Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବସ୍ତାନି ଆଇନ୍‌ କଡାକଡି ଲାଗୁ ହେବ  : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ
ଆଜିର ଖବର

ବସ୍ତାନି ଆଇନ୍‌ କଡାକଡି ଲାଗୁ ହେବ  : ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

August 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସ୍କୁଲ ପିଲାଙ୍କ ବସ୍ତାନି ବୋଝ ପ୍ରସଙ୍ଗରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ  ସମୀର ଦାଶ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ବ୍ୟାଗ୍‌ ବୋଝରେ କୋମଳମତି ଶିଶୁମାନେ ଭାରସାମ୍ୟ ହରାଇ ବସୁଛନ୍ତି । ଏ ସମ୍ପର୍କିତ ଆଇନ୍‌କୁ କଡାକଡି ଲାଗୁ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆଜିଠାରୁ ଜିଲ୍ଲାପାଳମାନେ ସ୍କ୍ବାର୍ଡ ଜରିଆରେ ଏହାର ତଦାରଖ କରିବେ । ନିଜେ ସ୍କୁଲ ବୁଲି ଏ ସମ୍ପର୍କରେ ତଦାରଖ କରିବେ ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ବ୍ୟାଗ୍‌ ଓଜନକୁ ନେଇ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଯେଉଁ ନିର୍ଦ୍ଦେଶାବଳୀ (ଗାଇଡ୍‌ ଲାଇନ) ରହିଛି ତାକୁ ପାଳନ କରିବା ପାଇଁ ରାଜ୍ୟ ସରକାର କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌: ୫୨୦ ଅଭିଯୁକ୍ତ ଗିରଫ

May 30, 2026

ବିଜେଡିର କଡା ପଦକ୍ଷେପ, ବ୍ଲକ ଅଧ୍ୟକ୍ଷଙ୍କୁ କରାଗଲା ନିଲମ୍ବନ

May 30, 2026

Kalahandi Septic Tank Tragedy: ଓଡିଶା ସରକାରଙ୍କୁ ନୋଟିସ କଲେ ଏନଏଚଆରସି

May 30, 2026

‘ସମଗ୍ର ଶିକ୍ଷା ଅଭିଯାନ’ର ସମୀକ୍ଷା କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

May 30, 2026
Latest News

ଓଡ଼ିଶା ପୋଲିସର ରାଜ୍ୟବ୍ୟାପୀ ସ୍ପେଶାଲ ଡ୍ରାଇଭ୍‌: ୫୨୦ ଅଭିଯୁକ୍ତ ଗିରଫ

May 30, 2026

ବିଜେଡିର କଡା ପଦକ୍ଷେପ, ବ୍ଲକ ଅଧ୍ୟକ୍ଷଙ୍କୁ କରାଗଲା ନିଲମ୍ବନ

May 30, 2026

ମସ୍ତିଷ୍କକୁ ନଷ୍ଟ କରୁଛି ମୋବାଇଲ୍ ଫୋନ୍ ନିଶା: କମ କରନ୍ତୁ ସ୍କ୍ରିନ ଟାଇମ

May 30, 2026

Kalahandi Septic Tank Tragedy: ଓଡିଶା ସରକାରଙ୍କୁ ନୋଟିସ କଲେ ଏନଏଚଆରସି

May 30, 2026

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.