Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପ୍ରିୟଙ୍କ ପାଞ୍ଚଲ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଅର୍ଦ୍ଧଶତକ : ଦୃଢ ସ୍ଥିତିରେ ଭାରତ ‘ଏ’
ଆଜିର ଖବର

ପ୍ରିୟଙ୍କ ପାଞ୍ଚଲ ଏବଂ ମୟଙ୍କ ଅଗ୍ରଓ୍ବାଲଙ୍କ ଅର୍ଦ୍ଧଶତକ : ଦୃଢ ସ୍ଥିତିରେ ଭାରତ ‘ଏ’

August 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଓ୍ବିଣ୍ଡିଜ୍‌ ଗସ୍ତରେ ରହିଥିବା ଭାରତ ‘ଏ’ ଦଳ ଦୃଢ ସ୍ଥିତିରେ ରହିଛି । 278 ରନ୍‌ ବିଜୟ ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଦଳ 185/3 ସହ ଦୃଢ ସ୍ଥିତିରେ ରହିଛି । ଭାରତ ଏ ପକ୍ଷରୁ ପ୍ରିୟଙ୍କ ପାଞ୍ଚଲ ଏବଂ ମୟଙ୍କ ଅଗ୍ରଓ୍ବାଲ ଅର୍ଦ୍ଧଶତକ ହାସଲ କରିଛନ୍ତି । ପାଞ୍ଚଲ 68 ରନ୍‌ ସଂଗ୍ରହ କରିଥିବା ବେଳେ ମୟଙ୍କ ଅଗ୍ରଓ୍ବାଲ 81 ରନ୍‌ ସଂଗ୍ରହ କରିଛନ୍ତି । ପ୍ରଥମ ଓ୍ବିକେଟ୍‌ରେ ଉଭୟ 150 ରନ୍‌ ଯୋଡିଥିଲେ । ତୃତୀୟ ଦିନର ଖେଳ ଆରମ୍ଭ ବେଳକୁ ଓ୍ବିଣ୍ଡିଜ୍‌ 12/4ରୁ ଖେଳ ଆରମ୍ଭ କରିଥିଲା । ଦଳ ପକ୍ଷରୁ ସୁନୀଲ ଅମ୍ବ୍ରୀସ (71) ରନ୍‌ର ଇନିଂସ ଖେଳିଥିଲେ ମଧ୍ୟ କ୍ରିଷ୍ଣପା ଗୌତମ 17 ରନ୍‌ ବିନିମୟରେ 5 ଓ୍ବିକେଟ୍‌ ଅକ୍ତିଆର କରିବାରୁ ଦଳ ମାତ୍ର 149 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ପ୍ରଥମ ଇନିଂସରେ ଓ୍ବିଣ୍ଡିଜ୍‌ ଏ 318 ରନ ସଂଗ୍ରହ କରିଥିବା ବେଳେ ଭାରତ 190 ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଜବାବରେ ଓ୍ବିଣ୍ଡିଜ୍‌ ଦ୍ବତୀୟ ଇନିଂସରେ ମାତ୍ର 149 ରନ୍‌ରେ ଅଲ୍‌ଆଉଟ ହୋଇଛି । ଭାରତକୁ ବିଜୟ ପାଇଁ 93 ରନ୍ ଆବଶ୍ୟକ ଥିବା ବେଳେ ହାତରେ 3ଟି ଓ୍ବିକେଟ୍‌ ରହିଛି ।

Share. Facebook Twitter LinkedIn Email WhatsApp Copy Link

Related Posts

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026

ଅଟୋ ଚାଳକ କ୍ଷତି ଭରଣା କରିବେ

August 21, 2026

ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ପଞ୍ଜୀକରଣ ଅବଧି ବଢ଼ିଲା

August 20, 2026

ଓଡ଼ିଶାରେ ବଢ଼ିଲା ମେଡିକାଲ ସିଟ୍‌

August 20, 2026
Latest News

କୋଟି କୋଟି ଟଙ୍କାର ଲଘୁଖଣି ଦୁର୍ନୀତି: ଇଡି ଜାଲରେ ରତିକାନ୍ତ

August 21, 2026

ଅଟୋ ଚାଳକ କ୍ଷତି ଭରଣା କରିବେ

August 21, 2026

ଚାଷୀଙ୍କ ପାଇଁ ବଡ଼ ଖବର: ଫସଲ ବୀମା ପଞ୍ଜୀକରଣ ଅବଧି ବଢ଼ିଲା

August 20, 2026

ଓଡ଼ିଶାରେ ବଢ଼ିଲା ମେଡିକାଲ ସିଟ୍‌

August 20, 2026

ଗାଁରେ ମିଳିବ ସହରୀ ସୁବିଧା: ପଞ୍ଚାୟତକୁ ବର୍ଷକୁ ୩ କୋଟି ପର୍ଯ୍ୟନ୍ତ ଅନୁଦାନ

August 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.