Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିଷିଦ୍ଧ ଡ୍ରଗ୍ସ ସେବନ ମାମଲା : ପୃଥ୍ବୀ ସଙ୍କୁ 8 ମାସ ବାସନ୍ଦ କଲା ବିସିସିଆଇ
ଆଜିର ଖବର

ନିଷିଦ୍ଧ ଡ୍ରଗ୍ସ ସେବନ ମାମଲା : ପୃଥ୍ବୀ ସଙ୍କୁ 8 ମାସ ବାସନ୍ଦ କଲା ବିସିସିଆଇ

July 31, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କ୍ରିକେଟ୍ ଖେଳାଳି ପୃଥ୍ଵୀ ସ ଡୋପ୍‌ ଟେଷ୍ଟରେ ବିଫଳ ହୋଇଛନ୍ତି। କାର୍ଯ୍ୟାନୁଷ୍ଠାନ ସ୍ଵରୂପ ବିସିସିଆଇ ପକ୍ଷରୁ 8 ମାସ ପାଇଁ ତାଙ୍କୁ କ୍ରିକେଟରୁ ନିଲମ୍ବିତ କରିଛି । 8 ମାସର ଏହି ଅବଧି 2019 ମାର୍ଚ୍ଚରୁ ଆରମ୍ଭ ହୋଇଛି । ଓ୍ବେଷ୍ଟଇଣ୍ଡିଜ ବିରୋଧରେ 2018ରେ 2 ଟି ଟେଷ୍ଟ ଖେଳିଥିବା 19 ବର୍ଷୀୟ ସ ରିପୋର୍ଟ ଅନୁସାରେ ନିଜର ନିତମ୍ବରେ ଲାଗିଥିବା ଆଘାତର ଉପଚାର କରୁଛନ୍ତି । ଫେବୃଆରୀରେ ଅନୁଷ୍ଠିତ ସୟଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫିରେ ପୃଥ୍ବୀଙ୍କ ନମୁନାରେ ନିଷିଦ୍ଧ ପଦାର୍ଥ ରହିଥିବା ଜଣାପଡିଥିଲା । ପୃଥ୍ବୀଙ୍କ ବ୍ୟତିତ ବିଦର୍ଭର ଅକ୍ଷୟ ଦୁଲାରବର ଓ ରାଜସ୍ଥାନର ଦିବ୍ୟ ଗଜରାଜଙ୍କୁ ମଧ୍ୟ କ୍ରିକେଟ୍ ବୋର୍ଡ 8 ମାସର ବାସନ୍ଦାଦେଶ ଶୁଣାଇଛି । ପୃଥ୍ବୀ ସ କଫ୍‌ ସିରପ୍‌ ସେବନ କରିଥିବା ବେଳେ ଏଥିରେ ନିଷିଦ୍ଧ ପଦାର୍ଥ ରହିଥିବା ଜଣାପଡିଛି । ପୃଥ୍ବୀ ଆସନ୍ତା ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ସିରିଜରେ ଖେଳି ପାରିବେ ନାହିଁ ବୋଲି ବିସିସିଆଇ ସୂତ୍ରରୁ ଜଣାପଡିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ଜାମ୍ମୁ କାଶ୍ମୀର ପରେ ଲେହରେ ପହଞ୍ଚିଲେ ସର୍ଜିଓ ଗୋର୍: ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ

August 20, 2026

ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

August 20, 2026

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026
Latest News

ଜାମ୍ମୁ କାଶ୍ମୀର ପରେ ଲେହରେ ପହଞ୍ଚିଲେ ସର୍ଜିଓ ଗୋର୍: ଉଚ୍ଚସ୍ତରୀୟ ବୈଠକରେ ହେବେ ସାମିଲ

August 20, 2026

ଶିଖ ବିରୋଧୀ ଦଙ୍ଗାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ

August 20, 2026

‘କଂଗ୍ରେସ ଦେଶ ବିରୋଧୀ ନିଷ୍ପତ୍ତି ନେଇଛି’: ‘ବନ୍ଦେ ମାତରମ୍’ ଉପରେ ଅମିତ ଶାହଙ୍କ ବଡ଼ ଆକ୍ରମଣ

August 20, 2026

ପରାଜୟ ମଧ୍ୟରେ ଏହି ନିର୍ବାଚନରେ ​​ଟିଏମସି ର ବଡ଼ ବିଜୟ: କେତେ ଆସନ ଜିତିଲା ବିଜେପି?

August 20, 2026

ପୁଣି ଥରେ ନିଷେଧାଦେଶ ବଢାଇଲା ପାକିସ୍ତାନ: ଭାରତୀୟ ବିମାନ ପାଇଁ ବନ୍ଦ ରହିବ ଆକାଶ ମାର୍ଗ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.