Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଧାନସଭା ପରିସରରେ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ
ଆଜିର ଖବର

ବିଧାନସଭା ପରିସରରେ ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ

October 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
Tribute to Freedom Fighter Baji Rout at State Assembly
Tribute to Freedom Fighter Baji Rout at State Assembly

ଭୁବନେଶ୍ଵର: ଆଜି ଦେଶର ସର୍ବକନିଷ୍ଠ ଶହୀଦ ବାଜି ରାଉତଙ୍କର ଜନ୍ମ ଶତବାର୍ଷିକୀ ପାଳିତ ହେଉଛି। ଏ ପରିପ୍ରେକ୍ଷୀରେ ରାଜ୍ୟ ବିଧାନସଭା ପରିସରରେ ସହିଦ ବାଜି ରାଉତଙ୍କ ଜୟନ୍ତୀ ପାଳନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ସୁରମା ପାଢ଼ୀ ଏବଂ ଅନ୍ୟାନ୍ୟ ନେତୃବୃନ୍ଦ ବିଧାନସଭା ପରିସରରେ ଥିବା ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି ମହାନ ସଂଗ୍ରାମୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି। ସେ କହିଛନ୍ତି, ଦେଶପାଇଁ ନିଜ ଜୀବନକୁ ଉତ୍ସର୍ଗ କରି ତ୍ୟାଗ, ବଳିଦାନ ଏବଂ ଦେଶପ୍ରେମ ଜରିଆରେ ଓଡ଼ିଶାକୁ ଗୌରବାନ୍ଵିତ କରିବାରେ ଶହୀଦ ବାଜି ରାଉତଙ୍କର ସ୍ଥାନ ସ୍ଵତନ୍ତ୍ର ଏବଂ ଅନନ୍ୟ।

ଜନ୍ମ ଶତବାର୍ଷିକୀ ବାଜି ରାଉତ ସର୍ବକନିଷ୍ଠ ଶହୀଦ
Share. Facebook Twitter LinkedIn Email WhatsApp Copy Link

Related Posts

CM To Visit Maa Tarini Temple: ମା’ତାରିଣୀଙ୍କ ପୀଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ହେବ ବଡ ଘୋଷଣା

December 6, 2025

Special Train Announcement: ପୂର୍ବତଟ ରେଳପଥର ସ୍ବତନ୍ତ୍ର ଟ୍ରେନ୍ ଘୋଷଣା, ଜାଣନ୍ତୁ ଏହାର ନାମ

December 6, 2025

Law Minister’s Birthday: ବାଣପୁରରେ ପାଳନ ହେଲା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଜନ୍ମଦିନ

December 6, 2025

China Rashifal: ଚୀନ ରାଶିଫଳରେ କେବଳ ଜୀବଜନ୍ତୁଙ୍କୁ କାହିଁକି ନିଆଯାଇଛି, ଜାଣନ୍ତୁ କାରଣ

December 6, 2025
Latest News

CM To Visit Maa Tarini Temple: ମା’ତାରିଣୀଙ୍କ ପୀଠ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ, ହେବ ବଡ ଘୋଷଣା

December 6, 2025

Special Train Announcement: ପୂର୍ବତଟ ରେଳପଥର ସ୍ବତନ୍ତ୍ର ଟ୍ରେନ୍ ଘୋଷଣା, ଜାଣନ୍ତୁ ଏହାର ନାମ

December 6, 2025

Global Energy Leaders’ Summit 2025: ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ, ଓଡିଶାରେ ଦେଢ ଲକ୍ଷ ସୂର୍ଯ୍ୟଘର

December 6, 2025

Law Minister’s Birthday: ବାଣପୁରରେ ପାଳନ ହେଲା ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କ ଜନ୍ମଦିନ

December 6, 2025

China Rashifal: ଚୀନ ରାଶିଫଳରେ କେବଳ ଜୀବଜନ୍ତୁଙ୍କୁ କାହିଁକି ନିଆଯାଇଛି, ଜାଣନ୍ତୁ କାରଣ

December 6, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.