Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିମାପଡ଼ାରୁ ବଳଙ୍ଗାକୁ ସଂଯୋଗ କରୁଥିବା ନୂଆ ରାସ୍ତାପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ
ଆଜିର ଖବର

ନିମାପଡ଼ାରୁ ବଳଙ୍ଗାକୁ ସଂଯୋଗ କରୁଥିବା ନୂଆ ରାସ୍ତାପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

September 8, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Deputy CM Prabhati Parida
Deputy CM Prabhati Parida lays foundation for Nimpara-Balanga road

ପୁରୀ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡ଼ାରୁ ବଳଙ୍ଗାକୁ ସଂଯୋଗ କରୁଥିବା ନୂଆ ରାସ୍ତାପାଇଁ ଶିଳାନ୍ୟାସ କରିଛନ୍ତି। ନିମାପଡ଼ା ଏନଏସି ଅଧୀନ ବ୍ଲକ ଛକଠାରେ ଶିଳାନ୍ୟାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୩୬ କୋଟି ୯୫ଲକ୍ଷରୁ ଅଧିକ ଟଙ୍କା ବ୍ୟୟରେ ଏହି ରାସ୍ତା ନିର୍ମାଣ କରାଯିବା ନେଇ ପୂର୍ତ୍ତବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି, ଆଗାମୀ ଦିନରେ ପିପିଲିରୁ ନିମାପଡ଼ା ଏବଂ ଚାରିଛକରୁ କୋଣାର୍କ ରାସ୍ତା ପ୍ରଶସ୍ତିକରଣ ପାଇଁ ୫ଶହ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ପରେ ନିମାପଡ଼ା ବ୍ଲକ ସମ୍ମିଳନୀ କକ୍ଷଠାରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ବୈଠକରେ ଉପମୁଖ୍ୟମନ୍ତ୍ରୀ ଯୋଗ ଦେଇଥିଲେ। ଏଥିରେ ବିଦ୍ୟାଳୟର ଭିତ୍ତିଭୂମି, ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ନେଇ ଆଲୋଚନା ହୋଇଛି।

Nimpara-Balanga road Prabhati Parida Puri
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତୀୟ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍, ମାତ୍ର ୩ ମାସ ମଧ୍ୟରେ ଖର୍ଚ୍ଚ ହେବ ୨.୧୯ ଲକ୍ଷ କୋଟି

September 8, 2025

ଆରମ୍ଭ ହେଲା ପିତୃପକ୍ଷ, ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ଦେବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ

September 8, 2025

ସହରାଞ୍ଚଳରେ ପାର୍କିଂ ନୀତି ଉପରେ ପରାମର୍ଶଦାତା କର୍ମଶାଳା

September 8, 2025

ଖୋର୍ଦ୍ଧା ବିଜେଡି ସଭାପତି ନେଇ କେଁ.. ଚର୍ଚ୍ଚାରେ ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ

September 8, 2025
Latest News

ଭାରତୀୟ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍, ମାତ୍ର ୩ ମାସ ମଧ୍ୟରେ ଖର୍ଚ୍ଚ ହେବ ୨.୧୯ ଲକ୍ଷ କୋଟି

September 8, 2025

ଆରମ୍ଭ ହେଲା ପିତୃପକ୍ଷ, ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ଦେବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ

September 8, 2025

ଉପରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ଦଳ ବଦଳାଇ ପାରନ୍ତି ପକ୍ଷ, BJD, YSR ର ମତ କଣ ହେବ?

September 8, 2025

ଆରେ ହେ…ପ୍ରଧାନମନ୍ତ୍ରୀ କଣ ପଛ ଧାଡିରେ ବସିଛନ୍ତି !!! ଏହା ସତ ନା ମିଛ ?

September 8, 2025

ନିମାପଡ଼ାରୁ ବଳଙ୍ଗାକୁ ସଂଯୋଗ କରୁଥିବା ନୂଆ ରାସ୍ତାପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.