରରେ ଏହି ପାଞ୍ଚୋଟି ରାଶି ରୁହନ୍ତୁ ସାବଧାନ, ନଚେତ..

September 1, 2025

ଭୁବନେଶ୍ବରରେ ଗଣେଶ ଭସାଣୀକୁ ନେଇ ଗୋଷ୍ଠୀ ସଂଘର୍ଷ, ଚାରି ଆହତ, ପୋଲିସ ମୁତୟନ

August 31, 2025
Latest News

ସରକାରଙ୍କୁ ଛାଡିଦେଲେ ଭାରତରେ ଦ୍ବିତୀୟ ସର୍ବାଧିକ ଜମି ଆଉ କାହା ପାଖରେ ଅଛି ???

September 1, 2025

ଓଡିଆ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସୁସ୍ଥ, ହସପିଟାଲରେ ଭର୍ତ୍ତି

September 1, 2025

ଡିଜିଲକର ଏବଂ ଇ-ଡିଷ୍ଟ୍ରିକ୍ଟ ପ୍ଲାଟଫର୍ମରେ ସାମିଲ ହେଲା ପ୍ରାୟ ୨ ହଜାର ଇ-ସରକାରୀ ସେବା

September 1, 2025

ସେପ୍ଟମ୍ବର ୭ ତାରିଖ ରବିବାରରେ ଲାଗିବ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ, ଜାଣନ୍ତୁ ସମୟ

September 1, 2025

ସେପ୍ଟେମ୍ବର ପହିଲା ସୋମବାରରେ ଏହି ପାଞ୍ଚୋଟି ରାଶି ରୁହନ୍ତୁ ସାବଧାନ, ନଚେତ..

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.