Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମୁସଲମାନ ମହିଳାଙ୍କ ପ୍ରତି ଅପମାନ ଜନକ ମନ୍ତବ୍ୟ ପ୍ରସଙ୍ଗ : ଗୃହରେ ଦୁଃଖ ପ୍ରକାଶ କଲେ ବିଷ୍ଣୁ ସେଠୀ
ଆଜିର ଖବର

ମୁସଲମାନ ମହିଳାଙ୍କ ପ୍ରତି ଅପମାନ ଜନକ ମନ୍ତବ୍ୟ ପ୍ରସଙ୍ଗ : ଗୃହରେ ଦୁଃଖ ପ୍ରକାଶ କଲେ ବିଷ୍ଣୁ ସେଠୀ

August 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ନିଜର ମନ୍ତବ୍ୟ ପାଇଁ ଗୃହରେ ଦୁଃଖ ପ୍ରକାଶ କଲେ ବିଧାୟକ ବିଷ୍ଣୁ ସେଠୀ । ଦୁଃଖ ପ୍ରକାଶ ସହ ଗୃହର ବିବରଣୀରୁ ବାଦ୍‌ ଦେବାକୁ ଅନୁରୋଧ କରିଛନ୍ତି । ମୁଁ ଉଦ୍ଦେଶ୍ୟମୂଳକ ଭାବେ କହି ନଥିଲି ବୋଲି କହିଛନ୍ତି ବିଷ୍ଣୁ । ବିଷ୍ଣୁଙ୍କ ଦୁଃଖ ପ୍ରକାଶ ପରେ ରୁଲିଂ ଦେଲେ ବାଚସ୍ପତି । ବିଧାନସଭା ବିବରଣୀରୁ ବାଦ୍‌ ଦେବାକୁ ମଧ୍ୟ ବାଚସ୍ପତି ରୁଲିଂ ଦେଇଛନ୍ତି । ମିଡିଆ ମଧ୍ୟ  ଏ ସମ୍ପର୍କିତ ଖବର ଆଉ ପ୍ରକାଶ ନ କରିବାକୁ ରୁଲିଂ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗତକାଲି ବିଷ୍ଣୁ ସେଠୀ ସଂସଦରେ ତିନି ତଲାକ ବିଲ୍‌ ପାରିତ ହେବା ନେଇ ବିଧାନସଭା ଗୃହରେ ମନ୍ତବ୍ୟ ରଖୁଥିଲେ । ଏହି ସମୟରେ ସେ ଟ୍ରିପଲ୍‌ ତଲାକ୍‌ ପାଇଥିବା ମସୁଲମାନ ମହିଳାଙ୍କ ପ୍ରତି କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ଯାହାକୁ କେନ୍ଦ୍ର କରି କଂଗ୍ରେସ ଓ ବିଜେଡ଼ି କର୍ମୀ ହଙ୍ଗାମା ଆରମ୍ଭ କରି ଦେଇଥିଲେ । ଆଜି ମଧ୍ୟ ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ ହଙ୍ଗମା କରିଥିବାବେଳେ ବିଷ୍ଣୁଙ୍କ କ୍ଷମା ମାଗିବାକୁ ଦାବି କରାଯାଇଥିଲା । କଂଗ୍ରେସର ହୋହଲ୍ଲା ଓ ନାରାବାଜି ପାଇଁ ବାଚସ୍ପତି ଏକ ଘଣ୍ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ସିରିଜ: IPL ଛାଡିବେ କି କଙ୍ଗାରୁ ଖେଳାଳି?, ଜାଣନ୍ତୁ ଅପଡେଟ୍

May 7, 2026

X ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା

May 7, 2026

ବିଜେପିରେ ଯୋଗଦେବେ ପ୍ରିୟଙ୍କା ଚତୁର୍ବେଦୀ?: ସ୍ପଷ୍ଟ କଲେ ଶିବସେନା (UBT) ନେତ୍ରୀ

May 7, 2026

ବିଜୟଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ: ସରକାର ଗଠନ ପାଇଁ ଟିଭିକେ ସମ୍ମୁଖରେ ସର୍ତ୍ତ ରଖିଲେ ରାଜ୍ୟପାଳ

May 7, 2026
Latest News

ପାକିସ୍ତାନ ବିପକ୍ଷରେ ଅଷ୍ଟ୍ରେଲିଆର ଦିନିକିଆ ସିରିଜ: IPL ଛାଡିବେ କି କଙ୍ଗାରୁ ଖେଳାଳି?, ଜାଣନ୍ତୁ ଅପଡେଟ୍

May 7, 2026

ଶେଷ ହେଲା ତାମିଲନାଡୁ ସସ୍ପେନ୍ସ!: ‘ବିଜୟ’ ସରକାର ପାଇଁ ସବୁଜ ସଙ୍କେତ ଦେଲେ ରାଜ୍ୟପାଳ

May 7, 2026

X ଆକାଉଣ୍ଟର ପ୍ରୋଫାଇଲ୍ ଫଟୋ ପରିବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ ମୋଦୀ: ପାକିସ୍ତାନକୁ ଦେଲେ କଡ଼ା ବାର୍ତ୍ତା

May 7, 2026

ବିଜେପିରେ ଯୋଗଦେବେ ପ୍ରିୟଙ୍କା ଚତୁର୍ବେଦୀ?: ସ୍ପଷ୍ଟ କଲେ ଶିବସେନା (UBT) ନେତ୍ରୀ

May 7, 2026

ବିଜୟଙ୍କ ଶପଥ ଗ୍ରହଣ ଉତ୍ସବ ସ୍ଥଗିତ: ସରକାର ଗଠନ ପାଇଁ ଟିଭିକେ ସମ୍ମୁଖରେ ସର୍ତ୍ତ ରଖିଲେ ରାଜ୍ୟପାଳ

May 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.