Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଷିଦ୍ଧ ଡ୍ରଗ୍ସ ସେବନ ମାମଲା : ପୃଥ୍ବୀ ସଙ୍କୁ 8 ମାସ ବାସନ୍ଦ କଲା ବିସିସିଆଇ
ଆଜିର ଖବର

ନିଷିଦ୍ଧ ଡ୍ରଗ୍ସ ସେବନ ମାମଲା : ପୃଥ୍ବୀ ସଙ୍କୁ 8 ମାସ ବାସନ୍ଦ କଲା ବିସିସିଆଇ

July 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କ୍ରିକେଟ୍ ଖେଳାଳି ପୃଥ୍ଵୀ ସ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ଵରୂପ ବିସିସିଆଇ ପକ୍ଷରୁ 8 ମାସ ପାଇଁ ତାଙ୍କୁ କ୍ରିକେଟରୁ ନିଲମ୍ବିତ କରିଛି । 8 ମାସର ଏହି ଅବଧି 2019 ମାର୍ଚ୍ଚରୁ ଆରମ୍ଭ ହୋଇଛି । ଓ୍ବେଷ୍ଟଇଣ୍ଡିଜ ବିରୋଧରେ 2018ରେ 2 ଟି ଟେଷ୍ଟ ଖେଳିଥିବା 19 ବର୍ଷୀୟ ସ ରିପୋର୍ଟ ଅନୁସାରେ ନିଜର ନିତମ୍ବରେ ଲାଗିଥିବା ଆଘାତର ଉପଚାର କରୁଛନ୍ତି । ଫେବୃଆରୀରେ ଅନୁଷ୍ଠିତ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପୃଥ୍ବୀଙ୍କ ନମୁନାରେ ନିଷିଦ୍ଧ ପଦାର୍ଥ ରହିଥିବା ଜଣାପଡିଥିଲା । ପୃଥ୍ବୀଙ୍କ ବ୍ୟତିତ ବିଦର୍ଭର ଅକ୍ଷୟ ଦୁଲାରବର ଓ ରାଜସ୍ଥାନର ଦିବ୍ୟ ଗଜରାଜଙ୍କୁ ମଧ୍ୟ କ୍ରିକେଟ୍ ବୋର୍ଡ 8 ମାସର ବାସନ୍ଦାଦେଶ ଶୁଣାଇଛି । ପୃଥ୍ବୀ ସ କଫ୍‌ ସିରପ୍‌ ସେବନ କରିଥିବା ବେଳେ ଏଥିରେ ନିଷିଦ୍ଧ ପଦାର୍ଥ ରହିଥିବା ଜଣାପଡିଛି । ପୃଥ୍ବୀ ଆସନ୍ତା ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଖେଳି ପାରିବେ ନାହିଁ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହୋଇଛି ଭାରତ ପଲ୍ୟୁଟ୍ରି ଏକ୍ସପୋ-୨୦୨୫

September 21, 2025

ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟଝୁଡ଼ି ବିତରଣ କଲେ ରାଜ୍ୟପାଳ

September 21, 2025

ଭୁବନେଶ୍ୱର – ବ୍ରହ୍ମପୁର ରେଳ ସେକ୍ସନରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ନିରୀକ୍ଷଣ

September 21, 2025

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025
Latest News

ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହୋଇଛି ଭାରତ ପଲ୍ୟୁଟ୍ରି ଏକ୍ସପୋ-୨୦୨୫

September 21, 2025

ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟଝୁଡ଼ି ବିତରଣ କଲେ ରାଜ୍ୟପାଳ

September 21, 2025

ଭୁବନେଶ୍ୱର – ବ୍ରହ୍ମପୁର ରେଳ ସେକ୍ସନରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ନିରୀକ୍ଷଣ

September 21, 2025

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025

ଝାରସୁଗୁଡ଼ାରେ ଅଷ୍ଟମ ପୋଷଣ ମାସ ଓ ‘ମାଙ୍କ ନାମରେ ଗଛ ଟିଏ ୨.୦’ କାର୍ଯ୍ୟକ୍ରମ

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.