Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»“ଘର ପରି ପାକିସ୍ତାନ”: ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ
ଆଜିର ଖବର

“ଘର ପରି ପାକିସ୍ତାନ”: ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ

September 19, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ
"ଘର ପରି ପାକିସ୍ତାନ": ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ବନ୍ଧୁ ସାମ ପିତ୍ରୋଦାଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ମୁଖ୍ୟ ଏବଂ ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ସାମ ପିତ୍ରୋଦା ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ ପାକିସ୍ତାନକୁ ପ୍ରଶଂସା କରିଛନ୍ତି। ପିତ୍ରୋଦା ବାଂଲାଦେଶ ଏବଂ ନେପାଳର ନାମ ମଧ୍ୟ ସାମିଲ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଏବଂ ବାଂଲାଦେଶକୁ ଘର ପରି ଅନୁଭବ କରନ୍ତି। ପିତ୍ରୋଦା ଭାରତକୁ ଏହାର ପଡ଼ୋଶୀମାନଙ୍କ ପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି।

IANS କୁ ସାମ ପିତ୍ରୋଦା କହିଛନ୍ତି ଯେ, “ମୁଁ ବିଶ୍ୱାସ କରେ ଆମର ବୈଦେଶିକ ନୀତି ପ୍ରଥମେ ଆମ ପଡ଼ୋଶୀ ଉପରେ କେନ୍ଦ୍ରିତ ହେବା ଉଚିତ। ଆମେ କ’ଣ ପ୍ରକୃତରେ ଆମର ପଡ଼ୋଶୀଙ୍କ ସହ ସମ୍ପର୍କ ଉନ୍ନତ କରିପାରିବୁ? ମୁଁ ପାକିସ୍ତାନ ଯାଇଛି, ଏବଂ ମୁଁ ଆପଣଙ୍କୁ କହିବାକୁ ଚାହୁଁଛି, ମୁଁ ସେଠାରେ ନିଜ ଘର ପରି ଅନୁଭବ କରିଛି। ମୁଁ ବାଂଲାଦେଶ ଯାଇଛି, ମୁଁ ନେପାଳ ଯାଇଛି, ଏବଂ ମୁଁ ସେଠାରେ ମଧ୍ୟ ନିଜ ଘର ପରି ଅନୁଭବ କରିଛି। ମୁଁ ବିଦେଶ ମାଟିରେ ଅଛି ବୋଲି ଅନୁଭବ କରୁନାହିଁ।”

ପୂର୍ବରୁ ମଧ୍ୟ ବିବାଦୀୟ ବୟାନ ଦେଇଛନ୍ତି ସାମ ପିତ୍ରୋଦା:

ସାମ ସାମ ପିତ୍ରୋଦାଙ୍କ ବୟାନ ପୁଣି ଥରେ କଂଗ୍ରେସ ଦଳକୁ ଆହୁରି ଅସୁବିଧାରେ ପକାଇପାରେ। ଭାରତୀୟ ଜନତା ପାର୍ଟି କଂଗ୍ରେସ ଦଳକୁ ପୂର୍ବରୁ ରାଷ୍ଟ୍ର ବିରୋଧୀ ବୋଲି କହିସାରିଛି। ଏବେ, ବିଜେପି ଏହି ବିବୃତ୍ତିରୁ ଫାଇଦା ଉଠାଇବାକୁ ଚେଷ୍ଟା କରିବ। ଏହା ପ୍ରଥମ ଥର ନୁହେଁ ଯେ, ସାମ ପିତ୍ରୋଦା ବିବାଦୀୟ ବୟାନ ଦେଇଛନ୍ତି। ପୂର୍ବରୁ ସେ ୧୯୮୪ ଶିଖ ଦଙ୍ଗା ଉପରେ ମନ୍ତବ୍ୟ ଦେଇ ଅସୁବିଧାରେ ପଡ଼ିଥିଲେ। ସାମ ପିତ୍ରୋଦା ଦଙ୍ଗା ବିଷୟରେ କହିଥିଲେ ଯେ, “ଯାହା ହେଲା, ହେଲା।”

Congress india pakistan rahul gandhi Sam pitroda
Share. Facebook Twitter LinkedIn Email WhatsApp Copy Link

Related Posts

ଆଉ ଜନ୍ତର ମନ୍ତରରେ ହେବ ନାହିଁ ପ୍ରତିବାଦ: ଏହି ୩ ଟି ସ୍ଥାନକୁ ଚୂଡ଼ାନ୍ତ କଲା ଗୃହ ମନ୍ତ୍ରଣାଳୟ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ସୁପ୍ରିମକୋର୍ଟରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଆବେଦନ ଦାଖଲ କରିବେ ରାହୁଲ ଗାନ୍ଧୀ

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026
Latest News

ଆଉ ଜନ୍ତର ମନ୍ତରରେ ହେବ ନାହିଁ ପ୍ରତିବାଦ: ଏହି ୩ ଟି ସ୍ଥାନକୁ ଚୂଡ଼ାନ୍ତ କଲା ଗୃହ ମନ୍ତ୍ରଣାଳୟ

October 12, 2026

ରକ୍ତଚାପ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

October 12, 2026

ସୁପ୍ରିମକୋର୍ଟରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଆବେଦନ ଦାଖଲ କରିବେ ରାହୁଲ ଗାନ୍ଧୀ

October 12, 2026

ଦିଲ୍ଲୀ ପ୍ରତିବାଦ: ଧାରା ୨୧ କ’ଣ କହୁଛି? ଗୋପାଳନରୁ ମାନେକା ଗାନ୍ଧୀ ଯାଏଁ ବଦଳିଛି ନ୍ୟାୟର ପରିଭାଷା

October 12, 2026

ହାଇୱା ଗାଡ଼ି ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ

October 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.