Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଜି ରାତିରେ ଆକାଶରେ ଦୀର୍ଘ ସମୟ ଧରି ଦେଖାଯିବ ଏକ ଚମତ୍କାର ଦୃଶ୍ୟ, ରକ୍ତଚନ୍ଦ୍ର
ଆଜିର ଖବର

ଆଜି ରାତିରେ ଆକାଶରେ ଦୀର୍ଘ ସମୟ ଧରି ଦେଖାଯିବ ଏକ ଚମତ୍କାର ଦୃଶ୍ୟ, ରକ୍ତଚନ୍ଦ୍ର

September 7, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଜି ରାତିରେ ଆକାଶରେ
ଆଜି ରାତିରେ ଆକାଶରେ ଦୀର୍ଘ ସମୟ ଧରି ଦେଖାଯିବ ଏକ ଚମତ୍କାର ଦୃଶ୍ୟ, ରକ୍ତଚନ୍ଦ୍ର

The Samikhsya Desk: ଆଜି ବିଶ୍ୱରେ ରକ୍ତଚନ୍ଦ୍ର ବା Blood Moon ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ। ଭାଦ୍ରବ ପୂର୍ଣ୍ଣିମାରେ ଏହି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଦେଖାଯିବା ସହିତ ଆକାଶ ଏକ ଚମତ୍କାର ଦୃଶ୍ୟ ଦେଖିବାକୁ ମିଳିବ। ଉଲ୍ଲେଖନୀୟ ଯେ ଏହି ଚନ୍ଦ୍ରଗ୍ରହଣର ମୋଟ ଅବଧି 3 ଘଣ୍ଟା, 28 ମିନିଟ୍ ଏବଂ 2 ସେକେଣ୍ଡ ହେବ। ଏହି ଗ୍ରହଣ ପୂର୍ବ ଭାଦ୍ରବ ନକ୍ଷତ୍ର ସମୟରେ କୁମ୍ଭ (କୁମ୍ଭ) ରାଶିରେ ହେବ। ଏହି ଗ୍ରହଣ ସମୟରେ ଧୃତି ଯୋଗ ସକ୍ରିୟ ରହିବ।

ସାଧାରଣତଃ ପୃଥିବୀ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଧ୍ୟ ଭାଗକୁ ଆସିଲେ ଏହି ଚନ୍ଦ୍ର ଗ୍ରହଣ ହୋଇଥାଏ। ଏହି ସମୟରେ ଚନ୍ଦ୍ର ପୁରା ଉଭାନ ହେବା ପରିବର୍ତ୍ତେ ଲାଲ ଦେଖାଯାଇଥାନ୍ତି ଏହାକୁ Blood Moon କୁହାଯାଏ। ପୃଥିବୀ ଯେତେବେଳେ ଚନ୍ଦ୍ର ଓ ସୂର୍ଯ୍ୟଙ୍କ ମଝିକୁ ଆସନ୍ତି ସେତେବେଳେ ସୂର୍ଯ୍ୟଙ୍କର ନୀଳ ଓ ବାଇଗଣି ରଂଗ ପୃଥିବୀରେ ପଡି ଭିନ୍ନ ଦିଗକୁ ବିଛୁରିତ ହୋଇଥାଏ। କିନ୍ତୁ ନାଲି ଓ କମଳା ରଂଗ ଚନ୍ଦ୍ର ଉପରେ ପଡେ। ଫଳରେ ଚନ୍ଦ୍ର ଲାଲ ଦେଖାଯିବ।

ତେବେ ଏଥର ଏହି ଚନ୍ଦ୍ର ଗ୍ରହଣ ଦୀର୍ଘ ସମୟ ଧରି ସଂଗଠିତ ହେବ। ଏଥିସହିତ ଚନ୍ଦ୍ର ଲାଲ ଦେଖାଯିବ ସମୟ ମଧ୍ୟ ବହୁ ସମୟ ଧରି ଆକାଶରେ ରହିବ। ବିଭିନ୍ନ ରିପୋର୍ଟ ଅନୁସାରେ ଆକାଶରେ ଚନ୍ଦ୍ର ପ୍ରାୟ 82 ମିନିଟ ଧରି ଲାଲ ଦେଖାଯିବେ। ଏହାକୁ ଦେଖିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯାଇଛି।

ଚନ୍ଦ୍ର ଗ୍ରହଣ ରକ୍ତ ଚନ୍ଦ୍ର ଲାଲ ଚନ୍ଦ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026
Latest News

ସୀମାରେ ବଡ଼ ଅନୁପ୍ରବେଶ ଷଡ଼ଯନ୍ତ୍ର ପଣ୍ଡ: ଲାଠି ଏବଂ ରଡ୍ ଧରିଥିବା ଲୋକଙ୍କୁ ଘଉଡାଇଲା ବିଏସଏଫ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026

ସାମ୍ବାଦିକଙ୍କୁ ଭତ୍ତା, ୧ ଲକ୍ଷ ନିଯୁକ୍ତି: ଶୁଭେନ୍ଦୁ ସରକାରଙ୍କ ଦ୍ୱାରା ଅନେକ ବଡ଼ ଘୋଷଣା

June 22, 2026

କେବେ ପ୍ରକାଶ ପାଇବ CBSE ଫଳାଫଳ: ବଡ଼ ସୂଚନା ଦେଲେ ଧର୍ମେନ୍ଦ୍ର ପ୍ରଧାନ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.