ଭୁବନେଶ୍ବର: ବିଜୁ ଜନତା ଦଳ ତାହାର ଆଇଟି ଓ ସାମାଜିକ ଗଣମାଧ୍ୟମ ଟିମକୁ ନବୀକରଣ କରିଛି। ଏଥିରେ ପୁରୁଣା ଲୋକଙ୍କୁ ବାହାର କରି ନୂଆ ନେତାଙ୍କୁ ସ୍ଥାନିତ କରାଯାଇଛି। ଏଥିରେ ଯେଉଁମାନେ ଅଛନ୍ତି ସେମାନେ ହେଲେ..
ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସବୁବେଳେ ଆଇଟି ଓ ସାମାଜିକ ଗଣମାଧ୍ୟମ ଉପରେ ଗୁରୁତ୍ବ ଦେଇଆସୁଛନ୍ତି। ଏହି ସେଲ ଠିକରେ କାମ କରିପାରିଲା ନାହିଁ ବୋଲି 2024 ନିର୍ବାଚନରେ ବିଜେଡି ହାରିଲା ବୋଲି ନବୀନ କହିଆସୁଛନ୍ତି। ସେଥିପାଇଁ ଦଳ ତାହାର ନୂଆ ଟିମ ଗଠନ କରିଛି।