Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେଲେ ଆଚାର୍ଯ୍ୟ ବାଲକୃଷ୍ଣ: ପତଞ୍ଜଳି ର ଦାବି
ଆଜିର ଖବର

ବିଶ୍ୱର ଶ୍ରେଷ୍ଠ ବୈଜ୍ଞାନିକଙ୍କ ତାଲିକାରେ ସାମିଲ ହେଲେ ଆଚାର୍ଯ୍ୟ ବାଲକୃଷ୍ଣ: ପତଞ୍ଜଳି ର ଦାବି

September 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Baba Ramdev, Acharya Balkrishna, PATANJALI,
ବୈଜ୍ଞାନିକଙ୍କ ତାଲିକାରେ ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସାମିଲ

ନୂଆଦିଲ୍ଲୀ; ଆମେରିକାର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଗବେଷକ ସମୂହ ଏବଂ ବିଶ୍ୱ ପ୍ରସିଦ୍ଧ ପ୍ରକାଶକ ଏଲସେଭିୟର ଦ୍ୱାରା ପ୍ରକାଶିତ ବିଶ୍ୱର ଶ୍ରେଷ୍ଠ ଦୁଇ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ପତଞ୍ଜଳି ଆୟୁର୍ବେଦର ସିଇଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କୁ ସାମିଲ କରାଯାଇଛି। ପତଞ୍ଜଳି ରିସର୍ଚ୍ଚ ଫାଉଣ୍ଡେସନ୍ ଦ୍ୱାରା ଏହି ଦାବି କରାଯାଇଛି। ଫାଉଣ୍ଡେସନ୍ କହିଛି ଯେ, ଏହି ସଫଳତାର ଐତିହାସିକ ପୁନରାବୃତ୍ତି କେବଳ ବ୍ୟକ୍ତିଗତ ଭାବରେ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ପାଇଁ ନୁହେଁ, ବରଂ ପତଞ୍ଜଳି, ଆୟୁର୍ବେଦ ଏବଂ ସମଗ୍ର ଦେଶ ପାଇଁ ମଧ୍ୟ ଆନନ୍ଦର ବିଷୟ।

ପତଞ୍ଜଳି କହିଛି ଯେ, “ପ୍ରମାଣ-ଆଧାରିତ ବୈଜ୍ଞାନିକ ପଦ୍ଧତି ମାଧ୍ୟମରେ ଭାରତର ଅନନ୍ତ ଜ୍ଞାନକୁ ପ୍ରମାଣିତ କରି, ଆଚାର୍ଯ୍ୟ ବାଲକୃଷ୍ଣ ପ୍ରମାଣ କରିଛନ୍ତି ଯେ, ଦୃଢ଼ ଇଚ୍ଛାଶକ୍ତି ଥିଲେ କିଛି ଅସମ୍ଭବ ନୁହେଁ।” ପତଞ୍ଜଳି ଆହୁରି କହିଛି ଯେ, “ତାଙ୍କର ଗବେଷଣା ବିଶ୍ୱର ବୈଜ୍ଞାନିକମାନଙ୍କ ପାଇଁ ପ୍ରାକୃତିକ ଔଷଧି ଉପରେ ଭବିଷ୍ୟତର ଗବେଷଣା ପାଇଁ ପଥ ପ୍ରଶସ୍ତ କରିବ।”

Acharya Balkrishna Baba Ramdev patanjali
Share. Facebook Twitter LinkedIn Email WhatsApp Copy Link

Related Posts

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

August 25, 2026

୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

August 25, 2026
Latest News

୧୯୫ କେଜି ଗଞ୍ଜେଇ ଜବତ

August 25, 2026

ଛୁରି ଦେଖାଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୫ ମାସର ଗର୍ଭବତୀ

August 25, 2026

ଦେଶବ୍ୟାପୀ ଆୟୋଜିତ ହେବ “ଖେଲୋ ଇଣ୍ଡିଆ ଡାଏଲଗ୍”

August 25, 2026

୩୦ରେ ନିଟ୍‌-ପିଜି ପରୀକ୍ଷା: ଆଜିଠୁ ମିଳିବ ଆଡ୍‌ମିଟ୍ କାର୍ଡ

August 25, 2026

ଜାତୀୟ ଚମ୍ପିୟାନସିପ: ବ୍ରହ୍ମପୁର କରାଟେ ଏକାଡେମୀର ଅଭୁତପୂର୍ବ ସଫଳତା

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.