Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆମେରିକା-ଚୀନ୍‌ ବାଣିଜ୍ୟିକ ଯୁଦ୍ଧରୁ ଫାଇଦାରେ ମେକ୍ସିକୋ
ଆଜିର ଖବର

ଆମେରିକା-ଚୀନ୍‌ ବାଣିଜ୍ୟିକ ଯୁଦ୍ଧରୁ ଫାଇଦାରେ ମେକ୍ସିକୋ

August 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଆମେରିକା ଏବଂ ଚୀନ୍‌ ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଯୁଦ୍ଧର ଫାଇଦା ନେଇଛି ମେକ୍ସିକୋ । ପୂର୍ବରୁ ରପ୍ତାନୀ ଏବଂ ଆମଦାନୀରେ ଚୀନ୍‌ ଆମେରିକାର ଏକ ନମ୍ବର ସହଯୋଗୀ ରହିଥିବା ବେଳେ ବର୍ତ୍ତମାନ ଏହା ତୃତୀୟ ସ୍ଥାନକୁ ଖସି ଆସିଛି । ଅନ୍ୟ ପକ୍ଷରେ ଦୁଇ ଛୋଟ ରାଷ୍ଟ୍ର ତଥା ଆମେରିକାର ପଡୋଶୀ ରାଷ୍ଟ୍ର କାନାଡା ଏବଂ ମେକ୍ସିକୋ ଏହି ତାଲିକାରେ ଉପରକୁ ଉଠିଛନ୍ତି । ଓ୍ବାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ପକ୍ଷରୁ ପ୍ରକାଶିତ ତଥ୍ୟ ଅନୁଯାୟୀ ଚୀନ୍‌ ସହିତ ମତଭେଦ ପରେ ଆମେରିକା ବର୍ତ୍ତମାନ ମେକ୍ସିକୋ ଏବଂ କାନାଡା ସହିତ ବ୍ୟବସାୟ ଅଭିବୃଦ୍ଧିର ଲକ୍ଷ୍ୟ ରଖିଛି । ଫଳସ୍ବରୂପ ମେକ୍ସିକୋ ସହିତ ଏହାର ବ୍ୟବସାୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ଆମେରିକାରୁ ଚୀନ୍‌କୁ ରପ୍ତାନୀ 19 ପ୍ରତିଶତ ହ୍ରାସ ପାଇଥିବା ବେଳେ ଚୀନ୍‌ର ରପ୍ତାନୀ 12 ପ୍ରତିଶତ ହ୍ରାସ ପାଇଛି । ଟ୍ରମ୍ପ ସରକାର ଆସିବା ପରଠାରୁ ବିଭିନ୍ନ ସାମଗ୍ରୀ ଉପରେ 25 ପ୍ରତିଶତ ଅତିରିକ୍ତ ଶୁଳ୍କ ଲଗାଯାଇଛି । ଏହା ଫଳରେ ଚୀନ୍‌ ସହିତ ବ୍ୟବସାୟରେ ଭଟ୍ଟା ପଡିଛି । 2015ରୁ 2018 ମଧ୍ୟରେ ଆମେରିକାର ଏକ ନମ୍ବର ବାଣିଜ୍ୟିକ ସହଯୋଗୀ ରହିଥିବା ଚୀନ୍‌ ବର୍ତ୍ତମାନ ମେକ୍ସିକୋ ଏବଂ କାନାଡା ଠାରୁ ପଛରେ ରହି 3 ନମ୍ବର ସ୍ଥାନରେ ରହିଛି । 2005 ପରଠାରୁ ଚୀନ୍‌ ପ୍ରଥମ ଥର ପାଇଁ ତିନି ନମ୍ବର ସ୍ଥାନକୁ ଆସିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026

ଅଟୋ ଚାଳକ କ୍ଷତି ଭରଣା କରିବେ

August 21, 2026

ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ପଞ୍ଜୀକରଣ ଅବଧି ବଢ଼ିଲା

August 20, 2026

ଓଡ଼ିଶାରେ ବଢ଼ିଲା ମେଡିକାଲ ସିଟ୍‌

August 20, 2026
Latest News

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026

ଅଟୋ ଚାଳକ କ୍ଷତି ଭରଣା କରିବେ

August 21, 2026

ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ପଞ୍ଜୀକରଣ ଅବଧି ବଢ଼ିଲା

August 20, 2026

ଓଡ଼ିଶାରେ ବଢ଼ିଲା ମେଡିକାଲ ସିଟ୍‌

August 20, 2026

ଗାଁରେ ମିଳିବ ସହରୀ ସୁବିଧା: ପଞ୍ଚାୟତକୁ ବର୍ଷକୁ ୩ କୋଟି ପର୍ଯ୍ୟନ୍ତ ଅନୁଦାନ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.