Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଚାଷୀ ପାଇଁ ମୁହାଁ ମୁହିଁ ହେଲେ କୃଷିମନ୍ତ୍ରୀ ଅରୁଣ ସାହୁ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର
ଆଜିର ଖବର

ଚାଷୀ ପାଇଁ ମୁହାଁ ମୁହିଁ ହେଲେ କୃଷିମନ୍ତ୍ରୀ ଅରୁଣ ସାହୁ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର

August 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆଜି ବିଧାନସଭାରେ ଚାଷୀମୃତ୍ୟକୁ ନେଇ ଆଲୋଚନା ସରଗରମ ହୋଇଛି । ଚାଷୀ ମୃତ୍ୟୁ ସମ୍ପର୍କିତ ମୁଲତବୀ ଆଲୋଚନା ବେଳେ ମୁହାଁମୁହିଁ ହୋଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ ଓ କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ରାଜ୍ୟରେ ଚାଷୀ ଆତ୍ମହତ୍ୟା ଅଭିଯୋଗର ସତ୍ୟତା ନାହିଁ କହିଲେ ଅରୁଣ ସାହୁ । ମନ୍ତ୍ରୀଙ୍କ ଉକ୍ତିର ଖୋଲା ଚ୍ୟାଲେଞ୍ଜ କରିଛନ୍ତି ନରସିଂହ ମିଶ୍ର । ପ୍ରତି ଚାଷୀ ମୃତ୍ୟୁର ତଦନ୍ତ ରିପୋର୍ଟ ଜିଲ୍ଲାସ୍ତରରୁ ଆସିଥାଏ ବୋଲି କହିଛନ୍ତି ନରସିଂହ ମିଶ୍ର । ସରକାର ସମସ୍ତ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର । ଚାଷୀ ଆତ୍ମହତ୍ୟା କରୁଥିବା ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମାନିଥିଲେ । ସରକାର ସମ୍ବିଧାନ ଓ ଆଇନ୍‌କୁ ଉଲ୍ଲଂଘନ କରୁଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର । ମୁଲତବୀ ଆଲୋଚନା ବେଳେ ପୋଡ଼ିୟମ୍‌ ପାଖରେ ବିଜେପି ସଦସ୍ୟ ହୋହଲ୍ଲା  କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ICC Test Ranking: ଜାଣନ୍ତୁ ଶୀର୍ଷ ୧୦ ରେ କେତେଜଣ ଭାରତୀୟ?

August 20, 2026

ବିଦ୍ୟୁତ୍ ତାର ନେଲା ଏକବର୍ଷର ଶିଶୁପୁତ୍ରର ଜୀବନ

August 20, 2026

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026

ଶସ୍ତା ହେଲା ସୁନା ଏବଂ ରୂପା: ଜାଣନ୍ତୁ ଅଗଷ୍ଟ 20 ରେ କେତେ ରହିଛି ମୂଲ୍ୟ?

August 20, 2026
Latest News

“ଆରଏସଏସକୁ ବ୍ୟାନ୍ କର”: USCIRFର ମୁଖ୍ୟଙ୍କ ବଡ଼ ଦାବି

August 20, 2026

ICC Test Ranking: ଜାଣନ୍ତୁ ଶୀର୍ଷ ୧୦ ରେ କେତେଜଣ ଭାରତୀୟ?

August 20, 2026

ବିଦ୍ୟୁତ୍ ତାର ନେଲା ଏକବର୍ଷର ଶିଶୁପୁତ୍ରର ଜୀବନ

August 20, 2026

ଏବେ ଲୋକସଭା ଆସନ ପାଇଁ ବଡ଼ ନିଷ୍ପତ୍ତି ନେଲା କଂଗ୍ରେସ: ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ପ୍ରସ୍ତାବ ପାସ୍

August 20, 2026

ଲୋୟର ପିଏମ୍‌ଜି ହଙ୍ଗାମା: ଗିରଫ ସଂଖ୍ୟା ୧୧୩, ୭ଟି ମାମଲା ରୁଜୁ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.