Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାର ଅଭାବ ପାଇଁ ଆନ୍ଦୋଳନ କରିବାକୁ ବିଜେଡି ଦେଲା ଧମକ
ଆଜିର ଖବର

ସାର ଅଭାବ ପାଇଁ ଆନ୍ଦୋଳନ କରିବାକୁ ବିଜେଡି ଦେଲା ଧମକ

September 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ସାର ଅଭାବ
ସାର ଅଭାବ ପାଇଁ ବିଜେଡି ରାଜରାସ୍ତାକୁ ଓହ୍ଲାଇବା ପାଇଁ ଦେଲା ଧମକ

ଭୁବନେଶ୍ବର: ବର୍ତ୍ତମାନ ସାରା ରାଜ୍ୟରେ ସାର ର ଅଭା ପରିଲକ୍ଷିତ ହୋଇଛି। ଚାଷୀ ଧାନ ବିଲରେ ପିଡିଆ ପକାଇବାକୁ ଅପେକ୍ଷା କରିଛି। ହେଲେ ସରାକରୀ ସାର ବର୍ତ୍ତମାନ ଘୋର ଅଭାବ ଦେଖାଦେଇଛି। ଏହାକୁ ନେଇ ଚାଷୀମାନେ ମଧ୍ୟ ରାଜରାସ୍ତାକୁ ଓହ୍ଲାଇ ସାରିଲେଣି। ତେବେ ଏହାକୁ ନେଇ ବିରୋଧୀ ଦଳ ବିଜେଡି ଆଗକୁ ଆନ୍ଦୋଳନ କରିବ ବୋଲି ଧମକ ଦେଇସାରିଲାଣି।

ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ସରକାର ଦୁଇଦିନ ମଧ୍ୟ ସାର ସମସ୍ୟାର ସମାଧାନ କରନ୍ତୁ, ନଚେତ ବିଜେଡି ଆନ୍ଦୋଳନ କରିବ। ବର୍ତ୍ତମାନ ଚାଷୀମାନେ ସରକାରୀ ସାର ପାଉ ନ ଥିବାରୁ ବଜାରରୁ ସାର କିଣିବାକୁ ବାଧ୍ୟ ହେଉଛନ୍ତି। ହେଲେ ତାହାର ମୂଲ୍ୟ ଅଧିକ ହେଉଥିବାରୁ ଚାଷୀଙ୍କୁ ବାଧୁଛି। ଅନ୍ୟପଟେ ସେ କହିଛନ୍ତି ଯେ, ରାଜ୍ୟରେ ସାର ର କଳାବଜାରୀ ହେଉଛି। ସରକାର ତାହା ରୋକିବାରେ ବିଫଳ ହୋଇଛନ୍ତି।

ତୁରନ୍ତ ରାଜ୍ୟ ସରକାର ଏହାର ସମାଧାନ କରନ୍ତୁ , ନଚେତ ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି।

 

ଅତନୁ ସବ୍ୟସାଚୀ ନାୟକ ବିଜେଡି ଆନ୍ଦୋଳନ ସାର ଅଭାବ
Share. Facebook Twitter LinkedIn Email WhatsApp Copy Link

Related Posts

ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କଲେ ସରକାର

September 1, 2025

ଜମ୍ମୁ ବନ୍ୟା ପ୍ରଭାବିତ ଅଞ୍ଚଳ ତଦାରଖ କଲେ ଗୃହମନ୍ତ୍ରୀ ଅମିତ ଶାହ

September 1, 2025

ଭୁବନେଶ୍ବରରେ ଇଡି ଚଢାଉ ପରେ ବାହାରିଲା ୭୦୦୦୦୦୦୦ ଟଙ୍କାର କେବଳ ଗାଡି, ଆଉ…

September 1, 2025

ଭୁବନେଶ୍ବରରେ ସରକାର ବିକ୍ରି କରିବେ ଶସ୍ତା ଘର, ଦାମ୍ ଜାଣିଲେ ହେବେ ଆଶ୍ଚର୍ଯ୍ୟ

September 1, 2025
Latest News

ସାର ଅଭାବ ପାଇଁ ଆନ୍ଦୋଳନ କରିବାକୁ ବିଜେଡି ଦେଲା ଧମକ

September 1, 2025

ଆସନ୍ତା ବୁଧବାର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କଲେ ସରକାର

September 1, 2025

India Mobile Congress 2025 ଆପ୍ଲିକେସନକୁ ଉଦଘାଟନ କଲେ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ

September 1, 2025

ଜମ୍ମୁ ବନ୍ୟା ପ୍ରଭାବିତ ଅଞ୍ଚଳ ତଦାରଖ କଲେ ଗୃହମନ୍ତ୍ରୀ ଅମିତ ଶାହ

September 1, 2025

ଭୁବନେଶ୍ବରରେ ଇଡି ଚଢାଉ ପରେ ବାହାରିଲା ୭୦୦୦୦୦୦୦ ଟଙ୍କାର କେବଳ ଗାଡି, ଆଉ…

September 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.