Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁସଲମାନ ମହିଳାଙ୍କ ପ୍ରତି ଅପମାନ ଜନକ ମନ୍ତବ୍ୟ ପ୍ରସଙ୍ଗ : ଗୃହରେ ଦୁଃଖ ପ୍ରକାଶ କଲେ ବିଷ୍ଣୁ ସେଠୀ
ଆଜିର ଖବର

ମୁସଲମାନ ମହିଳାଙ୍କ ପ୍ରତି ଅପମାନ ଜନକ ମନ୍ତବ୍ୟ ପ୍ରସଙ୍ଗ : ଗୃହରେ ଦୁଃଖ ପ୍ରକାଶ କଲେ ବିଷ୍ଣୁ ସେଠୀ

August 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିଜର ମନ୍ତବ୍ୟ ପାଇଁ ଗୃହରେ ଦୁଃଖ ପ୍ରକାଶ କଲେ ବିଧାୟକ ବିଷ୍ଣୁ ସେଠୀ । ଦୁଃଖ ପ୍ରକାଶ ସହ ଗୃହର ବିବରଣୀରୁ ବାଦ୍‌ ଦେବାକୁ ଅନୁରୋଧ କରିଛନ୍ତି । ମୁଁ ଉଦ୍ଦେଶ୍ୟମୂଳକ ଭାବେ କହି ନଥିଲି ବୋଲି କହିଛନ୍ତି ବିଷ୍ଣୁ । ବିଷ୍ଣୁଙ୍କ ଦୁଃଖ ପ୍ରକାଶ ପରେ ରୁଲିଂ ଦେଲେ ବାଚସ୍ପତି । ବିଧାନସଭା ବିବରଣୀରୁ ବାଦ୍‌ ଦେବାକୁ ମଧ୍ୟ ବାଚସ୍ପତି ରୁଲିଂ ଦେଇଛନ୍ତି । ମିଡିଆ ମଧ୍ୟ  ଏ ସମ୍ପର୍କିତ ଖବର ଆଉ ପ୍ରକାଶ ନ କରିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗତକାଲି ବିଷ୍ଣୁ ସେଠୀ ସଂସଦରେ ତିନି ତଲାକ ବିଲ୍‌ ପାରିତ ହେବା ନେଇ ବିଧାନସଭା ଗୃହରେ ମନ୍ତବ୍ୟ ରଖୁଥିଲେ । ଏହି ସମୟରେ ସେ ଟ୍ରିପଲ୍‌ ତଲାକ୍‌ ପାଇଥିବା ମସୁଲମାନ ମହିଳାଙ୍କ ପ୍ରତି କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ କେନ୍ଦ୍ର କରି କଂଗ୍ରେସ ଓ ବିଜେଡ଼ି କର୍ମୀ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଆଜି ମଧ୍ୟ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ହଙ୍ଗମା କରିଥିବାବେଳେ ବିଷ୍ଣୁଙ୍କ କ୍ଷମା ମାଗିବାକୁ ଦାବି କରାଯାଇଥିଲା । କଂଗ୍ରେସର ହୋହଲ୍ଲା ଓ ନାରାବାଜି ପାଇଁ ବାଚସ୍ପତି ଏକ ଘଣ୍ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁ ଗସ୍ତରେ ଯାଇ ଜୋହ କ୍ୟାମ୍ପସ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 21, 2025

ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହୋଇଛି ଭାରତ ପଲ୍ୟୁଟ୍ରି ଏକ୍ସପୋ-୨୦୨୫

September 21, 2025

ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟଝୁଡ଼ି ବିତରଣ କଲେ ରାଜ୍ୟପାଳ

September 21, 2025

ଭୁବନେଶ୍ୱର – ବ୍ରହ୍ମପୁର ରେଳ ସେକ୍ସନରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ନିରୀକ୍ଷଣ

September 21, 2025
Latest News

ତାମିଲନାଡୁ ଗସ୍ତରେ ଯାଇ ଜୋହ କ୍ୟାମ୍ପସ ପରିଦର୍ଶନ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

September 21, 2025

ଓଡ଼ିଶାରେ ପ୍ରଥମ ଥର ଅନୁଷ୍ଠିତ ହୋଇଛି ଭାରତ ପଲ୍ୟୁଟ୍ରି ଏକ୍ସପୋ-୨୦୨୫

September 21, 2025

ଯକ୍ଷ୍ମା ରୋଗୀମାନଙ୍କୁ ଖାଦ୍ୟଝୁଡ଼ି ବିତରଣ କଲେ ରାଜ୍ୟପାଳ

September 21, 2025

ଭୁବନେଶ୍ୱର – ବ୍ରହ୍ମପୁର ରେଳ ସେକ୍ସନରେ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ନିରୀକ୍ଷଣ

September 21, 2025

ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକଙ୍କ ତାଲିକାରେ ସୋଆର ୪୧ ଗବେଷକ

September 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.