Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଓଡିଶାର ଗାଡି ଚାଳକଙ୍କ ଉପରେ ବାକି ଅଛି ୧୨୬୫୦୦୦୦୦୦୦ ଟଙ୍କାର ଜରିମାନ, ହେ ଭଗବାନ !!!
ଆଜିର ଖବର

ଓଡିଶାର ଗାଡି ଚାଳକଙ୍କ ଉପରେ ବାକି ଅଛି ୧୨୬୫୦୦୦୦୦୦୦ ଟଙ୍କାର ଜରିମାନ, ହେ ଭଗବାନ !!!

September 11, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଓଡିଶାର ଗାଡି ଚାଳକ
ଓଡିଶାର ଗାଡି ଚାଳକଙ୍କ ଉପରେ ବାକି ଅଛି ୧୨୬୫୦୦୦୦୦୦୦ ଟଙ୍କାର ଜରିମାନ, ହେ ଭଗବାନ !!!

ଭୁବନେଶ୍ବର: ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଅମାନିଆ ଗାଡି ଚାଳକ ବା କାଗଜପତ୍ର ଠିକ ନ ଥିବା ଗାଡି ଉପରେ ଯେଉଁ ଚାଲାଣ କଟାଯାଏ ସେଥିରେ ବର୍ତ୍ତମାନ କେତେ ଟଙ୍କା ବାକି ଅଛି ? ବିଶ୍ବାସ ନ ହେଲେ ମଧ୍ୟ କଥାଟି ସତ। ୨୦୨୩ ମସିହାଠାରୁ ଆଜି ପର୍ଯ୍ୟନ୍ତ ଗାଡି ଚାଳକଙ୍କ ଉପରେ ବାକିଅଛି ୧୨୬୫୦୦୦୦୦୦୦ ଟଙ୍କାର ଜରିମାନା ବା  ୧୨୬୫ କୋଟି ଟଙ୍କା। ପରିବହନ ବିଭାଗ ହିସାବ ଅନୁସାରେ ବର୍ତ୍ତମାନ ସାରା ଓଡିଶାର ୩୧ ଲକ୍ଷ ଚାଲାଣର କୌଣସି ଜରିମାନା ଆଦାୟ ହୋଇପାରୁ ନାହିଁ।

ବୁଧବାର ଦିନ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଏକ ବଡ ନିଷ୍ପତି ନିଆଯାଇଛି। ତାହା ହେଲା ଯେ, ଏହି ଜରିମାନା ଟଙ୍କା ଆଦାୟ କରିବା ପାଇଁ ୱାନ ଟାଇମ ସେଟଲମେଣ୍ଟ କରାଯିବ। ଏଥିରେ ଯେଉଁମାନଙ୍କର ଚାଲାଣ କଟିଛି ସେମାନେ ଆଧା ପଇସା ଦେଇ କ୍ଲିୟରାନ୍ସ ନେଇପାରିବେ। ଏହି ପ୍ରସ୍ତାବକୁ ଗତକାଲି କ୍ୟାବିନେଟ ଅନୁମୋଦନ କରିଛନ୍ତି। ତେବେ ଏହାର ସମୟ ସୀମା ରଖାଯାଇଛି ମାତ୍ର ଛଅ ମାସ। ଫଳରେ ଯେଉଁମାନଙ୍କ ଉପରେ ବଡ ରକମ ଜରିମାନ ପଡିଛି ସେମାନେ ଏହାର ଲାଭ ନେଇପାରିବେ।

Read More- Auto Retail Sector Key Interface Between Consumers and Industry, Union Minister of Commerce and Industry Shri Piyush Goyal Said in Inauguration of  Auto Retail Conclave

ଓଡିଶାର ଗାଡି ଚାଳକ ଗାଡି ଚାଲାଣ ଗାଡି ଜରିମାନା ପରିବହନ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

ନବମ ବିଜୁ ମାରାଥନ: ୧୨୦୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

December 22, 2025

ଆଜି ସୋମବାରରେ ଏହି ସାତୋଟି ରାଶି ପାଇଁ ରହିଛି ଧମାଧମ ଲାଭ, କେବେ ଚିନ୍ତା କରି ନ ଥିବେ

December 22, 2025

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025
Latest News

ନବମ ବିଜୁ ମାରାଥନ: ୧୨୦୦ ପ୍ରତିଯୋଗୀଙ୍କ ଅଂଶଗ୍ରହଣ

December 22, 2025

ଆଜି ସୋମବାରରେ ଏହି ସାତୋଟି ରାଶି ପାଇଁ ରହିଛି ଧମାଧମ ଲାଭ, କେବେ ଚିନ୍ତା କରି ନ ଥିବେ

December 22, 2025

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.