Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ହେବ? ସଭାପତି ମନମୋହନ ସାମଲ କହିଲେ..
ଆଜିର ଖବର

ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ହେବ? ସଭାପତି ମନମୋହନ ସାମଲ କହିଲେ..

September 28, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ
ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ହେବ? ସଭାପତି ମନମୋହନ ସାମଲ କହିଲେ..

ଭୁବନେଶ୍ବର: ନୂଆପଡା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବ। ହେଲେ କେବ ହେବ ତାହା ଘୋଷଣା କରାଯାଇ ନାହିଁ। କିନ୍ତୁ ସେହି ଉପନିର୍ବାଚନରେ କେଉଁଦଳରୁ କିଏ ପ୍ରାର୍ଥୀ ହେବ ସେ ନେଇ ଆଶା ଆଶଙ୍କା ଲାଗିରହିଛି। ବିଜେଡି ତରଫରୁ ରାଜେନ୍ଦ୍ର ଢୋଲକିଆଙ୍କ ପୁତ୍ର ଜୟ ଢୋଲକିଆ ପ୍ରାର୍ଥୀ ହେବେ। ଏ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୁଆଡେ ତାଙ୍କୁ ସବୁଡ ସଙ୍କେତ ଦେଇସାରିଲେଣି। ସେହିପରି କଂଗ୍ରେସରୁ ଘାସିରାମ ମାଝୀ ଛିଡା ହେବାର ସମ୍ଭାବନା ରହିଛି।

ଏପରି ପରିସ୍ଥିତିରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଏକ ବିବୃତି ଦେଶ ଚର୍ଚ୍ଚାକୁ ଆସିଛି। ତାହା ହେଲା ଯେ, ବିଜେପି ନୂଆପଡାରେ ଜିତିବ। ଆଜି ଏକ ସାକ୍ଷାତକାରରେ ସାମଲ କହିଛନ୍ତି ଯେ, ନୂଆପଡା ଲୋକେ ଚାହୁଁଛନ୍ତି ସେଠାରେ ବିଜେପି ଆସୁ। ସେହି ଅଞ୍ଚଳର ଯେପରି ବିକାଶ ହେବାକଥା ତାହା ହୋଇପାରି ନାହିଁ। ସେଠାରେ ବିଜେପି ଆସିବ ଆମେ ଯଶ୍ବସୀ ହେବୁ ବୋଲି କହିଛନ୍ତି। ତେବେ ସେଠାରେ ଦଳରୁ କିଏ ପ୍ରାର୍ଥୀ ହେବ ପ୍ରଶ୍ନରେ କହିଛନ୍ତି ଯେ, ଆମର ସଂସଦୀୟ କମିଟ ତାହା ସ୍ଥିର କରିବ।

AYURFARM 2025 Certificate Course on Medicinal Herb Cultivation

Nuapada Byelection ନୂଆପଡାରେ ବିଜେପିରୁ କିଏ ପ୍ରାର୍ଥୀ ବିଜେପି ପ୍ରାର୍ଥୀ ମନମୋହନ ସାମଲ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026
Latest News

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ ସରକାରଙ୍କ ସଚିବମାନଙ୍କ ତୃତୀୟ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ

August 21, 2026

କ୍ରମାଗତ ପଞ୍ଚମ ଦିନ ପାଇଁ ଖୋଲା ଆକାଶତଳେ ଶିକ୍ଷକ, ଅଧ୍ୟାପକ ଓ ଶିକ୍ଷାକର୍ମଚାରୀ

August 21, 2026

ଦକ୍ଷିଣ କ୍ଷେତ୍ରୀୟ ପରିଷଦର ୩୧ତମ ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

August 21, 2026

ରାଶିଫଳ: ଅଗଷ୍ଟ ୨୧ ତାରିଖ ଶୁକ୍ରବାରରେ ଏହି ପାଞ୍ଚୋଟି ରାଶି ଉପରେ ଲାଗିରହିବ ସମସ୍ୟା

August 21, 2026

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.