Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହେଲେ ଚିତ୍ତରଞ୍ଜନ ମିଶ୍ର
ଆଜିର ଖବର

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହେଲେ ଚିତ୍ତରଞ୍ଜନ ମିଶ୍ର

September 20, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର
ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହେଲେ ଚିତ୍ତରଞ୍ଜନ ମିଶ୍ର

ରଣପୁର: ନୟାଗଡ ଜିଲ୍ଳା ରଣପୁର ବ୍ଲକର ଭେରୁପଡା ଗ୍ରାମବାସୀ ବସନ୍ତ କୁମାର ମିଶ୍ର ଓ ସୁବାସିନୀ ମିଶ୍ରଙ୍କ ପୁତ୍ର ଏବଂ ଖୋର୍ଦ୍ଧା ଜିଲ୍ଳା ବେଗୁନିଆ ବ୍ଲକ ଅଧିନସ୍ଥ ସିକୋ ଚନ୍ଦ୍ରଶେଖରପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କୃତି ଶିକ୍ଷକ ଚିତ୍ତରଞ୍ଜନ ମିଶ୍ରଙ୍କୁ ଗୁରୁଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ପୁରସ୍କାର ବିତରଣୀ ସଭାରେ ଜିଲ୍ଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ସଭାପତିତ୍ୱ କରିଥିଲେ।

ଏହି ସମାରୋହରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀ ରାଣୀ ଗୁମାନସିଂ, ଖୋର୍ଦ୍ଧା ପୌରାଧ୍ୟକ୍ଷା ଲକ୍ଷ୍ମୀ ମହାନ୍ତି, ସହ-ଜିଲ୍ଲା ଶିକ୍ଷା ଅଧିକାରୀ ବିଜୟ ବେହେରା, ବେଗୁନିଆର ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ଲେଙ୍କା, ଡାଇଏଟ୍‌ ଅଧ୍ୟକ୍ଷ ଡା. ତାପସ ନାୟକ ପ୍ରମୁଖ ଅତିଥିମାନେ ଯୋଗଦେଇଥିଲେ।

ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନ ମିଳିଥିବାରୁ ସମଗ୍ର ଅଞ୍ଚଳରେ ଗର୍ବର ଲହରୀ ବିସ୍ତାରିତ ହୋଇଛି। ବିଭିନ୍ନ ମହଲରୁ ତାଙ୍କୁ ଅଭିନନ୍ଦନ ଜଣାଯାଇ ସ୍ଵାଗତ କରାଯାଇଛି।

ଚିତ୍ତରଞ୍ଜନ ମିଶ୍ର ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୧୧ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଲୋଚନାଚକ୍ର

September 20, 2025

ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମରେ ‘ମାଙ୍କ ନାମରେ ଗଛଟିଏ’ ସଚେତନତା କାର୍ଯ୍ୟକ୍ରମ

September 20, 2025

ଭାରତ-ଅଷ୍ଟ୍ରେଲିଆ ODI ସିରିଜର ନିର୍ଣ୍ଣାୟକ ମ୍ୟାଚ୍: ଟିମ ଇଣ୍ଡିଆ ପାଇଁ ୪୧୨ ରନ ଲକ୍ଷ୍ୟ ଦେଲା କଙ୍ଗାରୁ ଦଳ

September 20, 2025

ସରକାର ପରିବର୍ତ୍ତନ କରିବାରେ ‘ନିର୍ଭୟ’ ର ଭୂମିକା ଥିଲା ସର୍ବାଗ୍ରେ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

September 20, 2025
Latest News

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହେଲେ ଚିତ୍ତରଞ୍ଜନ ମିଶ୍ର

September 20, 2025

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୧୧ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଲୋଚନାଚକ୍ର

September 20, 2025

‘ନିର୍ଭରଶୀଳତା ହେଉଛି ସବୁଠାରୁ ବଡ଼ ଶତ୍ରୁ’, ଟ୍ରମ୍ପଙ୍କୁ ମୋଦୀଙ୍କ ସିଧାସଳଖ ବାର୍ତ୍ତା!

September 20, 2025

ବନ୍ଧୁଗାଁ ବ୍ଲକ ଆଲମଣ୍ଡା ଗ୍ରାମରେ ‘ମାଙ୍କ ନାମରେ ଗଛଟିଏ’ ସଚେତନତା କାର୍ଯ୍ୟକ୍ରମ

September 20, 2025

ଭାରତ-ଅଷ୍ଟ୍ରେଲିଆ ODI ସିରିଜର ନିର୍ଣ୍ଣାୟକ ମ୍ୟାଚ୍: ଟିମ ଇଣ୍ଡିଆ ପାଇଁ ୪୧୨ ରନ ଲକ୍ଷ୍ୟ ଦେଲା କଙ୍ଗାରୁ ଦଳ

September 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.