Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ TPCODL ର ଇଂଜିନିୟର
ଆଜିର ଖବର

ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ TPCODL ର ଇଂଜିନିୟର

September 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଲାଞ୍ଚ ନେଲା ବେଳେ
ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଟାଟା ପାୱାର ଇଂଜିନିୟର

ଭୁବନେଶ୍ବର: ଆଜି ଓଡିଶା ଭିଜିଲାନ୍ସ ଜଣେ ଟାଟା ପାୱାର ଇଂଜିନିୟର ଲାଞ୍ଚ ନେଲା ବେଳେ ଧରାପଡିଛନ୍ତି। ତାଙ୍କ ନାମ ହେଉଛି ତୁଷାରକାନ୍ତ ରାୟ। ସେ TPCODL ର କାର୍ଯ୍ୟନିର୍ବାହୀ ଇଂଜିନିୟର ଅଛନ୍ତି। ସେ ଏକ ଆପାର୍ଟମେଣ୍ଟରେ ସବଷ୍ଟେସନ ବସାଇବା ପାଇଁ ଜଣେ ଇଲେଟ୍ରିକାଲ କଣ୍ଟ୍ରାକ୍ଟଠାରୁ ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଦ୍ବାରା ଧରାପଡିଛନ୍ତି।

ଘଟଣାରୁ ଜଣାପଡିଛି ଯେ, ତୁଷାରକାନ୍ତ ଭୁବନେଶ୍ବରରେ ଏକ ଆପାର୍ଟମେଣ୍ଟରେ ବିଦ୍ୟୁତ ସଂଯୋଗ ପାଇଁ ସବଷ୍ଟେସନ ବସାଇବା ପାଇଁ 20 ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଯୋଜନା ମୁତାବିକ ସେହି କଣ୍ଟ୍ରାକ୍ଟର ତାଙ୍କୁ ଲାଞ୍ଚ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏହାପରେ ଖୋଳତାଡ କରିବାରୁ ତାଙ୍କ ପାଖରୁ ₹9,53,200 ଟଙ୍କା ଏବଂ ସୁନା ଜିନିଷ ଜବତ କରାଯାଇଛି। ଏ ନେଇ ଭିଜିଲାନ୍ସ ତରଫରୁ ଅଧିକ ଖୋଳତାଡ କରାଯାଉଛି।

( ଏଥିରେ ଥିବା ଫଟୋ ଭିଜିଲାନ୍ସ ଦ୍ବାରା ପ୍ରଦାନ କରାଯାଇଛି।)

SUM Hospital: Organs of Brain-Dead Patient Sent for Transplants

TPCODL VIGILANCE ଇଲଟ୍ରିକାଲ ଇଂଜିନିୟର ଭିଜିଲାନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

କାଶ୍ମୀର: ସାଇବର ଠକେଇ ସହିତ ଜଡିତ ୨୨ ଟି ସ୍ଥାନରେ CIK ର ବଡ଼ ଧରଣର ଚଢାଉ

January 7, 2026

ମାଲେସିଆ ଓପନ୍ ସୁପର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତର ପିଭି ସିନ୍ଧୁ

January 7, 2026

ପୁରୁଣା ଦିଲ୍ଲୀରେ ବେଆଇନ ନିର୍ମାଣ ଭଙ୍ଗା ଅଭିଯାନରେ ପଥର ଫିଙ୍ଗା ମାମଲା: ପାଞ୍ଚ ଅଟକ

January 7, 2026

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ସହିତ ମେଣ୍ଟ ଘୋଷଣା କଲା ପିଏମକେ

January 7, 2026
Latest News

କାଶ୍ମୀର: ସାଇବର ଠକେଇ ସହିତ ଜଡିତ ୨୨ ଟି ସ୍ଥାନରେ CIK ର ବଡ଼ ଧରଣର ଚଢାଉ

January 7, 2026

ମାଲେସିଆ ଓପନ୍ ସୁପର ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ: ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଲେ ଭାରତର ପିଭି ସିନ୍ଧୁ

January 7, 2026

ପୁରୁଣା ଦିଲ୍ଲୀରେ ବେଆଇନ ନିର୍ମାଣ ଭଙ୍ଗା ଅଭିଯାନରେ ପଥର ଫିଙ୍ଗା ମାମଲା: ପାଞ୍ଚ ଅଟକ

January 7, 2026

ତାମିଲନାଡୁ ବିଧାନସଭା ନିର୍ବାଚନ ପୂର୍ବରୁ ଏନଡିଏ ସହିତ ମେଣ୍ଟ ଘୋଷଣା କଲା ପିଏମକେ

January 7, 2026

ବାଂଲାଦେଶକୁ ବଡ଼ ଝଟକା ଦେଲା ଆଇସିସି, ଭାରତରୁ ମ୍ୟାଚ୍ ସ୍ଥାନାନ୍ତର କରିବାର ଦାବିକୁ କଲା ପ୍ରତ୍ୟାଖ୍ୟାନ

January 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.