Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଟି ଓପନ୍‌ ଟେନିସ୍‌ : କ୍ବାର୍ଟର ଫାଇନାଲ୍‌ରେ ଆଣ୍ଡି ଏବଂ ଜେମି ମୁରେ
ଆଜିର ଖବର

ସିଟି ଓପନ୍‌ ଟେନିସ୍‌ : କ୍ବାର୍ଟର ଫାଇନାଲ୍‌ରେ ଆଣ୍ଡି ଏବଂ ଜେମି ମୁରେ

August 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସିଟି ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ଆଣ୍ଡି ମୁରେ ଏବଂ ଜେମି ମୁରେ । ସ୍କଟଲ୍ୟାଣ୍ଡର ମୁରେ ବ୍ରଦର୍ସ ନିକୋଲାସ ମାହୁତ ଏବଂ ଏଡୌରାଡ ରୋଜର ଭାସେଲିନ୍‌ଙ୍କୁ ପରାସ୍ତ କରି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି । 2016 ପରେ ପ୍ରଥମ ଥର ପାଇଁ ଏକତ୍ର ଖେଳୁଥିବା ଏହି ପୂର୍ବତନ ଏକ ନମ୍ବର ଯୋଡି 6-4,6-7 ଏବଂ 10-5 ସେଟରେ ମାହୁତ-ଭାସେଲିନ୍‌ ଯୋଡିକୁ ପରାସ୍ତ କରି କ୍ବାର୍ଟର ପ୍ରବେଶ କରିଛନ୍ତି । ବିଶ୍ବର ଶ୍ରେଷ୍ଠ 10 ମାନ୍ୟତାରେ ରହିଥିବା ଯୋଡିଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବାକୁ ମିଳିଥାଏ । ସେହିପରି ଏକକ ବର୍ଗରେ ଜନ୍‌ ଇସ୍ନର ହବେର୍ଟ ହୁର୍‌କାଜ୍‌ଙ୍କୁ 6-4, 6-4 ସେଟ୍‌ରେ ପରାସ୍ତ କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026

ପ୍ରିୟଙ୍କା ଗାନ୍ଧୀଙ୍କୁ ଖୋଲା ଚିଠି ଲେଖିଲେ ୨୧୫ ଭାଇସ-ଚାନ୍ସେଲର: ଜାଣନ୍ତୁ କାରଣ

July 30, 2026

ଲୋକସଭାରେ ପାରିତ ହେଲା ବନ୍ଦେ ମାତରମ୍ ବିଲ୍

July 30, 2026

ଖଡଗେଙ୍କ ମନୁସ୍ମୃତି ଉପରେ ବୟାନ ସଂସଦରେ ହଙ୍ଗମା: ବିରୋଧ କଲା ବିଜେପି

July 30, 2026
Latest News

ଲୋକସଭାରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ବିଶେଷାଧିକାର ଭଙ୍ଗ ନୋଟିସ୍

July 30, 2026

ମାନବ ଚାଲାଣର ମୁକାବିଲା, ମହିଳା ଓ ଶିଶୁ ସୁରକ୍ଷା ଏବଂ ଶୋଷଣ ପ୍ରତିରୋଧ କ୍ଷେତ୍ରକୁ ସୁଦୃଢ଼ ପାଇଁ ଆହ୍ଵାନ

July 30, 2026

କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ଓ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆଲୋଚନା

July 30, 2026

ଓଡ଼ିଶାରେ ପର୍ଯ୍ୟଟନର ବିକାଶ ପାଇଁ ୩୧୮ କୋଟିରୁ ଅଧିକ ଟଙ୍କା ମଞ୍ଜୁର: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ

July 30, 2026

ବାଙ୍କିପୁର ଉପନିର୍ବାଚନ: ବିଜେପି ନା ପ୍ରଶାନ୍ତ କିଶୋର?, ଆଶ୍ଚର୍ଯ୍ୟ କଲା ସର୍ଭେ

July 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.